Daily Archives

ଲଗାଣ ବର୍ଷାରେ ବେହାଲ ଆଗଲପୁର ଅଞ୍ଚଳ : ସମଗ୍ର ଚାଷ ଜମି ସହିତ ଘରଦ୍ଵାର ଜଳମଗ୍ନ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ସମଗ୍ର ଅଞ୍ଚଳରେ ଦୁଇଦିନ ହେଲା ଭୀଷଣ ଭାବରେ ଲଗାଣ ବର୍ଷା ଜାରିରହିଛି । ଉତାଲି ଜୋରରେ ପାଣି ହଠାତ ବଡ଼ିଯିବାରୁ ରିନବଚନ ଗ୍ରାମର ଅନେକ ଚାଷୀଙ୍କ ଜମିରେ ଧାନଗଛଗୁଡିକ ପାଣିରେ ବୁଡିରହିଥିବାରୁ ଧାନ ନଷ୍ଟ ହେବା ଆଶଙ୍କା କରି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୭୬ ଆକ୍ରାନ୍ତ : ୩୨ ବଲାଙ୍ଗିର ପୌରାଂଚଳରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୭୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୨ ଜଣ ସାମିଲ୍‌ ଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ଖଲିଆପାଲିରୁ ୧, ରାଧାରାଣୀପଡ଼ାରୁ ୪, ସୁଦପଡ଼ାରୁ ୪, ତାଲପାଲିପଡ଼ାରୁ ୧,
Read More...

ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ବୌଦ୍ଧ,(ବଂଶୀଧର ମାଝି): ଲଘୁଚାପ ପ୍ରଭାବରେ ଦୁଇଦିନ ହେଲା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ବର୍ଷା ବିତ୍ପାତରେ ବ୍ୟାପକ ପରିମାଣରେ ଘରଦ୍ୱାରା ଭାଙ୍ଗିବା ସହିତ ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ହରଭଙ୍ଗା ବ୍ଲକର
Read More...

ଅଣ କୋଭିଡ୍ ରୋଗୀମାନେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ କୋଭିଡ୍ ଡାକ୍ତରଖାନାରେ ପରିଣତ କରିବା ପରେ ଅଣ କୋଭିଡ୍ ରୋଗୀମାନେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି ଭୀମସାର୍ ରେ ମଧ୍ୟ ଚିକିତ୍ସା ଉପଲବ୍ଧ ହେଉନାହିଁ। ଏ ବିଷୟରେ ସମ୍ବଲପୁର ବିଧାୟକ ଜୟ
Read More...

କମିଲା ସ୍କୁଲ ସିଲାବସ୍

ଭୁବନେଶ୍ଵର, (ଆକାଶ ମିଶ୍ର) : କରୋନା ମହାମାରୀ ଚାଲିଥିବାବେଳେ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ତେଣୁ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାକୁ ନେଇ ଅନେକ ଦ୍ୱନ୍ଦ ଦେଖିବାକୁ ମିଳୁଥିଲା । ତେବେ ବର୍ତ୍ତମାନ ଏହାର ସମାଧାନ ପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ସିଲାବସ୍ କୁ ୩୦
Read More...

ରାଜ୍ୟରେ ମୁଣ୍ତ ନେଲା କରୋନା

ଭୁବନେଶ୍ୱର, (ଆକାଶ ମିଶ୍ର) : ରାଜ୍ୟରେ ୨୪ ଘଣ୍ଟାରେ ୧୩ଜଣ କରୋନ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୪୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୩ ମୃତକଙ୍କ ମଧ୍ୟରୁ ସମ୍ବଲପୁର,
Read More...

ସବୁ ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ଖାଦ୍ୟ ଓ ଯୋଗାଣ…

• ବ୍ୟକ୍ତିଗତଭାବେ ଏସବୁ ମାମଲରେ ହସ୍ତକ୍ଷେପ କରିବାକୁ ଅନୁରୋଧନୂଆଦିଲ୍ଲୀ, (ପିଆଇବି) : ୨୦୧୩ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସମସ୍ତ ଯୋଗ୍ୟ ଭିନ୍ନକ୍ଷମଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ଏବଂ ସାଧାରଣ ବଣ୍ଟନ ବିଭାଗ ସଚିବ ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ
Read More...

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ଗୌତମବୁଦ୍ଧନଗର, (କେପିଏନ୍‌ଏସ୍‌) : ଉତ୍ତର ପ୍ରଦେଶରେ ବରିଷ୍ଠ ସାମ୍ବାଦିକଙ୍କ ହତ୍ୟାର ନିରପେକ୍ଷ ତଦନ୍ତ ପାଇଁ ୟୁପି ୱାର୍କିଂ ଜର୍‌ନାଲିଷ୍ଟ ୟୁନିଅନ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୌତମବୁଦ୍ଧନଗର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘର ସଦସ୍ୟ ବଲିଆ
Read More...

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶାନ୍ତିଲତା ହୋତାଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ରାତିରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶାନ୍ତିଲତା ହୋତା(୭୨)ଙ୍କ ସ୍ଥାନୀୟ ମହାଲକ୍ଷ୍ମୀନଗର ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି । ନିକଟରେ ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲ୍‌ରେ ତାଙ୍କ ହାର୍ଟ ଅପରେସନ୍‌ ହୋଇଥିବା ବେଳେ ତତ୍‌ଜନିତ ସମସ୍ୟାରେ
Read More...

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୭,୧୫୧ ଚିହ୍ନଟ : ଓଡ଼ିଶାରେ ୩୩୭୧ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଟେଷ୍ଟିଂ ସଂଖ୍ୟା ବଢ଼ିବା ସହ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୭,୧୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସେହିପରି ରାଜ୍ୟରେ ୩୩୭୧ ଜଣ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ
Read More...