Daily Archives

ଦୋଷୀଙ୍କୁ ଗିରଫ ଓ ନିର୍ଦୋଷୀଙ୍କୁ ଖଲାସ ଦାବୀରେ ବିଷ୍ଣୁମୁଣ୍ଡାରେ ରାସ୍ତାରୋକ

ମୃତକ ଜିତେନ୍ଦ୍ର ସୁନାଙ୍କ କୋଭିଡ଼ ସଂକ୍ରମଣ ପ୍ରହେଳିକା ପାଲଟିଛି ବଲାଙ୍ଗିରବାସୀଙ୍କ ପାଇଁ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ଭୀମ ଭୋଇ ମେଡ଼ିକାଲରେ ମୃତ୍ୟୁବରଣ କରିଥିବା ଜିତେନ୍ଦ୍ର ସୁନାଙ୍କ ହତ୍ୟାକାରୀଙ୍କୁ ଗିରଫ ତଥା ଗିରଫ୍ ହୋଇଥିବା ତାଙ୍କ ୫ ଜଣ ବନ୍ଧୁ ପରିଜନଙ୍କୁ
Read More...

ସଇଁତଲା ଅଞ୍ଚଳରେ ସଟ୍ ଡାଉନକୁ ସମ୍ପୁର୍ଣ୍ଣ ସହଯୋଗ

ସଇଁତଲା, (ପ୍ରଶାନ୍ତ କୁମାର ମେହେର) : ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଶନିବାରରୁ ମଙ୍ଗଳବାର ପର୍ୟ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ସଟଡାଉନ ଘୋଷଣା କରାଯାଇଛି । ଏହି କ୍ରମରେ ବଲାଙ୍ଗୀର ଜିଲ୍ଲାର ସଇଁନ୍ତଲା ବ୍ଲକରେ ମଧ୍ୟ ସଟଡ଼ାଉନର ପ୍ରଭାବ ବେଶ ରହିଥିଲା
Read More...

ଓଡ଼ିଶାରୁ ୧୭୩୪ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରେ ସର୍ବାଧିକ ୩୪୨

ଭୁବନେଶ୍ୱର, (କେପିଏନ୍ଏସ୍) : ଆହୁରି ବ୍ୟାପୁଛି କରୋନା । ଖୋର୍ଦ୍ଧାରୁ ସର୍ବାଧିକ ୩୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଓଡ଼ିଶାରୁ ପୁଣି ୧୭୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ୧୦୭୫ କ୍ୱାରେନଣ୍ଟାଇନ୍ରୁ ହୋଇଥିବା ବେଳେ ୬୫୯ ଜଣ
Read More...

ଦେଶରେ ଆଜି ୬୪,୩୯୯ ନୂଆ ଆକ୍ରାନ୍ତ : ୮୬୧ ଜଣ ମୃତ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ବୋଲ ମାନୁନି କରୋନା । ଆଜି ଦେଶରେ ପୁଣି ୬୪,୩୯୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଂଟାରେ କରୋନାରେ ୮୬୧ ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ୫୩ ହଜାର ୧୦କୁ ପହଂଚିଛି । ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ୪୩ ହଜାର
Read More...

କେମିତି ଅଛନ୍ତି ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନର କଳାକାର?

ସହାୟତା ପାଇଁ ନିବେଦନ କଲେ ସଭାପତି ଓ ସଂପାଦିକାକଳାହାଣ୍ଡି,(କେପିଏନେସ): ସମସ୍ତ କଳାକାର ଦିବ୍ୟାଙ୍ଗ । କିନ୍ତୁ ଐଶ୍ୱରିକ ପ୍ରତିଭା ବଳରେ ସମସ୍ତେ ନିଜ ନିଜ ପ୍ରତିଭାରେ ବଳୀୟାନ । କିଏ କେସିଓରେ ମାଷ୍ଟର ତ ଆଉ କାହାର ତବଲା ତାଳେ ତାଳେ ଦର୍ଶକଙ୍କ ମନ ଭରିଯାଏ । କଣ୍ଟର ଯାଦୁଗରୀ ସ୍ପର୍ଶରେ
Read More...

ବିବାହ ବନ୍ଧନରେ ବାନ୍ଧିହେଲେ ଭଲ୍ଲାଲଦେବ

ହାଇଦ୍ରାବାଦ, (କେପିଏନ୍ଏସ୍): ତେଲୁଗୁ ସିନେମାରେ ଅଭିନୟ କରୁଥିବା ଜଣାଶୁଣା ଅଭିନେତା ତଥା ‘ବାହୁବଳୀ’ଚଳଚୀତ୍ରର ଖଳନାୟକ ରାଣା ଦଗ୍ଗୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ପ୍ରେମିକା ମିହିକା ବଜାଜଙ୍କୁ ହାଇଦ୍ରବାଦର ରାମାନାଇଡୁ ଷ୍ଟୁଡିଓରେ ତେଲୁଗୁ ଓ ମାରୱାଡି ପରମ୍ପରାରେ ବିବାହ
Read More...

ବଲାଙ୍ଗିର ମାଟିର ଗର୍ବ ୱିଙ୍ଗ କମାଣ୍ଡର ନିଖିଳ ରଥ ‘ଗଗନଯାନ’ ଟିମରେ ସାମିଲ୍

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ମାଟିର ତଥା ଓଡ଼ିଶା ରାଜ୍ୟର ଗର୍ବ ୱିଙ୍ଗ କମାଣ୍ଡର ନିଖିଳ ରଥ ଏବେ ମିସନ ‘ଗଗନଯାନ’ ପାଇଁ ମନୋନୀତ ହୋଇଥିବା ବେଳେ ଏଥିପାଇଁ ସେ ପୂର୍ଣ୍ଣ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ‘ଗଗନଯାନ’ ତାଲିକାରେ ତାଙ୍କ ନାମ ପ୍ରକାଶିତ ହେବା ପରେ ସାରା ଓଡ଼ିଶାରେ
Read More...

ରେଙ୍ଗାଲିଠାରେ ଜେଏମଏଫସି ଅଦାଲତ ଖୋଲିବାର ପ୍ରସ୍ତାବ

ସମ୍ବଲପୁର(ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲା ରେଙ୍ଗାଲିଠାରେ ନୂଆ ସିଭିଲ ଜଜ (ଜୁନିଅର ଡିଭିଜନ) ତଥା ଜେଏମଏଫସି ଅଦାଲତ ଖୋଲିବାର ପ୍ରସ୍ତାବ ରହିଛି । ହାଇକୋର୍ଟ ଏ ସମ୍ପର୍କରେ ରେଙ୍ଗାଲିରେ ଥିବା ବିଭିନ୍ନ ବ୍ୟବସ୍ଥା ପ୍ରସଙ୍ଗରେ ଯଥାଶୀଘ୍ର ସବିଶେଷ ତଥ୍ୟ ଦାଖଲ ପାଇଁ ସମ୍ବଲପୁର ଜିଲ୍ଲା ଓ
Read More...