Browsing Tag

titilagarh news

ଅର୍ଦ୍ଧନିର୍ମିତ କମ୍ୟୁନିଟି ସେଣ୍ଟର୍ ସମ୍ପୂର୍ଣ୍ଣ ହେବେ କେବେ ?

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ସୁର୍ଡା ପଞ୍ଚାୟତର ସୁର୍ଡ଼ା ଗ୍ରାମରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ିରହିଛି କମ୍ୟୁନିଟି ସେଣ୍ଟର୍ । ୨୦୧୭-୧୮ରେ ନିର୍ମାଣ କାମ ଆରମ୍ଭ ହୋଇଥିବା କମ୍ୟୁନିଟି ସେଣ୍ଟର୍ ଆଜି ପର୍ୟ୍ୟନ୍ତ କାମ ସରି ପାରିନାହିଁ । ଗ୍ରାମବାସୀଙ୍କ
Read More...

କାର୍ତ୍ତିକ ପୂର୍ଣ୍ଣିମାରେ ଲୋକଙ୍କ ଭିଡ଼

ଟିଟିଲାଗଡ, (ଗୌରବ ଦର୍ଜୀ) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶା ରାଜ୍ୟ ସରକାର ଘୋଷଣା କରିଥିଲେ ଯେ କାର୍ତ୍ତିକ ପୂର୍ଣ୍ଣିମାରେ କେହି ମଧ୍ୟ ପୋଖରୀ କିମ୍ବା ନଦୀକୁ ଯାଇ ବୋଇତ ଭସାଣୀ କରିପାରିବେ ନାହିଁ ଏବଂ ମନ୍ଦିର ଗୁଡିକ ବନ୍ଦ ରହିବ । କିନ୍ତୁ ଟିଟିଲାଗଡରେ ଆଜି ସକାଳୁ
Read More...

ଟିଟିଲାଗଡ଼ ବିଜେପି ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଛି

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ଼ ବିଜେପି ତରଫରୁ ବିଗତ ୨୬ ତାରିଖରେ ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ଠାରେ ସମ୍ବିଧାନ ଦିବସ ପାଳିତ ହୋଇଛି । ଟିଟିଲାଗଡ଼ ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ର ବରିଷ୍ଠ ପ୍ରତିନିଧି ମଣ୍ଡଳୀଙ୍କ ସଭା ଅନୁଷ୍ଠିତ
Read More...

ବଜାର ଖାଲି କରିବାକୁ ଯାଇ ହରଡ଼ଘଣାରେ ପ୍ରଶାସନ: ନିର୍ବାକ ହୋଇ ମୁଣ୍ଡ ଆଉଁସି ଫେରିଲେ

ଟିଟିଲାଗଡ଼, (ଗୌରବ ଦର୍ଜୀ) :ଟିଟିଲାଗଡ ପ୍ରଶାସନ ବର୍ତ୍ତମାନ ଜୋର୍ ଯାର୍ ମୂଲକ୍ ତାର୍ ନୀତିରେ କାମ କରୁଛି । ନା କୌଣସି ସୂଚନା, ନା କୌଣସି ନୋଟିସ ଦେଇ ପହଞ୍ଚିଯାଉଛି ବିଭିନ୍ନ ସ୍ଥାନରେ ଉଚ୍ଛେଦ କରିବାକୁ । ଟିଟିଲାଗଡ ସହର ଏକ ଶାନ୍ତିପ୍ରିୟ ସହର ଭାବେ ରହୁଥିବାରୁ କେତେକାଂଶରେ ଲୋକେ
Read More...

ଭାଟିପଡାରେ ଦେଖିବାକୁ ମିଳିଛି ବିଦ୍ୟୁତ୍ ବିଭାଗର ଅବହେଳା

ଟିଟିଲାଗଡ, (ଗୌରବ ଦର୍ଜୀ) : ସ୍ୱାଧୀନତା ର ୭୪ ବର୍ଷ ପରେ ବି ସହର ପାଖରେ ଥାଇ ମଧ୍ୟ କିଛିଟା ଗାଁକୁ ସରକାରଙ୍କ ଦୃଷ୍ଟି ପଡୁନାହିଁ । ନା ରାସ୍ତା ମରାମତି ନା ଗାଁକୁ ପାନୀୟ ଜଳ ସୁବିଧା ନା ବିଦ୍ୟୁତ୍ ବିତରଣରେ ନିୟମିତତା । ଖାଲି ଅବହେଳାରେ ଚାଲିଛି ସରକାର ଯେମିତି। ଏହିପରି ଏକ ଗାଁ
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଟିଟିଲାଗଡ ଥାନା ଅଧିକାରୀଙ୍କ ବଦଳି ଦାବୀ : ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହରରେ ଆଜି ଆଦିବାସୀ ସଂଘ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟିଟିଲାଗଡ଼ ଉପଜିଲ୍ଲାପାଳ ଅଫିସ ଏବଂ ଟିଟିଲାଗଡ଼ ଥାନାକୁ ଘେରାଓ କରିବା ସହ ଥାନାଧିକାରୀଙ୍କ ବଦଳି ଦାବୀ କରିଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗ କରିଛି ଯେ, ଟିଟିଲାଗଡ଼ ଥାନା
Read More...

ଚଳିତ ବର୍ଷର ‘ବେଷ୍ଟ୍‌ ସବ୍‌ ପୋଷ୍ଟ୍‌ ମାଷ୍ଟର ଅଫ୍‌ ଓଡିଶା’ ପାଇଲେ ରଶ୍ମି ପଣ୍ଡା

ଟିଟିଲାଗଡ, (ଗୌରବ ଦର୍ଜୀ) : ଚଳିତ ବର୍ଷ ବେଷ୍ଟ୍‌ ସବ୍‌ ପୋଷ୍ଟ୍‌ ମାଷ୍ଟର ଅଫ୍‌ ଓଡିଶା ପାଇଛନ୍ତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଅଚଂଳର ରଶ୍ମୀ ପଣ୍ଡା । ସେ ଟିଟାଲଗଡରେ ସବ୍‌ ପୋଷ୍ଟ୍‌ ମାଷ୍ଟର ଭାବେ କାର୍ୟ୍ୟରତ ଅଛନ୍ତି । ତାଙ୍କ କର୍ମନିଷ୍ଠତା ଯୋଗୁଁ ସେ ଆଜି ସାରା ଓଡିଶାରେ ବେଷ୍ଟ ସବ୍‌
Read More...

ଦ୍ଵିତୀୟ ବର୍ଷୀୟ ରାଷ୍ଟ୍ରପତି ବେହେରା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ ଆୟୋଜିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ତେନ୍ତୁଳିଖୁଣ୍ଟି କୁରେବିଅର ଫିଲ୍ଡରେ ବେହେରା ଟାଇଗର କମିଟି ଦ୍ବାରା ଦ୍ଵିତୀୟ ବର୍ଷୀୟ ରାଷ୍ଟ୍ରପତି ବେହେରା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି କାର୍ୟ୍ୟକାରୀ ସଦସ୍ୟ ସଞ୍ଜୟ
Read More...

ବଲାଙ୍ଗିର ଜିଲ୍ଲାପାଳ ଟିଟିଲାଗଡ ସହରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଆଜି ଟିଟିଲାଗଡ ଗସ୍ତରେ ଆସିଥିଲେ । ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ସହ ସହରର ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟଗୁଡ଼ିକର ତଦାରଖ କରିଥିଲେ । ସେ ସିଟି ସ୍କୁଲ ଖେଳ ପଡିଆର ପ୍ରଶସ୍ତିକରଣ ସହ ତା'ର ଉନ୍ନତିମୂଳକ
Read More...

ଆଗ୍ରିକଲଚର୍ ଇନ୍ସ୍ୟୁରେନ୍ସ କମ୍ପାନୀ ଅଫ ଇଣ୍ଡିଆ ଦ୍ଵାରା କ୍ରପ୍ କଟିଙ୍ଗ ସହିତ ମାସ୍କ୍ ଓ ସାନିଟାଇଜର ବଣ୍ଟନ

ଟିଟିଲାଗଡ, (ଗୌରବ ଦର୍ଜୀ) : ମରୁଡି ଗ୍ରସ୍ତ ଓ ଦାଦନ ପ୍ରବଣ ଅଞ୍ଚଳରେ ଚାଷୀଙ୍କ ଫସଲ ବର୍ଷକୁ ବର୍ଷ କ୍ଷତିଗ୍ରସ୍ତ ହେଉଥିବା ବେଳେ ବୀମା କମ୍ପାନୀ ଚଞ୍ଚକତା କରି ସହାୟତା ରାଶି ପ୍ରଦାନ କରୁ ନଥିବା ଅଭିଯୋଗ ହେଉଛି । ଏନେଇ ମାମଲା ହାଇକୋର୍ଟରେ ପହଞ୍ଚି ସାରିଲାଣି । ଚଳିତ ବର୍ଷ କ୍ରପ
Read More...