Daily Archives

ଧର୍ମେନ୍ଦ୍ର ପ୍ରଧାନ କରୋନା ସଂକ୍ରମିତ

ଭୁବନେଶ୍ୱର, (କେପିଏନ୍ଏସ୍) : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ସଂକ୍ରମିତ ହୋଇଥିବା ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ସେ କହିଛନ୍ତି ଯେ, କୋଭିଡ଼-୧୯ର ଲକ୍ଷଣ ଦେଖାଯିବା କାରଣରୁ ମୁଁ ପରୀକ୍ଷା କରିଥିଲି । ରିପୋର୍ଟ ପୋଜେଟିଭ୍ ଆସିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନିବେଦନ

ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି ।ଭାରତ ମଧ୍ୟ କୋଭିଡ ମହାମାରୀର ଭୟାବହତାର
Read More...

କଂଟାବାଂଜି : ୪ଟି ୱାର୍ଡ କଟେଂନମେଂଟ ଜୋନ୍ ଘୋଷିତ

କଂଟାବାଂଜି, (ଗୁରୁଦୟାଲ ହଂସ) : କରୋନା ସଂକ୍ରମଣ ଦିନକୁ ଦିନ କଂଟାବାଂଜି ସହରରେ ମଧ୍ୟ ତାର କାୟା ବିସ୍ତାର କରିବାରେ ଲାଗିଛି । ସହରରେ ଅମାନିଆମାନେ ଅବାଧରେ ବୁଲାବୁଲି କରୁଥିବା ସହିତ ପ୍ରାଥମିକ ପର୍ଯ୍ୟାୟରେ ସୋମବାର ଓ ମଂଗଳବାର ଦିନ ହୁ ହୁ ହୋଇ ବଢିବାର ନଜରକୁ ରଖି ଜିଲ୍ଲା ପ୍ରଶାସନ
Read More...

କମାଲ୍ କରିଛନ୍ତି ଶିଶୁ କଳାକାର ବିଶ୍ୱନାଥ ପରିଡା

କଟକ, (କେପିଏନ୍ଏସ୍) : ମଞରୀ ଚ୍ୟାନାଲ୍ ପ୍ରସ୍ତୁତ କରୁଥିବା ‘ବହୁ ଆମର ଏନଆରଆଇ’ ଧାରାବାହିକାରେ ଶିଶୁ କଳାକାର ବିଶ୍ୱନାଥ ପରିଡା ଅଭିନୟ କରିଛନ୍ତି । ଏହି ଧାରାବାହିକାରେ ସେ ଜଣେ ବିଧାୟକର ନାତି ଭାବରେ ଅଭିନୟ କରିଥିବା ବେଳେ ଏବେ ବିଶ୍ୱ ମହାମାରୀ କରୋନା ଯୋଗୁଁ ଏହାର ସୁଟିଂକୁ ବନ୍ଦ
Read More...

ଚୀନକୁ କଡ଼ା ଜବାବ୍ ଦେଲା ଭାରତ

ଲଦାଖ୍, (କେପିଏନ୍ଏସ୍) : ଉତ୍ତର ଲଦାଖ୍ ଏଲ୍ଓସିରେ ଦୁଇ ପଡୋଶୀ ଦେଶ ଭାରତ ଓ ଚୀନ୍ ଭିତରେ ବିବାଦ ସରି ନଥିବା ବେଳେ ପୁଣି ଲଦାଖ୍ରେ ପୁରୁଣା କଥାକୁ ନେଇ ଚୀନ୍ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ୧୭ ହଜାର ଜବାନ୍ ମୁତୟନ କରିଛି । ଭାରତ ମଧ୍ୟ ସେନା ସହ ହେଭି ଟ୍ୟାଙ୍କ ପଠାଇ କଡା ଜବାବ୍
Read More...

ଏବେ ମାନିବାକୁ ହେବ ଅନ୍ ଲକ୍ ୩.୦

ନୂଆଦିଲ୍ଳୀ, (କେପିଏନ୍ଏସ୍) : କରୋନା ଯୋଗୁଁ ସାରା ବିଶ୍ୱରେ ଲକ୍ଡାଉନ୍, ସଟ୍ଡାଉନ୍ ତୁହାକୁ ତୁହା ଜାରି ରହିଛି । ତେବେ ଭାରତରେ ମଧ୍ୟ ଏ ପ୍ରକିୟା ଜାରି ରହିଥିଲା । କରୋନା ସ୍ଥିତିକୁ ଦେଖି ବର୍ତ୍ତମାନ କେନ୍ଦ୍ର ସରକାର ପ୍ରଥମେ ଲକ୍ଡାଉନ ପରେ ଅନ୍ଲକ୍ ୧.୦ ପରେ ୨.୦ ଘୋଷଣା କରିଥିବା ବେଳେ
Read More...

ଫେରସ୍ତ ପାଇଁ ଚାଷୀ ଏବେ କେଉଁଠୁ ପାଇବେ ଟଙ୍କା : ଚାଷୀ ନେତା ଡା. ପରିଚ୍ଛା

ବଲାଙ୍ଗିର, (ନିପ୍ର) : ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଟଙ୍କା ଫେରସ୍ତ ପାଇଁ ଚିହ୍ନଟ ତାଲିକା ପ୍ରକାଶ ପରେ ଏବେ ଚାଷୀମାନେ ଚିନ୍ତାରେ ପଡ଼ିଥିବା ବେଳେ ଚାଷବାସର ସମୟରେ ଫେରସ୍ତ ପାଇଁ ଚାଷୀ ଏବେ କେଉଁଠୁ ପାଇବେ ଟଙ୍କା ବୋଲି ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ସଭାପତି ଡା. ସୁଧୀର
Read More...

କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ୧୦୪ତମ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍ଏସ୍) : ସମାଜକୁ ସୁଧାରିବାକୁ ଯେଉଁ ଦାୟିତ୍ୱବୋଧ ଜରୁରୀ, ସେହି ଦାୟିତ୍ୱବୋଧର ସମର୍ଥ କର୍ମଯୋଗୀ ଥିଲେ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡା । ବଲାଙ୍ଗିର ଜିଲ୍ଲାରେ ସାମାଜିକ ସଂଗଠନ ଓ ସାମାଜିକ ବିକାଶ ଦିଗରେ ତାଙ୍କର ଅବଦାନ ଥିଲା ଅନନ୍ୟ । ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଣ୍ଡା
Read More...

କଂଟାବାଂଜିର ନବଲ କୁମାର ଜୈନ ପାଇଲେ ଆଇଏଏସ୍

କଂଟାବାଂଜି, (ଗୁରୁଦୟାଲ ହଂସ)- ବଲାଙ୍ଗିର ଜିଲ୍ଲା କଂଟାବାଂଜି ବ୍ୟବସାୟୀକ ସହରର ଢୋଲୁରାମ ଜୈନଙ୍କ ପୁଅ ନବଳ କୁମାର ଜୈନ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୨୫ତମ ସ୍ଥାନ ରଖି ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି । ଏହି ଖବର ପ୍ରସାରଣ ପରେ କଂଟାବାଂଜି ସହର ଏବଂ ଆଖପାଖ ଅଂଚଳରେ ଖୁସିର
Read More...