Daily Archives

ପ୍ରଥମ ପର୍ଯ୍ୟାୟରେ ଯବାନ ଓ କୋଭିଡ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟୀକା

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ସାରା ବିଶ୍ୱରେ କରୋନା ତାଣ୍ଡବ ରଚୁଛି । ବିଶ୍ୱବାସୀଙ୍କ ଜୀବନ ଜୀବିକା ସହ ଖେଳ ଖେଳୁଛି କରୋନା । ଏଭଳି ପରିସ୍ଥିତିରେ କରୋନା ମୁକାବିଲା କ୍ଷେତ୍ରରେ ଭାରତ ମଧ୍ୟ ପଛରେ ନାହିଁ । ଟୀକା ବିକାଶକୁ ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ ବେଶ୍‌ ଗୁରୁତ୍ୱ ଦିଆଯାଉଛି ।
Read More...

ଗତ ୨୪ ଘଂଟାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯,୮୭୮ ଏବଂ ଓଡ଼ିଶାରେ ୨୯ ଜିଲ୍ଲାରୁ ୨୮୧୯ ଜଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆହୁରି ଆହୁରି ବଢ଼ୁଛି କରୋନା ସଂକ୍ରମଣ । ରୋକିବାର ନାଁ ନେଉନାହିଁ । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୯,୮୭୮ ଜଣ କରୋନା ସଂକ୍ରମଣର ଶିକାର ହୋଇଥିବା ବେଳେ ଓଡ଼ିଶାରେ ୨୯ ଜିଲ୍ଲାରୁ ୨୮୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ
Read More...

ବିପଦସଂକୁଳ ଅବସ୍ଥାରେ ଆଗଲପୁର ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ୟ୍ୟାଳୟ

ଆଗଲପୁର, (ଦେବାଶିଷ ପଧାନ) : ଆଗଲପୁର ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ୟ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ୨୦୦୨ମସିହାରେ ଏହିଗୃହ ନିର୍ମାଣ କରାଯାଇଛି । ଆଜକୁ ପ୍ରାୟ ୧୮ ବର୍ଷ ବିତିଯାଇଥିଲେ ମଧ୍ୟ ଗୃହକୁ କୌଣସି ପ୍ରକାର ମରାମତି କରାଯାଇନାହିଁ । ଫଳରେ ଝରକା କବାଟ ଗୁଡିକ ନଷ୍ଟ
Read More...

କରୋନା ମାଡ଼ରେ ଉଭେଇଗଲା ଗଣେଶ ପୂଜା ଉଲ୍ଲାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତି ସ୍କୁଲ କଲେଜ ତଥା ଅନୁଷ୍ଠାନ ଓ ଜନବସତିର ଗଳି ଗଳିରେ ଅନୁଷ୍ଠିତ ହେଉଥିବା ଗଣେଶ ପୂଜାର ଉଲ୍ଲାସ ଚଳିତ ବର୍ଷ ଉଭେଇ ଗଲା । ଗଣେଶଙ୍କ ପୂଜନୋତ୍ସବରେ ସମସ୍ତ ପ୍ରକାର ବିଘ୍ନନାଶ ହେବା ସହ ଜ୍ଞାନ ପ୍ରାପ୍ତି ହେଉଥିବା ବିଶ୍ୱାସରେ ବେଶ୍‌ ସମୃଦ୍ଧି ଭାରତୀୟ
Read More...

କୋଭିଡ-୧୯ ସଂକ୍ରାନ୍ତ ୩ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ ବ୍ରହ୍ମପୁର ଆଇଟିଆଇର ଆବେଦନ

● ବୈଷୟିକ ଦକ୍ଷତା ସମ୍ପନ୍ନ ଏହି ଉଦ୍ଭାବନ ଆତ୍ମନିର୍ଭର ଭାରତ ପାଇଁ ହେବ ବରଦାନନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ର ମୁକାବିଲା ନିମନ୍ତେ ବୈଷୟିକ ଜ୍ଞାନ ପ୍ରୟୋଗ କରି ଉଦ୍ଭାବନ କରିଥିବା ୩ଟି ସାମଗ୍ରୀ ପାଇଁ ଆଇଟିଆଇ ବ୍ରହ୍ମପୁର ପ୍ୟାଟେଣ୍ଟକୁ ପଞ୍ଜୀକୃତ କରିବା ପାଇଁ ଆବେଦନ କରିଛି । ଏହି
Read More...

ଏକ ଭାରତ ଶ୍ରେଷ୍ଠ ଭାରତ ଶୀର୍ଷକ ୱେବିନାର

ନୂଆଦିଲ୍ଲୀ, (ପିଆଇବି) : ଓଡିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ପ୍ରଚଳିତ କଳା, ସଂସ୍କୃତି,ସାହିତ୍ୟ ଓ ପରମ୍ପରା ସମ୍ପର୍କରେ ଉଭୟ ରାଜ୍ୟ ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ସହମତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ, ଭୁବନେଶ୍ବର ପକ୍ଷରୁ ଅନୁଷ୍ଠିତ ଏକ
Read More...