Daily Archives

ଦିବ୍ୟାଙ୍ଗ ପରିବାରଙ୍କୁ ନୂଆଁଖାଇ ଅଢିଆ ବଂଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆସନ୍ତା ରବିବାର ପାଳିତ ହେବାକୁ ଯାଉଛି । କରୋନା ଭୂତାଣୁ ସଂକ୍ରମଣରେ ସମଗ୍ର ବିଶ୍ୱର ମାନବ ସମାଜ ଏକ ପ୍ରକାର ଜଡ଼ ପାଳଟି ଯାଇଛି । କେବଳ ଶାରୀରିକ କ୍ଷତି ନୁହେଁ, ମାନସିକ, ସାମାଜିକ ତଥା ଅର୍ଥନୈତିକ
Read More...

ବାଳଗୋପାଳଙ୍କୁ ଗିରଫ କରାଯାଇ ମାମଲାକୁ ସିବିଆଇକୁ ହସ୍ତାନ୍ତର ଦାବୀ କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଳଗୋପାଳ ମିଶ୍ରଙ୍କୁ ଗିରଫ କରାଯାଇ ମାମଲାକୁ ସିବିଆଇକୁ ହସ୍ତାନ୍ତର ଦାବୀ କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସଂଘ ପକ୍ଷରୁ କୁହାଯାଇଛି ଯେ, ସାଲେଭଟା ଗାଈଖାଇ ଛକରେ ଗତ ୧୧ ତାରିଖ ଦିନ ଗରିବ ଆଦିବାସୀମାନଙ୍କ ଘରକୁ ବେଆଇନ ଭାବରେ ପୂର୍ବତନ ସାଂସଦ
Read More...

ସ୍ବତନ୍ତ୍ର ନୂଆଁଖାଇ ହାଟ : ପୂର୍ବ ବର୍ଷ ପରି ନାହିଁ ମହକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପଶ୍ଚିମ ଓଡିଶାର ଗଣପର୍ବ ପାଇଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ଚଳଚଂଚଳ ହୋଇଉଠିଛି । କରୋନା କଟକଣା ସତ୍ତ୍ବେ ଲୋକେ ଆସନ୍ତାକାଲିର ନୂଆଁଖାଇ ପର୍ବ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଥିବାବେଳେ ପର୍ବ ପାଳିବାକୁ ବଜାରରୁ ଆବଶ୍ୟକ ସାମଗ୍ରୀ କିଣାବିକା
Read More...

ନୂଆଁଖାଇ ପାଇଁ ଖାଦ୍ୟ ସାମଗ୍ରୀ ବଣ୍ଟନ

ବୌଦ୍ଧ,(ବଂଶୀଧର ମାଝୀ): କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମର ଦାମୋଦର ନନ୍ଦଙ୍କ ସୁପୁତ୍ର ଡ.କରୁଣାକର ନନ୍ଦ ଯିଏକି ବାଙ୍ଗାଲୋର ସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନର ପ୍ରଫେସର୍ ଅଛନ୍ତି ସେ ଏବଂ ତାଙ୍କର ସହଯୋଗୀ ଡ. ରବିନନ୍ଦନଙ୍କ ସହାୟତାରେ ନୂଆଁଖାଇ ପର୍ବ ଉପଲକ୍ଷେ ଗରିବ ପରିବାରକୁ ଖାଦ୍ୟ
Read More...

ସାହାଯ୍ୟ ପାଇଁ ହାତ ବଢେଇଲା ମାହେଶ୍ୱରୀ

ଆଗଲପୁର, (ଦେବାଶିଷ ମିଶ୍ର) : ଆଗଲପୁର ବ୍ଳକ ଅନ୍ତର୍ଗତ ଟେକାସର ଗ୍ରାମରେ ଅସହାୟ ଅବସ୍ଥାରେ ବୃଦ୍ଧା ମୁକ୍ତା ଦାସ ରହୁଥିବା ବେଳେ ତାଙ୍କର କେହି ନାହାନ୍ତି । ଅତ୍ୟନ୍ତ ମୁମୁର୍ଷୁ ଅବସ୍ଥାରେ ସେମାନେ ଦିନ କାଟୁଛନ୍ତି ଓ ଏହି ଲଘୁଚାପଜନିତ ବର୍ଷା ଯୋଗୁଁ ତାଙ୍କ ଘର ଭିତରେ ଚାରି ପଟେ ପାଣି ଜମି
Read More...

ଆସନ୍ତା କାଲି ନୂଆଁଖାଇ : ପୂର୍ବ ବର୍ଷ ଭଳି ଉଲ୍ଲାସ ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଘରେ ଘରେ ପାଳିତ ହୁଏ ଏହି ପର୍ବ, ବହୁତ ଧୁମ୍‌ଧାମ୍‌ରେ । କିନ୍ତୁ ଚଳିତ ବର୍ଷ କରୋନା ସଂକ୍ରମଣର ଆତଙ୍କ ଏହି ଆନନ୍ଦ ଉଲ୍ଲାସକୁ କ୍ଷୀଣ କରି ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ନୂଆଁଖାଇ ତିହାର୍‌ର ୭ ଦିନ ଆଗରୁ
Read More...

ବଲାଙ୍ଗିର ସାମ୍ବାଦିକ ଭବନଠାରେ ଶ୍ରୀଗଣେଶ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା କଟକଣାକୁ ମାନି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଭବନଠାରେ ବିଘ୍ନନାଶନ ଗଜାନନ ଶ୍ରୀ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ନିରଂଜନ ମହାପାତ୍ରଙ୍କ ଦ୍ୱାରା ରୀତିନୀତି ଅନୁସାରେ ପୂଜନ କର୍ମ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା
Read More...

ଘରେ ଘରେ ଗଣେଶ ପୂଜା ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଆଜି ସଇଁନ୍ତଳା ଅଞ୍ଚଳରେ ଘରେ ଘରେ ଗଣେଶ ପୂଜା ପାଳନ କରାଯାଇଛି । ତେବେ ଅନ୍ୟ ବର୍ଷ ଯେପରି ଧୁମ୍ଧାମରେ ପାଳନ କରାଯାଇଥାଏ, ତାହା ଦେଖିବାକୁ ମିଳିଲା ନାହିଁ ।
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୫୬ : ବଲାଙ୍ଗିର ପୌରାଂଚଳରୁ ୨୭

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ବଢ଼ି ଚାଲିଛି । ବଲାଙ୍ଗିର ଜିଲ୍ଲାରେ ଆଜି ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ବଲାଙ୍ଗିର ପୌରାଂଚଳର ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଆଜିର ତାଲିକାରେ ଜଣେ ମହିଳା କୋଭିଡ଼ ଯୋଦ୍ଧା ମଧ୍ୟ
Read More...

ସ୍ୱାଧୀନତାର ୭୪ ବର୍ଷ ପରେ ବି ପୋଲ ନିର୍ମାଣ ହେଲାନାହିଁ : ଭରାନଦୀ ପାର ହୋଇ ଯିବା ଆସିବା କରନ୍ତି ଲୋକେ

ମୟୁରଭଂଜ, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୪ ବର୍ଷ ପରେ ବି ପୋଲଟିଏ ନାହିଁ । ନଦୀ ପାର ହୋଇ ଲୋକେ ଯିବା ଆସିବା କରନ୍ତି । ଏ କଥା ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ କଥାଟି ନିହାତି ସତ । ମୟୁରଭଂଜ ଜିଲ୍ଲାର ଉଦଳା ବ୍ଲକ୍‌ ଅଧୀନସ୍ଥ ଗାଁ ବାଲମା । ଗାଁ ବାହାରକୁ ଆସିବାକୁ ହେଲେ ନଈ ପାର
Read More...