Daily Archives

ଆଜି ପବିତ୍ର ଜନ୍ମାଷ୍ଟମୀ : କରୋନା କଟକଣାରେ ନିରୁତ୍ସାହ ଉତ୍ସବ

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି । ତେବେ କରୋନା କଟକଣାରେ ନିରୁତ୍ସାହ ଉତ୍ସବ । ପୂର୍ବ ବର୍ଷ ଭଳି କୌଣସି ଗହଳ ଚହଳ ନାହିଁ । ମନ୍ଦିର ସବୁ ବି ବନ୍ଦ ହୋଇ ରହିଛି । ମନ୍ଦିରଗୁଡ଼ିକରେ ରୀତି ଅନୁସାରେ ନୀତିକାନ୍ତି କରାଯାଉଥିଲେ
Read More...

ଧର୍ମାନୁଷ୍ଠାନ ଖୋଲିବାକୁ ଦାବୀ

ସମ୍ବଲପୁର, (ଦାମୋଦର ପଣ୍ଡା) : କୋଭିଡ କଟକଣା ସହ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନଗୁଡିକ ଖୋଲିବା ପାଇଁ ୱାର୍ଲଡ ହ୍ୟୁମାନ ରାଇଟ ପ୍ରୋଟେକ୍ସନ ଅର୍ଗାନାଇଜେସନ୍ ପକ୍ଷରୁ ଦାବୀ କରି ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆଯାଇଛି । ଏହା ସମସ୍ତଙ୍କ ଧର୍ମୀୟ ଭାବନାକୁ ଆଘାତ କରୁଛି ବୋଲି କୁହାଯାଇଛି ।
Read More...

ଶବଦାହ ପାଇଁ ସମ୍ବଲପୁର ରାଜଘାଟରେ ଥିବା ବୈଦ୍ୟୁତିକ ଚୁଲା ଅଚଳ

ସମ୍ବଲପୁର, (ଦାମୋଦର ପଣ୍ଡା) : ଶବଦାହ ପାଇଁ ସମ୍ବଲପୁର ରାଜଘାଟରେ ଥିବା ବୈଦ୍ୟୁତିକ ଚୁଲା ରବିବାର ଅଚଳ ହୋଇଯାଇଛି, ଏହାର କଏଲ ପୋଡି ଯାଇଥିବା ବେଳେ କୋଲକାତାରୁ କମ୍ପାନୀ ମିସ୍ତ୍ରୀ ଆସିଲେ ଯାଇ କାର୍ୟ୍ୟକ୍ଷମ ହୋଇ ପାରିବ । ବର୍ତମାନ ସ୍ଥିତିରେ କେବଳ ପରିବେଶ ଦୃଷ୍ଟିରୁ ନୁହେଁ, କୋଭିଡ
Read More...

ସାଁପଚବା ଥି ଝରାଫୁକା କରି ଜୀବନ୍ ବଁଚଉଥିଲେ, ନିଜେ ସାଁପଚବା ଥି ଜୀବନ୍ ଗୁଆଁଲେ

ବୌଦ୍ଧ, (କେପିଏନ୍ଏସ୍) : ସାଁପଚବା ଥି ଝରାଫୁକା କରି ଖୋବ୍ ଲୁକର୍ ଜୀବନ୍ ବଁଚଉଥିଲେ । ମାତରକ’ ଶେଷେ ସାଁପଚବା ଥି ଜୀବନ ଗୁଏଁଇ ଦେଲେ ଝନେ ଭେଁଡ଼ିଆ । ମିଲିଥିବାର୍ ଖବର୍ ହିସାବେ ବଉଦ ଜିଲାର ବୀରନରସିଂପୁର ପଞ୍ଚାୟତ ହାଟଗାଁର ନିରଂଜନ ମେଣ୍ଡଲୀ ସାଁପଚବା ଘଟନା ଥି କେତେନି କେତେ ଲୋକର ଜୀବନ
Read More...

ଭାରତର କରୋନା ସୁସ୍ଥତା ହାର ଟପିଲା ୧୫ ଲକ୍ଷ

• ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୪,୮୫୯ ଜଣ ସୁସ୍ଥ• ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୯ ଲକ୍ଷରୁ ଅଧିକ• ପୁଣି ହ୍ରାସ ପାଇ ମୃତ୍ୟୁ ହାର ପହଞ୍ଚିଲା ୨ ପ୍ରତିଶତକୁ ନୂଆଦିଲ୍ଲୀ, (ପିଆଇବି) : ଭାରତରେ କନୋନା ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ୧୫ ଲକ୍ଷ ଟପିଛି । ଦ୍ରୁତ ପରୀକ୍ଷଣ,
Read More...

ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସୀମାନ୍ତର ୩୫୪ ଗାଁରେ ସରକାର ଯୋଗାଇବେ ମୋବାଇଲ ସଂଯୋଗ ସୁବିଧା: ରବିଶଙ୍କର ପ୍ରସାଦ

• ଉପଗ୍ରହଭିତ୍ତିକ ଡିଏସ୍‌ପିଟି ବ୍ୟବସ୍ଥାରେ ସେନା, ସୀମା ସୁରକ୍ଷା ବାହିନୀ, ସୀମାନ୍ତ ସଡ଼କ ପ୍ରତିଷ୍ଠାନ, ସିଆରପିଏଫ୍‌, ଆଇଟିବିପି ଓ ଏସ୍‌ଏସ୍‌ବିକୁ ୧୩୪୭ ସ୍ଥାନରେ ମୋବାଇଲ ସେବା ଯୋଗାଇ ଦିଆଯାଉଛି• ଟେଲିକମ୍‌ ବିଭାଗ ପକ୍ଷରୁ ମଧ୍ୟ ଦେଶର ୬୮ଟି ଆକାଂକ୍ଷୀ ଜିଲାରେ ସେବା ନଥିବା ଗାଁକୁ
Read More...

ମଣିଷ ଓ ହାତୀ ସଂଘର୍ଷର ଅବସାନ ନିମନ୍ତେ ସରକାର ବଦ୍ଧପରିକର, କହିଲେ ପରିବେଶ ମନ୍ତ୍ରୀ

• ବିଶ୍ଵ ହସ୍ତୀ ଦିବସ ଅବ୍ୟବହିତ ପୂର୍ବରୁ ମଣିଷ ଓ ହାତୀ ଲଢେଇ ନେଇ ଜାରି କରାଗଲା ମାର୍ଗଦର୍ଶିକା ପୁସ୍ତିକା ନୂଆଦିଲ୍ଲୀ, (ପିଆଇବି) : ମଣିଷ ଓ ହାତୀ ସଂଘର୍ଷ ଏଡାଇବା ପାଇଁ ଜଙ୍ଗଲରେ ହିଁ ହାତିମାନଙ୍କୁ ଖାଇବା ଓ ପାଣି ଯୋଗାଇବା ଉପରେ ଜୋରଦାର ଉଦ୍ୟମ ହେଉଥିବା ବିଶ୍ଵ ହସ୍ତୀ ଦିବସ
Read More...