Monthly Archives

August 2020

ଚଳିତବର୍ଷ ଏପ୍ରିଲ ୨୦ରୁ ଏଯାଏଁ ତୈଳ ଓ ବାଷ୍ପ କ୍ଷେତ୍ରରେ ୫.୮୮ ଲକ୍ଷ କୋଟି ଟଙ୍କା ବ୍ୟୟରେ ୮୩୬୩ ପ୍ରକଳ୍ପର ନିର୍ମାଣ…

• ଏହିସବୁ ପ୍ରକଳ୍ପରେ ପ୍ରାୟ ୩୩.୮ କୋଟି ଶ୍ରମ ଦିବସ ସୃଷ୍ଟି ହେବା ଘେନି ସରକାର ଆଶାବାଦୀ• ପେଟ୍ରୋଲିୟମ ଉଦ୍ୟୋଗ ସଂକଟକୁ ସୁଯୋଗରେ ପରିଣତ କରିଛି; ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଅଭିବୃଦ୍ଧି ବଢାଇବା ପାଇଁ ମିଶନ ମୋଡରେ କାମ କରୁଛିନୂଆଦିଲ୍ଲୀ, (ପିଆଇବି) : ତୈଳ ଓ ପ୍ରାକୃତିକ ଗ୍ୟାସ
Read More...

ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତି ଯୋଗୁଁ ଦେଶର ନମୁନା ପରୀକ୍ଷଣ ୩.୭ କୋଟିରେ ପହଁଚିଲା

● ଏକ ନିୟୁତ ଜନସଂଖ୍ୟା ପିଛା ପରୀକ୍ଷଣ ୨୬,୬୮୫ ଛୁଇଁଲାନୂଆଦିଲ୍ଲୀ, (ପିଆଇବି) : ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିକୁ ପାଥେୟ କରି ଦେଶରେ କରୋନା ପରୀକ୍ଷା ପାଖାପାଖି ୩.୭ କୋଟିରେ ପହଞ୍ଚିଛି । ଦେଶରେ ଦୈନିକ ପରୀକ୍ଷଣ ଅଧିକରୁ ଅଧିକ କରିବା ସଂକଳ୍ପ ଯୋଗୁଁ ମୋଟ ନମୁନା ପରୀକ୍ଷଣ
Read More...

ଗତକାଲି ୨୪ ଘଣ୍ଟାରେ ସର୍ବାଧିକ ୬୬,୫୫୦ ରୋଗୀ ଆରୋଗ୍ୟ

• ଆଉ ଏକ ଶିଖରରେ ଭାରତ : ୨୪ ଲକ୍ଷକୁ ଅତିକ୍ରମ କଲା ଆରୋଗ୍ୟ ସଂଖ୍ୟା• ବିଗତ ୨୫ ଦିନ ମଧ୍ୟରେ ସୁସ୍ଥତା ସଂଖ୍ୟାରେ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧିନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା କାର୍ୟ୍ୟକାରୀ ହେଉଥିବା
Read More...

ରାଜ୍ୟରେ ଶସ୍ତା ହେଲା ଘରୋଇ ସଂସ୍ଥାରେ କୋଭିଡ୍‌ ଟେଷ୍ଟ

ଭୁବନେଶ୍ୱର, (ଆକାଶ ମିଶ୍ର) : ଘରୋଇ ସଂସ୍ଥାରେ କୋଭିଡ୍ ଟେଷ୍ଟ ଏବେ ଶସ୍ତା ହେବ । ୧୨ ଶହ ଟଙ୍କାରେ ହେବଆର୍‌ଟି ପିସିଆର୍‌ ଟେଷ୍ଟ । ୨୨ ଶହ ଟଙ୍କାରୁ କମି ଏଣିକି ୧୨ ଶହ ଟଙ୍କାରେ କୋଭିଡ୍ ଟେଷ୍ଟ ହେବ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।ଏବେ
Read More...

କରୋନା ଟୀକା ପ୍ରସ୍ତୁତିରେ ଭାରତ ମଧ୍ୟ ଅଂଟା ଭିଡ଼ିଛି

ନୂଆଦିଲ୍ଳୀ, (କେପିଏନ୍‌ଏସ୍‌) : କରୋନା ଭାଇରସକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡିଛି । ତାର ଟୀକାକୁ ନେଇ ବିଶ୍ୱର ସବୁଦେଶ ଲାଗିପଡିଛନ୍ତି । ଏହି ଟୀକା ବାହାର କରିବା ପାଇଁ ଭାରତ ମଧ୍ୟ ଲାଗିପଡିଛି । ୩ଟି କରୋନା ଟୀକା ଭାରତର ଭିନ୍ନ ଭିନ୍ନ ମାନବ ପରୀକ୍ଷଣ ଷ୍ଟେଜ୍‌ରେ ରହିଛି ବୋଲି ଆଜି
Read More...

ମିନର୍ଭା ପଲଟ୍ରି ଫାର୍ମରେ ଯୁବକଙ୍କ ରହସ୍ୟଜନକ ମୃତ୍ୟୁ : ତୁରନ୍ତ ୫ଲକ୍ଷ ସାହାଯ୍ୟ ଦେଲେ ମାଲିକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସୋନପୁର ରାସ୍ତା ଭଦ୍ରାପାଲି ସ୍ଥିତ ମିନର୍ଭା ପଲଟ୍ରି ଫାର୍ମରୁ ଏକ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଉକ୍ତ ମୃତକ ଜଣକ ପୁଇଁନ୍ତଳା ବ୍ଲକ ଅଧୀନସ୍ଥ, ମଙ୍ଗଳାପାଲି ଗ୍ରାମର ମନ୍ତୋଷ କୁଅଁର ବୋଲି ଜଣାପଡିଛି । ମନ୍ତୋଷ ପ୍ରତିଦିନ ପଲଟ୍ରି ଫାର୍ମକୁ
Read More...

କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଗପ-ଗୀତ-କବିତାର ଫ୍ୟୁଜନ୍ ‘ନୂଆମିଲନ୍‌’

ଭବାନୀପାଟଣା,(କେପିଏନ୍‌ଏସ୍‌) : ମହାପାର୍ବଣ ନୂଆଖାଇ ଅବସରରେ ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଆୟୋଜିତ ହୋଇଯାଇଛି ଗପ-ଗୀତ-କବିତାର ଫ୍ୟୁଜନ୍ ‘ନୂଆମିଲନ୍‌’ କାର୍ୟ୍ୟକ୍ରମ । ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଓ ଡିଜିଟାଲ୍ ମିଡିଆ ‘ଓଡ଼ିଆ ବାର୍ତ୍ତା’
Read More...

ଆଗଲପୁର ଗଡଜାତ ଅମଳର ଫାଣ୍ଡିକୁ ଥାନାର ମାନ୍ୟତା ଓ କୋର୍ଟ ପାଇଁ ଦାବୀପତ୍ର

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଛୁଆ ବ୍ଲକ ଆଗଲପୁରକୁ ରାଜ୍ୟସରକାର ବାରମ୍ବାର ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗି । ଆଗଲପୁର ଫାଣ୍ଡିକୁ ଥାନା ମାନ୍ୟତା ଓ ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା
Read More...

‘ଡେଜିନ୍‌’ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶା କୃଷି ଭବନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱସ୍ତରରେ ସୁନାମ ଅର୍ଜନ କରିଥିବା ପତ୍ରିକା ‘ଡେଜିନ୍‌’ରେ ସ୍ଥାନ ପାଇଛି ଓଡ଼ିଶା କୃଷି ଭବନ । ସମ୍ବଳପୁରୀ ଶାଢ଼ି ଡିଜାଇନ୍‌ରେ ନିର୍ମିତ ହୋଇଥିବା କୃଷି ଭବନର ଆକର୍ଷଣୀୟ ଦୃଶ୍ୟ ସାରା ବିଶ୍ୱରେ ଚମକ ସୃଷ୍ଟି କରିଛି । ରାଜ୍ୟର ଏହା ପ୍ରଥମ ବିଲଡ଼ିଂ ଯାହା
Read More...

ମୁକ୍ତିଲାଭ କଲା କୋଶଲୀ ସର୍ଟ ଫିଲ୍ମ ‘ନୂଆଁଖାଇର ଫଏସଲା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁକ୍ତିଲାଭ କରିଛି କୋଶଲୀ ସର୍ଟ ଫିଲ୍ମ ‘ନୂଆଁଖାଇର ଫଏସଲା’ । ଏହାର ନିର୍ମାତା ହେଉଛନ୍ତି ରବି ଖମାରୀ । ଏହାକୁ ରଚନା କରିଛନ୍ତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ । ଏସ୍‌. ସରୋଜ କୁମାର ଓ ବିନୋଦ କୁମାର କାଏସାଏ ଏହା ନିର୍ଦ୍ଦେଶନା ଦାୟିତ୍ୱ ନିଭେଇଥିବା ବେଳେ
Read More...