Monthly Archives

August 2020

୯୦ ବର୍ଷୀୟା ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ୬୦ ବର୍ଷରୁ ଅଧିକ ହେଲେ ୫ ଶହ ଓ ୮୦ ବର୍ଷରୁ ଅଧିକ ବୟସର ବୁଢ଼ାବୁଢ଼ୀଙ୍କ ପାଇଁ ମାସିକ ୭ ଶହ ଟଙ୍କା ଭତ୍ତା ପ୍ରଦାନ କରାଯିବାର
Read More...

ବିଦ୍ୟୁତ ତାର ଲାଗି ଯୁବକଙ୍କ ପ୍ରାଣହାନୀ

ସୋନପୁର, (କେପିଏନ୍‌ଏସ୍‌) : ବିଦ୍ୟୁତ ତାର ଲାଗିବା ଫଳରେ ଜଣେ ଯୁବକଙ୍କ ପ୍ରାଣହାନୀ ଘଟିଛି । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ରାଏପାଲିର ଅଭିମନ୍ୟୁ ବାଘ (୧୮) ଏହି ଘଟଣାର ଶିକାର ହୋଇଥିବା କୁହାଯାଇଛି । ସୂଚନା ଅନୁସାରେ ତାଙ୍କ ବାସଗୃହର କବାଟ ଉପରେ ଏକ ବିଦ୍ୟୁତ ତାର
Read More...

ଗଛରେ ପିଟି ହୋଇ ବାଇକ ଆରୋହୀ ମୃତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା କନ୍ଦାଜୁରୀ ଛକ ଠାରେ ଆଜି ପୂର୍ବାହ୍ନ ସାଢେ ନଅଟା ରେ ଗଛରେ ପିଟି ହୋଇ ଜନୈକ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ନିକଟସ୍ଥ କୁଟେନପାଲି ଗ୍ରାମର ନିତେଶ କୁମାର ବାଗ(୩୦) । ଆଜି ନିତେଶ କରକଚିଆ ଛକ ଠାରୁ ବାଇକରେ
Read More...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମ ପଞ୍ଚାୟତ ନିକଟସ୍ଥ ସାଲେପାଲି ଗ୍ରାମର ନରେନ୍ଦ୍ର ପଧାନ ନାମକ ୨୦ ବର୍ଷୀୟ ଯୁବକଙ୍କୁ ଆଜି ଗାଇ ଚରାଇ ଯାଇଥିବା ବେଳେ ପୂର୍ବାହ୍ନ ୧୧ଟା ସମୟରେ ଭାଲୁ ଆକ୍ରମଣ କରିକରିଛି।ଭାଲୁ ତାଙ୍କୁ ବାରମ୍ବାର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୧୪ ଆକ୍ରାନ୍ତ : ୧୨ ବଲାଙ୍ଗିର ପୌରାଂଚଳର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ବଲାଙ୍ଗିର ପୌରାଂଚଳର ସାମିଲ୍‌ ଅଛନ୍ତି । ବଲାଙ୍ଗିର ପୌରାଂଚଳର ଗେଟ୍‌ସରବରପଡ଼ାରୁ ୧, ପେଲେସ ଲାଇନରୁ ୨, ରୁଗୁଡ଼ିପଡ଼ାରୁ ୨, ରାଜେନ୍ଦ୍ର କଲେଜରୁ ୧, ସାଗରପଡ଼ାରୁ ୧,
Read More...

ଟିଟିଲାଗଡରେ କରୋନା ଡର : ପ୍ରଶାସନ ଉପରୁ ଜନସାଧାରଣଙ୍କ ଭରସା ହଟୁଛି

ଟିଟିଲାଗଡ଼, (ଗୌରବ ଦର୍ଜୀ) : କରୋନା ମହାମାରୀ ଦିନକୁ ଦିନ ସାରା ପୃଥିବୀରେ ତାର କାୟା ବିସ୍ତାର କରିବାକୁ ଲାଗିଛି । ପୃଥିବୀର ପ୍ରାୟତଃ ସମଗ୍ର ଦେଶ କୋରୋନା ମହାମାରୀରେକରୋନା ହୋଇ ପଡିଛନ୍ତି । ଆମ ଦେଶରେ ୩୧ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇ ୨୪ ଲକ୍ଷରୁ ଅଧିକ ସୁସ୍ଥ ହେଲେଣି । ଆମ ରାଜ୍ୟ
Read More...

ଓଲିଉଡ଼ ଅଭିନେତା ସବ୍ୟସାଚୀଙ୍କ ସହାୟତାରେ ଘରକୁ ଫେରିବେ ଦୁଇ ଦାଦନ ଶ୍ରମିକ : ଲକଡାଉନ ଦୁଶ୍ଚିନ୍ତାରୁ ମାନସିକ ରୋଗୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ହଜାର ହଜାର ଲୋକଙ୍କ କାମଧନ୍ଦା ଠପ ହୋଇଗଲା । ପୁର୍ବରୁ ସଞ୍ଚିତ ଟଙ୍କା ପଇସା ସବୁ ସରିଗଲା । ଏବେ କାମ ନାହିଁ, ପାଖରେ ଟଙ୍କା ବି ନାହିଁ । ଗୁଜରାଟରେ ସଙ୍ଗହୀନ ହୋଇ ଚଳିବା ଦୁର୍ବିସହ ହୋଇ ପଡିଥିଲା ।ଓଡ଼ିଶାକୁ ଫେରିବା ପାଇଁ
Read More...

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୦,୯୭୫ ଚିହ୍ନଟ : ଓଡ଼ିଶାରେ ୨୭୫୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୦,୯୭୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟରେ ୨୭୫୨ ଜଣ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୦୮
Read More...

ଆଗଲପୁର ବ୍ଲକ ପୂର୍ବତନ କଂଗ୍ରେସ ସଭାପତିଙ୍କ ଦେହାନ୍ତ

ଆଗଲପୁର, (ଦେବାଶିଷ ପଧାନ) : ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ବେହେରାଙ୍କ ୭୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ପ୍ରଥମେ ରେଙ୍ଗାଲି ସରକାରୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ଶିକ୍ଷାଦାନ କରିଥିଲେ । କିଛିବର୍ଷ ଶିକ୍ଷାଦାନ କଲାପରେ ଶିକ୍ଷକ ପଦରୁ ଇସ୍ତଫା ପ୍ରଦାନ କରି
Read More...

ବୁର୍ଡା ମଧ୍ୟମପଡ଼ା ଗଳି ରାସ୍ତା ଅବସ୍ଥା ଶୋଚନୀୟ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁର୍ଡା ଗ୍ରାମ ମଧ୍ୟମପଡ଼ା ଭାଗବତ ମନ୍ଦିର ଠାରୁ କୁଲତାପଡ଼ା ଭିତରକୁ ଯିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ସାମାନ୍ୟ ବର୍ଷାରେ ରାସ୍ତାରେ କାଦୁଅ ଜମି ରହୁଥିବା ବେଳେ ଲୋକେ ଚାଲି ଚାଲି ମଧ୍ୟ ଯିବା ଆସିବା କରିବା ସମ୍ଭବପର
Read More...