ସାଁପଚବା ଥି ଝରାଫୁକା କରି ଜୀବନ୍ ବଁଚଉଥିଲେ, ନିଜେ ସାଁପଚବା ଥି ଜୀବନ୍ ଗୁଆଁଲେ

ବୌଦ୍ଧ, (କେପିଏନ୍ଏସ୍) : ସାଁପଚବା ଥି ଝରାଫୁକା କରି ଖୋବ୍ ଲୁକର୍ ଜୀବନ୍ ବଁଚଉଥିଲେ । ମାତରକ’ ଶେଷେ ସାଁପଚବା ଥି ଜୀବନ ଗୁଏଁଇ ଦେଲେ ଝନେ ଭେଁଡ଼ିଆ । ମିଲିଥିବାର୍ ଖବର୍ ହିସାବେ ବଉଦ ଜିଲାର ବୀରନରସିଂପୁର ପଞ୍ଚାୟତ ହାଟଗାଁର ନିରଂଜନ ମେଣ୍ଡଲୀ ସାଁପଚବା ଘଟନା ଥି କେତେନି କେତେ ଲୋକର ଜୀବନ ବଁଚେଇଛନ୍ ଝରାଫୁକା କରି । ହେଲେ ଗଲା ରଏବାର ରାତି ଗୁଟେ ଚିତି ସାଁପ ନିରଂଜନ କେ ଦୁଇ ଦୁଇ ଥର ଚାବି ଦେଲା ଉତରୁ ତାକର୍ ଜୀବନ୍ ପଲେଇ ଗଲା । ତାକର୍ ଜୀବନ୍ ଯିବାର୍ ଖବର୍ ଥି ସାରା ଅଂଚଲ ନେ ହୁବଡୁବି ପଡ଼ିଯଉଛେ ।

Leave A Reply

Your email address will not be published.

nine + 10 =