ଟିଟିଲାଗଡ଼ ଯମୁନା ଯୋରରେ ଚାଲିଛି ପଙ୍କ ଉଦ୍ଧାର, ଜଳସମ୍ପଦ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପଡ଼ାବାସୀ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ୧୪/୧୫ ନମ୍ବର ୱାର୍ଡ ବାସିନ୍ଦାଙ୍କ ସମେତ ହାଟପଦାପଡ଼ା ଦୈନିକ ବଜାରକୁ ଆସୁଥିବା ଲୋକେ ଗାଧୋଇବା ପାଇଁ ନିର୍ଭର କରିଥାନ୍ତି ଯମୁନା ଯୋର ଉପରେ । ତେବେ ଏହି ଯମୁନା ଯୋରରେ ଜଗଲ, ପଙ୍କ ହୋଇଯାଇଥିବା ଯୋଗୁଁ ଗାଧୋଇବାରେ ବହୁତ ଅସୁବିଧା!-->…
Read More...
Read More...