Browsing Tag

tusura news

ଦୁଇ ଭଉଣୀଙ୍କୁ କିଏ ନଦୀକୁ ଠେଲି ଦେଇନି ତ ?…. ଶାନ୍ତ ସରଳ ଦୁଇ ଯୁବତୀ କାହିଁକି କରିବେ ଆତ୍ମହତ୍ୟା ?……

ତୁଷୁରା, (ଅଜିତ କୁମାର ସାହୁ) : ଗତ ୧୫ ତାରିଖ ଦିନ ଏକା ସାଙ୍ଗରେ ୨ ଭଉଣୀ ନଦୀକୁ ଡେଇଁ ଜୀବନ ହାରିବା ଘଟଣାକୁ ସ୍ଥାନୀୟ ଲୋକେ ହଜମ କରିପାରୁ ନାହାନ୍ତି । ୨ ଭଉଣୀ ଡେଇଁ ପଡିଥିଲେ ନା ସେମାନଙ୍କୁ ଠେଲି ଦିଆଯାଇଛି, ତାହା ବର୍ତ୍ତମାନ ବି ସନ୍ଦେହ ଘେରରେ ଘୂରିବୁଲୁଛି ଅଛିଣ୍ଡା ପ୍ରଶ୍ନ ହୋଇ ।
Read More...

ନଈକୁ ଡେଇଁ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଘଟଣା : ଦେଖୁ ଦେଖୁ ଲିଭିଗଲା ସମ୍ଭାବନାମୟ ଦୁଇଟି ଜୀବନ ଦୀପ : ଝୁରୁଛି ସାନ…

ତୁଷୁରା, (କେପିଏନ୍‌ଏସ୍‌) : ସ୍ଥାନୀୟ ତେଲନଦୀ ବ୍ରିଜ୍‌ ଉପରୁ ଡେଇଁ ଦୁଇ ଭଉଣୀ ଅନ୍‌ମୋଲ ଓ ଆଂଚଲ ଆତ୍ମହତ୍ୟା କରିବାର ତୃତୀୟ ଦିନରେ ଶବ ମିଳିଥିବା ବେଳେ ଆଇନଗତ କାମ ଉତାରୁ ଗୁଡ଼ଭେଲାରେ ପହଂଚିଥିଲା ଦୁଇ ଶବ । କରୁଣ କାନ୍ଦଣାରେ ଫାଟି ପଡ଼ିଲା ଗୁଡ଼ଭେଲା ମାଟି । ଦୁଇ ଭଉଣୀ ଗୋଟିଏ ଜୁଇରେ
Read More...

ନିଖୋଜ ଦୁଇ ଭଉଣୀଙ୍କ ମୃତ ଦେହ ତେଲ ନଦୀର ପୃଥକ୍‌ ପୃଥକ୍‌ ସ୍ଥାନରୁ ହେଲା ଉଦ୍ଧାର : ଦୁର୍ଘଟଣାଜନିତ ମୃତ୍ୟୁ ନା…

ତୁଷୁରା, (ଅଜିତ କୁମାର ସାହୁ) : ତୁଷୁରା ଅଂଚଳର ବହୁ ଚର୍ଚିତ ଅନମୋଲ ଅଗ୍ରୱାଲ ଏବଂ ଆଂଚଲ ଅଗ୍ରୱାଲଙ୍କ ନିଖୋଜ ଘଟଣାର ଆଜି ଏକ ପ୍ରକାର ପୁର୍ନଛେଦ ପଡିଛି । ଦୁଇ ଭଉଣୀଙ୍କ ମୃତ ଦେହ ତେଲ ନଦୀର ଭିନ୍ନ ଭିନ୍ନ ପଠାରୁ ଉଦ୍ଧାର କରିଛି ପୋଲିସ ସହ ଓ଼ଡ୍ରାପ ଟିମ । ଗତ ୧୫ ତାରିଖରୁ
Read More...

ନଈକୁ ଡେ଼ଇଁ ଆତ୍ମହତ୍ୟା ମାମଲା : ୨ ଦିନ ହେଲା ନିଖୋଜ ଥିଲେ ୨ ଭଉଣୀ, ଜଣଙ୍କ ମୃତଦେହ ଉଦ୍ଧାର

ତୁଷୁରା, (ଅଜିତ କୁମାର ସାହୁ) : ଗତ ୧୫ ତାରିଖରୁ ତୁଷୁରା ‌ସ୍ଥିତ ତେଲନଦୀ ବ୍ରିଜରୁ ନଦୀକୁ ଡେଇଁ ନିଖୋଜ ହୋଇ ଯାଇଥିବା ୨ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ସୋନପୁର ଜିଲ୍ଲା ତରଭା ସିଂହାଣୀ ପଞ୍ଚାୟତ ବଡ଼କେନ୍ଦା ନଦୀ କୂଳରୁ ଭାସମାନ ଅବସ୍ଥାରେ ଠାବ ହୋଇଛି । ମୃତା ଯୁବତୀ ଆଞ୍ଚଲ ଅଗ୍ରୱାଲା
Read More...

ନଈକୁ ଡେଇଁ ଦୁଇ ଭଉଣୀ ନିଖୋଜ ଘଟଣା : ୨୪ ଘଣ୍ଟା ପରେ ବି ଓ଼ଡ୍ରାପ ଟିମ୍‌ର ହାତ ଖାଲି, ତଦନ୍ତ କରୁଛି ପୁଲିସ

ତୁଷୁରା, (ଅଜିତ କୁମାର ସାହୁ) : ଏବେ ବି ଦ୍ୱନ୍ଦ୍ୱରେ ଦୁଇ ଭଉଣୀଙ୍କ ନିଖୋଜ ଘଟଣା । ଆତ୍ମହତ୍ୟା ନା ଦୁର୍ଘଟଣା ନା ନିଖୋଜ୍‌….! ସଂଦେହରେ ରହିଛି ଏବେ ବି ମାମଲା । ଗତକାଲି ବଲାଙ୍ଗିର ଜିଲ୍ଲା ଗୁଡଭେଲା ଅଂଚଳର ବିଶିଷ୍ଠ ବ୍ୟବସାୟୀ ରାମୋତାର ଅଗ୍ରୱାଲଙ୍କ ଦୁଇ ଝିଅ ଘରୁ ଦିନ ୧୧ ଟା
Read More...

ତେଲ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଦୁଇ ଭଉଣୀ ଅନ୍‌ମୋଲ ଓ ଆଁଚଲ : କାରଣ ଅସ୍ପଷ୍ଟ, ଏବେ ବି ଶବର ମିଳିନି ପତ୍ତା

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ଏବଂ ଗୁଡଭେଳା ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ରହିଥିବା ତେଲ ନଦୀ ବ୍ରିଜ ଉପରେ ଏକ ଧଳା ରଙ୍ଗର ହୀରୋ ସ୍କୁଟି ରହିଥିବା ବେଳେ ଦୁଇ ହଳ ଯୁବତୀଙ୍କ ଦୁଇ ହଳ ଚପଲ ବି ରହିଥିଲା । ଏମିତି କି ସ୍କୁଟି ଗାଡ଼ିରେ ଚାବି
Read More...

ତେଲନଦୀକୁ ଡେଇଁ ଦୁଇ ଯୁବତୀଙ୍କ ଆତ୍ମହତ୍ୟା ସଂଦେହ : ବ୍ରିଜ୍‌ ଉପରେ ରଖାହୋଇଛି ସ୍କୁଟି ଓ ଦୁଇ ହଳ ଲେଡିଜ୍‌ ଚପଲ

ତୁଷୁରା, (ଅଜିତ କୁମାର ସାହୁ) : ସ୍ଥାନୀୟ ତେଲନଦୀ ବ୍ରିଜ୍‌ ଉପରୁ ଆଜି ମଧ୍ୟାହ୍ନରେ ନଈ ଗର୍ଭକୁ ଡେଇଁ ଦୁଇ ଜଣ ଯୁବତୀ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ବ୍ରିଜ୍‌ ଉପରେ ରଖାହୋଇଛି ସ୍କୁଟି ଓ ଦୁଇ ହଳ ଲେଡିଜ୍‌ ଚପଲ । ଏହାକୁ ନେଇ ସଂଦେହ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ବହୁ ଲୋକ
Read More...

ତୁଷୁରା ଏନଏସି ପକ୍ଷରୁ ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ

ତୁଷୁରା, (ଅଜିତ କୁମାର ସାହୁ) : ଓଡିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାଗା ମିସନ ଜରିଆରେ ବଲାଙ୍ଗିର ଜିଲା ତୁଷୁରା ଏନଏସି ପକ୍ଷରୁ ସହରାଞ୍ଚଳରେ ରହୁଥିବା ଭୂମିହୀନମାନଙ୍କୁ ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ଏନଏସି ପରିସରରେ ବୁଧବାର ବଣ୍ଟନ କରାଯାଇଛି । ରାଜ୍ୟ ମହିଲା
Read More...

ଜାଲ ବିଛାଇଥିଲେ ଗାଁ ଲୋକେ : ଫଶିଗଲେ ଛେଳି ଚୋର

ତୁଷୁରା, (ଅଜିତ କୁମାର ସାହୁ) : ଛେଚା ଖାଇଲେ ଛେଳି ଚୋର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ତେନ୍ତୁଳିଖୁଣ୍ଟି ପଂଚାୟତ ଅର୍ନ୍ତଗତ ଜମ୍ଭେଲ ଗାଁରେ । ଗତକାଲି ରାତି ଦୁଇଟାରେ ଏକ ବୋଲେରୋ ଗାଡିରେ ୬ ଜଣ ଯୁବକ ଜମ୍ଭେଲ ଗାଁକୁ ଆସିଥିଲେ । ବୋଲେରୋକୁ ଗାଁ
Read More...

କୁଆଡ଼େ ଗଲେ ମୃତ ସିଆର୍‌ପିଏଫ୍‌ ଯବାନଙ୍କ ପତ୍ନୀ, ଖୋଜୁଛି ସିଆର୍‌ପିଏଫ୍‌

ତୁଷୁରା, (ଅଜିତ କୁମାର ସାହୁ) : କୁଆଡ଼େ ଗଲେ ମୃତ ସିଆରପିଏଫ ଯବାନଙ୍କ ପତ୍ନୀ, ତାଙ୍କୁ ଖୋଜୁଛନ୍‌ନ୍ତି ସିଆରପିଏଫ୍‌ ଅଧିକାରୀ । ସ୍ୱାମୀଙ୍କ କୋଭିଡ୍‌ରେ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ଆର୍ଥିକ ସହୟତା ପ୍ରଦାନ ଲାଗି ତଦନ୍ତ ପାଇଁ ଆସିଥିବା ସିଆରପିଏଫ ଅଧିକାରୀ ସମ୍ପୃକ୍ତ ଯବାନଙ୍କ ପତ୍ନୀଙ୍କୁ
Read More...