Browsing Tag

titilagarh news

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ନିର୍ଯ୍ୟାତିତ ଶୈଶବ

ଲାଭକାରୀ ସରକାରୀ ସଂସ୍ଥାରେ ଗୋତି ଶ୍ରମିକ ଖଟୁଛି ଶୈଶବସରକାରୀ ନିୟମକୁ ବିଭାଗୀୟ କାମଚଳା ରେଞ୍ଜଙ୍କ ଖାତିର ନାହିଁଟିଟିଲାଗଡ କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ ବେଳଗାଁରେ ନିୟୋଜିତ ଶିଶୁ ଶ୍ରମିକଟିଟିଲାଗଡ, (ଗୌରବ ଦର୍ଜୀ) : ଆଜିର ଶିଶୁ ଆସନ୍ତାକାଲି ଦେଶର ଭବିଷ୍ୟତ । କେତେବେଳେ କେଉଁ ସମୟରେ
Read More...

ଲକ୍ ଡାଉନରେ ଅମାନିଆଙ୍କୁ ସାବଡ୍‌ କରୁଛି ପୋଲିସ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ କରୋନା ସଂକ୍ରମଣର ବୃଦ୍ଧିକୁ ନେଇ ସରକାର କଟକଣାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣ ଆୟତ୍ତ ହେଉ ନ ଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ରହି ଯାଞ୍ଚ କରିଛି । ଟିଟିଲାଗଡ ପୋଲିସ
Read More...

ମନ୍ଥର ନିର୍ମାଣକୁ ନେଇ ମନ୍ତ୍ରୀ କ୍ଷ୍ୟୁବ୍ଧ : ଟିଟିଲାଗଡ ନିକଟରେ ଆଇଟିଆଇ କଲେଜ ସଂପୂର୍ଣ୍ଣ ହେବ କେବେ ?

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବିଧାୟକ ତଥା ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ନୂଆକରି ଗଢ଼ି ଉଠିଥିବା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁ ଆଜି ଅଚାନକ ଭାବରେ ଟିଟିଲାଗଡ ସଇଁନ୍ତଲା ମୁଖ୍ୟ ରାସ୍ତା ଶଗଡ଼ ଘାଟ ଗ୍ରାମପଞ୍ଚାୟତର ଶାନ୍ତି ନଗର ନିକଟରେ
Read More...

କୋସଲି ଭାସା ସୁରକ୍ଷା ସମିତି ପକ୍ଷରୁ କବିଙ୍କୁ ଶ୍ରଦ୍ଧାଞ୍ଜଳି

ଟିଟିଲାଗଡ, (ଗୌରବ ଦର୍ଜୀ) : କୋସଲି ଭାସା ସୁରକ୍ଷା ସମିତି ପକ୍ଷରୁ କବି ଚର୍ତୁଭୂଜ ସାଆନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କୋସଲି ଭାଷା ଓ ଓଡିଆ ଭାଷାର ଜଣେ ମାଟି ମନସ୍କ ସ୍ବାଧୀନଚେତା ଯୁବ ଦିଗ୍ଗଜ କବି, ପ୍ରାବନ୍ଧିକ, ଗବେଷକ, ସାରସ୍ୱତ ସଂଗଠକ, କୋସଲି ଭାଷା ସଂଗ୍ରାମୀ
Read More...

ଆଉ ଶୁଣିବାକୁ ମିଳିବନି କୋଶଲୀ କବି ଚତୁର୍ଭୁଜ ସାଆନ୍ତଙ୍କ ଭାବ ଗମ୍ଭୀର କବିତା : ଚାଲିଗଲେ ସାଆନ୍ତ କବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଉ ଶୁଣିବାକୁ ମିଳିବନି କୋଶଲୀ କବି ଚତୁର୍ଭୁଜ ସାଆନ୍ତଙ୍କ ଭାବ ଗମ୍ଭୀର କବିତା । ଗତ ରାତି ପ୍ରାୟ ୧୧ଟା ସମୟରେ ବଲାଙ୍ଗିର କିମ୍‌ସ୍‌ କୋଭିଡ୍‌ କେୟାର୍‌ ସେଂଟର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଯାଇଛି । ଗତ ସୋମବାର ଦିନ କୋଭିଡ଼ ଆକ୍ରାନ୍ତ
Read More...

ନିଖୋଜ ଯୁବକଙ୍କ ଶବ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଟିଟିଲାଗଡ, (ଗୌରବଦର୍ଜୀ) : ଟିଟିଲାଗଡ ସହର ମଧ୍ୟରେ ଥିବା ଦେବନ୍ଦପଡ଼ାର ଗୋବର୍ଦ୍ଧନ କାଣ୍ଡଙ୍କ ପୁଅ ଉମାକାନ୍ତ କାଣ୍ଡ ଅନେକ ଦିନରୁ ନିଖୋଜ ଥିବା ଟିଟିଲାଗଡ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା । ଟିଟିଲାଗଡ ପୋଲିସର ତଦନ୍ତ ପରେ ଆଜି ରାୟଗଡ଼ା ଜିଲ୍ଲା ଥିରୁବାଲି ନିକଟସ୍ଥ ଏକ ଗ୍ରାମରୁ ଶବ
Read More...

ମିଲନଙ୍କୁ ରକ୍ତ ପରାମର୍ଶଦାତା ଭାବରେ ସମ୍ମାନିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଜିଲ୍ଲାରେ ରକ୍ତର ଘୋର ଅଭାବ ଦେଖାଦେଇଥିବାରୁ ଅନେକ ରୋଗୀମାନେ ରକ୍ତ ନ ପାଇବାରୁ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକର ମିଳନ କୁମାର ବାରିକଙ୍କୁ ଖବର ପାଇବା ପରେ ସଙ୍ଗେ ସଙ୍ଗେ ରକ୍ତ ଯୋଗାଡ଼ କରି ଅନକେ ଲୋକଙ୍କ ଜୀଵନ
Read More...

ନଦୀରୁ ଯୁବକର ଗଳିତ ଶବ ଉଦ୍ଧାର

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହର ନିକଟସ୍ଥ ବିନେକେଲା ପଞ୍ଚାୟତ ଗୋଇଡ଼ାବରି ଦେଇ ଯାଇଥିବା ତେଲ ନଦୀ କୂଳରୁ ଏକ ଯୁବକର ଗଳିତ ଶବ ଭାସୁଥିବା ଅବସ୍ଥାରେ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛିଫ । ତେବେ ମୃତକ ଜଣକ ଜିତୁ ରଣା, ପି. ରାଜେନ୍ଦ୍ର ରଣା ଗ୍ରାମ ମାଡିଗୁଡା,
Read More...

ଧର୍ମପ୍ରାଣା ମହିଳାଙ୍କ କରୋନାରେ ପରଲୋକ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସହରର ହାଇସ୍କୁଲ ପଡା ନିବାସୀ ଆଇନଜୀବୀ ନିହାର ରଞ୍ଜନ ବାବୁଙ୍କ ମାତା କମଳିନୀ ବାବୁଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ତଳେ ମହାମାରୀ କରୋନାରେ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ବଲାଙ୍ଗିର
Read More...

ଈଶ୍ୱର ଜୈନ ଜେଡଆରୟୁସିସି ସଦସ୍ୟ ମନୋନୀତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଚ୍ୟାମ୍ବର ଅଫ କମର୍ସର ସଭାପତି ଓ ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ରେଲୱେ ୟୁଜର୍ସ ଏସୋସିଏସନର ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ ଜୈନ ପୂର୍ବତଟ ରେଲୱେର ଜେଡଆରୟୁସିସି ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ଶ୍ରୀ ଜୈନ ଏହା ପୂର୍ବରୁ ମଧ୍ୟ ଥରେ ଏହି ସମିତିରେ ଓ
Read More...