Browsing Tag

titilagarh news

ଗାଁ ସ୍କୁଲ ବନ୍ଦ କରିବା ସରକାରୀ ନିର୍ଦ୍ଦେଶକୁ ଗ୍ରାମବାସୀଙ୍କ ବିରୋଧ

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡ଼ିଶା ସରକାର ଏକ ନୂଆ ଆଇନ ଲାଗୁ କରିଛନ୍ତି ଯେ ଓଡ଼ିଶାର ଯେଉଁ ସରକାରୀ ବିଦ୍ୟାଳୟ ଗୁଡିକରେ କୋଡ଼ିଏରୁ କମ ଛାତ୍ର ଅଛନ୍ତି ସେହି ବିଦ୍ୟାଳୟ ଗୁଡ଼ିକୁ ଅନ୍ୟ ନିକଟବର୍ତ୍ତୀ ବିଦ୍ୟାଳୟ ସହ ମିଶାଇ ଦିଆଯିବ । ଏଣୁ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିନେକେଲା
Read More...

କରୋନା ଆଇନ ଉଲଂଘନ ଯୋଗୁଁ ୫ ଦୋକାନ ଓ ଗୋଟିଏ ବ୍ୟାଙ୍କ୍ ସିଲ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ଦିନକୁ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଟିଟିଲାଗଡ ପ୍ରଶାସନ ନିୟମ କଡାକଡି କରିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପୋଲିସ ବିଭିନ୍ନ ଛକ ସ୍ଥାନରେ ଛିଡ଼ା ହୋଇ ଅମାନିଆମାନଙ୍କଠୁ ତଣ୍ଡ ଗଣୁଥିବା ବେଳେ ପୌରପରିଷଦ କର୍ମଚାରୀ ସହରର
Read More...

ଜନ ସଂପର୍କ ଅଭିଯାନର ଚତୁର୍ଥ ଦିନରେ ରାଜନୈତିକ ବ୍ୟକ୍ତି ଓ ସାମ୍ବାଦିକ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଓଡ଼ିଶା ର ବିଭିନ୍ନ ଅଞ୍ଚଳରେ ଜନ ସଂପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଟିଟିଲାଗଡର ଗତ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହୋଇଛି, ଯାହା ୨୭ ତାରିଖରେ ସମାପ୍ତ ହେବା । ପ୍ରଥମ ଦିନରୁ ବିଭିନ୍ନ ସାମାଜିକ ଦଳ, ପୂଜା ପ୍ରତିଷ୍ଠାନର ମୁଖ୍ୟ ଆଦିଙ୍କୁ
Read More...

ଠିକାକାମକୁ ବିରୋଧ କରି ଟିଟିଲାଗଡ ମ୍ୟୁନିସିପାଲିଟି ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡର ମ୍ୟୁନିସିପାଲିଟିରେ କାମ କରୁଥିବା ସଫେଇ କର୍ମଚାରୀମାନେ ଠିକା ମାଧ୍ୟମରେ କାମ କରିବାକୁ ମନା କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ମ୍ୟୁନିସିପାଲିଟି ବିଭାଗ ସହ ସଫେଇ କର୍ମଚାରୀମାନଙ୍କ ଠିକା କା କୁ ନେଇ
Read More...

ସେବା ସପ୍ତାହ ଉପଲକ୍ଷେ ଟିଟିଲାଗଡ ବିଜେପି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ହୋଇଥିବାରୁ ଏହି ସପ୍ତାହକୁ 'ସେବା ସପ୍ତାହ' ଭାବରେ ଭାରତୀୟ ଜନତା ପାର୍ଟି ତରଫରୁ ସମଗ୍ର ଦେଶରେ ପାଳନ କରାଯାଉଛି । ତେବେ ଏହି କ୍ରମରେ ଟିଟିଲାଗଡ ଠାରେ ମଧ୍ୟ ସେବା ସପ୍ତାହ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ଟିଟିଲାଗଡ ଗସ୍ତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗିରେ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ଚଞ୍ଚଳ ରାଣା ଆଜି ଟିଟିଲାଗଡ ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଡାକ୍ତରଖାନାର ଚିକିତ୍ସା ଅଧିକାରୀଙ୍କ ସହିତ ଟିଟିଲାଗଡ ଉପଖଣ୍ଡୀୟ ଚିକିତ୍ସାଳୟ
Read More...

ରେଳ ଲାଇନ୍ ଉପରୁ ମିଳିଲା ଶବ : ହତ୍ୟା ସନ୍ଦେହ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାର ମୁରିବାହାଲ ଥାନା ଅନ୍ତର୍ଗତ ମାଲେଶିରା ଗ୍ରାମ ନିକଟ ରେଳ ଲାଇନ୍ ଉପରେ ଏକ ଶବ ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଟିଟିଲାଗଡ ଜିଆରପି ପୋଲିସ ଘଟଣା ସ୍ଥଳକୁ ପହଞ୍ଚି କଟିଥିବା ଶବକୁ ଉଦ୍ଧାର କରି ମୁରିବାହାଲ୍ ପୋଲିସକୁ
Read More...

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ହଠାତ୍ ଟିଟିଲାଗଡ ଗସ୍ତ

ଟିଟିଲାଗଡ, (ଗୌରବ ଦରଜୀ) : ଆଜି ମାନ୍ୟବର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବଲାଙ୍ଗିର ଜିଲ୍ଲା ଗସ୍ତରେ ଥିବାବେଳେ ମାନ୍ୟବର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷୁରକାନ୍ତି ବେହେରାଙ୍କ ସହିତ ଆଲୋଚନା କରି ଟିଟିଲାଗଡ ଆସିବା ପାଇଁ ଅନୁରୋଧ
Read More...

ହ୍ୟୁମାନ୍‌ଙ୍କ ଫ୍ୟାନ କୋରୋନା ଯୋଦ୍ଧା

ଟିଟିଲାଗଡ, (ଗୌରବ ଦରଜୀ) : ଟିଟିଲାଗଡରେ ଅନେକ କୋରୋନା ଯୋଦ୍ଧା ଅଛନ୍ତି । ଡାକ୍ତର, ନର୍ସ, ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀ, ସାମ୍ବାଦିକ ଆଦି । କୋରୋନା ମହାମାରୀ ପାଇଁ ଅନେକ ବ୍ୟକ୍ତି ତାଙ୍କ ଘରଠୁ ଦୂରରେ ରହୁଛନ୍ତି । ସେହିପରି ଘରଠୁ ବହୁ ଦୂରରେ ଅଛନ୍ତି ପୂରଞ୍ଜୟ କୁମାର । ଟିଟିଲାଗଡ
Read More...

ପିଇବା ପାଣି ପାଇଁ ରାସ୍ତା ଅବରୋଧ

ଟିଟିଲାଗଡ଼, ( ଗୌରବ ଦରଜୀ) : ଟିଟିଲାଗଡ଼ ରେ ୱାର୍ଡ ନଂ.୧ରେ ପାଣିକୁ ନେଇ ଉତ୍ତେଜିତ ହେଲେ ମହିଳା । ପାନୀୟ ଜଳ ଟିକକ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଆଉ ଏମିତି ଦୃଶ୍ୟ କେଉଁ ଆଭ୍ୟନ୍ତରୀଣ ଅଞ୍ଚଳ ବା ଗ୍ରାମାଞ୍ଚଳରେ ଦେଖିବାକୁ ମିଳିନାହିଁ, ଏମିତି ଦୃଶ୍ୟ ଆଜି ଦେଖିବାକୁ ମିଳିଛି
Read More...