Monthly Archives

August 2020

ଗଛକୁ ଗଣେଶ ଭାବେ ସଜେଇ ପୂଜାକଲେ ସିହିନୀବାସୀ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ସାରା ଦେଶରେ କରୋନା ସଂକ୍ରମଣ ଯୋଗୁଁ କଟକଣା ବଳବତ୍ତର ରହିଥିବା ବେଳେ ସାର୍ବଜନୀନ ପୂଜନ ମହୋତ୍ସବ ବି ବନ୍ଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ନିକଟସ୍ଥ ସିହିନୀ ଗ୍ରାମର ଜନସାଧାରଣ ନିଆରା ଢଙ୍ଗରେ ଗଣେଶ ପାଳନ କରିଛନ୍ତି । ଗୋଟିଏ ଗଛକୁ ଗଣେଶ ଭାବେ ସଜେଇ
Read More...

କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା “ୱେବିନାର ଯୁବ ସହିତି” କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାମ୍ପ୍ରତିକ କରୋନା କଟକଣା ଯୋଗୁଁ ବିଭିନ୍ନ ଅନୁଷ୍ଠାନ, ସାହିତ୍ୟ ସଭା ସମିତି ପାଳନ ବନ୍ଦଥିବା ବେଳେ ଏବେ ସମସ୍ତେ ୱେବିନାରକୁ ଆପଣେଇ ତାଙ୍କ କାର୍ୟ୍ୟକ୍ରମଗୁଡ଼ିକୁ ସୁରୁଖୁରୁରେ ଚଳେଇଛନ୍ତି । କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ "ୱେବିନାର ଯୁବ
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲକ୍ଷ୍ୟକୁ ନେଇ ଚର୍ଚ୍ଚା

ସମ୍ବଲପୁର, (ଦାମୋଦର ପଣ୍ଡା) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରତିଷ୍ଠା ହେବା ଦିନ ଠାରୁ ବହୁ ସମୟରେ ଚର୍ଚ୍ଚାରେ ରହିଛି । ପରିଷଦ ଯୋଗେଇ ଦେଉଥିବା ପାଣ୍ଠିର ମଧ୍ୟ ବିନିଯୋଗ ହୋଇ ପାରୁନାହିଁ । ଏପରିକି ୨୦୧୪ ମସିହାରୁ ମିଳିଥିବା ଅର୍ଥ ପଡି ରହିଥିବା ଦେଖା ଯାଉଛି। ଯେଉଁ କେତେକ ପ୍ରକଳ୍ପ
Read More...

‘କଢ଼ୋ’ ତରଫରୁ ଅନଲାଇନ ନୂଆଁଖାଇ ଭେଟଘାଟ ଓ କବିତା ଆସର

ପାଟଣାଗଡ଼, (କେପିଏନ୍‌ଏସ୍‌) : କୋଶଲି ସାହିତ୍ୟ ପତ୍ରିକା 'କଢ଼ୋ' ତରଫରୁ ଅନଲାଇନ ନୂଆଁଖାଇ ଭେଟଘାଟ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କଢ଼ୋ ପତ୍ରିକାର ସମ୍ପାଦକ କ୍ଷୀରୋଦ୍ର କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଶଲି ଡେରା ପାଟଣାଗଡ଼ର
Read More...

ଡିସେମ୍ବର ୩୧ ଯାଏଁ ବଢ଼ିଲା ମଟର ଯାନ କାଗଜପତ୍ରର ବୈଧତା

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ପରିସ୍ଥିତି ଯୋଗୁଁ ମଟର ଯାନ କାଗଜପତ୍ର ତଥା ଲାଇସନ୍ସର ବୈଧତା ଡିସେମ୍ବର ୩୧ ତାରିଖ ଯାଏ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ବଢ଼ାଇ ଦେଇଛନ୍ତି । ମଟର ଯାନ ଆଇନ ୧୯୮୮ ଏବଂ କେନ୍ଦ୍ରୀୟ ମଟର ଯାନ ନିୟମ ୧୯୮୯ ଅନ୍ତର୍ଗତ ଫିଟ୍‌ନେସ୍‌,
Read More...

“କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ’ ତରଫରୁ ଅନଲାଇନ ନୂଆଁଖାଇ ଭେଟଘାଟ୍‌ ଓ କବିତା ଆସର

ଗାଇସିଲାଟ, (ଦିଲିପ କୁମାର ସରାପ) : କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଅନ୍‌ଲାଇନ୍‌ ନୂଆଁଖାଇ ଭେଟ୍‌ଘାଟ୍‌ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଫିରୋଜ କୁମାର ପଟେଲ । ଦିଲିପ କୁମାର ସରାପଙ୍କ ସଂପାଦନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ଶିଶୁ ସାହିତ୍ୟ ପତ୍ରିକା “ଟିକି କାଇଁଚ” ପକ୍ଷରୁ କବିତା ଓ ଗଳ୍ପ ଆସର

ବଲାଙ୍ଗିର,(କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ପ୍ରକାଶିତ ଶିଶୁ କିଶୋର ସାହିତ୍ୟ ପତ୍ରିକା “ଟିକି କାଇଁଚ” ପକ୍ଷରୁ ଅନଲାଇନ୍ ମାଧ୍ୟମରେ ସୋମବାର ଶିଶୁ କବିତା ଓ ଗଳ୍ପ ଆସର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପତ୍ରିକାର ପ୍ରତିଷ୍ଠାତା ସଂପାଦକ ଗୋପୀନାଥ ଦଣ୍ତସେନାଙ୍କ ସଂଯୋଜନାରେ
Read More...

ରାଜ୍ୟରେ ସୁସ୍ଥ ହେଲେ ୨୫୧୯ ଆକ୍ରାନ୍ତ : ସୁସ୍ଥତା ସଂଖ୍ୟା ୫୬,୯୨୫କୁ ଛୁଇଁଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୨୫୧୯ ଜଣ ଆକ୍ରାନ୍ତ । ଏହି ସଂଖ୍ୟାକୁ ମିଶାଇ ଏବେ ୫୬,୯୨୫ ଜଣ ସୁସ୍ଥ ହୋଇଛନ୍ତି । ତେବେ ଜିଲ୍ଲା ଆଧାରରେ ଖୋର୍ଦ୍ଧାରୁ ୪୨୮, ବାଲେଶ୍ୱରରୁ ୨୭୬, ଗଂଜାମରୁ ୨୩୭, କଟକରୁ ୧୫୨, ରାୟଗଡ଼ାରୁ ୧୪୪, ଭଦ୍ରକରୁ ୧୪୦, ସୁନ୍ଦରଗଡ଼ରୁ
Read More...

ତରୁଣ କବି ସୁଜିତ ସତପଥୀଙ୍କର କବିତା ସଙ୍କଳନ ‘ଶବ୍ଦରେ ଶବ୍ଦରେ’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ନିବାସୀ ତରୁଣ କବି ସୁଜିତ କୁମାର ସତପଥୀଙ୍କର ତୃତୀୟ କବିତା ସଙ୍କଳନ ‘ଶବ୍ଦରେ ଶବ୍ଦରେ’ ଆଦ୍ୟାଂଶ ପ୍ରକାଶନ ଦ୍ୱାରା ପ୍ରକାଶିତ ହୋଇ ଉନ୍ମୋଚିତ ହୋଇଯାଇଛି । ଯେହେତୁ ସଙ୍କଳିତ କବିତା ସବୁ କବିଙ୍କର
Read More...

ସୃଜନ ସଳିତା ନବନୀତା ତରଫରୁ ନୂଆଁଖାଇ ଭେଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ତରଫରୁ ନୂଆଁଖାଇ ଅବସରରେ ଅନ୍‌ଲାଇନ ମାଧ୍ୟମରେ ଏକ ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି କବି ଭାବରେ ଆସାମର ଯୁବ କବି ଓ ଗବେଷକ ଡକ୍ଟର ବିଜୟ ଶଙ୍କର ବର୍ମନ ଏବଂ ବଙ୍ଗଳା
Read More...