Browsing Tag

subarnapur news

ଚୋରକୁ କାବୁ କଲେ ସ୍ଥାନୀୟ ଲୋକେ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗତ ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିକୁଡି ଫାଣ୍ଡି ନିକଟସ୍ଥ ୫ଟି ଦୋକାନର ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ବେଳେ ସ୍ଥାନୀୟ ଲୋକେ ଏହି ଘଟଣାରେ ସଂପୃକ୍ତ ଚୋରକୁ ସୋନପୁର ବ୍ଲକ ଛକଠାରୁ କାବୁ କରି
Read More...

ଜିଲ୍ଲା ସ୍ତରୀୟ ଆର.ଆଇ.ଡି.ଏଫ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ : ସମ୍ପୂର୍ଣ୍ଣ ସାର୍ଟିଫିକେଟ ପ୍ରଦାନ ଉପରେ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଆର.ଆଇ.ଡି.ଏଫ. ପ୍ରକଳ୍ପ କାର୍ୟ୍ୟକାରିତା ଓ ଅଗ୍ରଗତିକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ
Read More...

ବାଲ୍ୟ ବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ବଲାଡି ଗ୍ରାମରେ ହେବାକୁ ଥିବା ବାଲ୍ୟ ବିବାହକୁ ବନ୍ଦ କରାଯାଇଛି ।ସୋନପୁର ବ୍ଲକ ବଲାଡି ଗ୍ରାମର ଏକ ୧୭ ବର୍ଷ ର ନାବାଳିକା ସହ ଡୁଙ୍ଗୁରିପାଲି ବ୍ଲକ ଅଁଳାମୁଣ୍ଡା ଗ୍ରାମର ଜୈନେକ ବ୍ୟକ୍ତିର ବିବାହ ଆସନ୍ତା ତା
Read More...

ଦକ୍ଷତା କାର୍ଯ୍ୟକ୍ରମରେ ଜିଲ୍ଲାର କୃଷି କର୍ମଚାରୀ ସମ୍ମାନୀତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କୃଷି ଓ କୃଷକ ସଶକ୍ତି କରଣ ବିଭାଗ କର୍ମଚାରୀ ମାନଙ୍କୁ ୫ଞ ଅନ୍ତର୍ଗତ ଦକ୍ଷତା କାର୍ୟ୍ୟକ୍ରମ ମାଧ୍ୟମରେ ମୂଲ୍ୟାଙ୍କନ କରି ଶ୍ରେଷ୍ଠ ବିବେଚିତ ଅଧିକାରୀ ମାନଙ୍କୁ ପ୍ରତିମାସରେ ସମ୍ମାନିତ କରାଯିବ । ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ
Read More...

ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସ୍ବତନ୍ତ୍ର ବୈଠକ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସ୍ବତନ୍ତ୍ର ବୈଠକ ପରିଷଦର ଅଧ୍ୟକ୍ଷା ଉଷାକୁମାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଧ୍ୟମରେ ଜିଲ୍ଲାର ୬ଟି ବ୍ଲକ ଅଂଚଳରେ
Read More...

ଡ.ସଲିମ ଅଲିଙ୍କ ୧୨୪ତମ ଜନ୍ମଦିନ ସୁବର୍ଣ୍ଣପୁରଠାରେ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପ୍ରଖ୍ୟାତ ପକ୍ଷୀପ୍ରେମୀ ଡ.ସଲିମ ଅଲିଙ୍କ ୧୨୪ତମ ଜନ୍ମଦିନ ସୁବର୍ଣ୍ଣପୁରଠାରେ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ପକ୍ଷୀ ସଂଗଠନ ପକ୍ଷରୁ ମହାନଦୀ ଶଯ୍ୟାରେ ଆୟୋଜିତ କାର୍ୟ୍ୟକ୍ରମରେ ବାର୍ଡମ୍ୟାନ ଭାବେ ପରିଚିତ ସଲିମ ଅଲିଙ୍କୁ ଶ୍ରଦ୍ଧାଞଳି ଦିଆଯିବା ସହ
Read More...

କୁଟୀର ଶିଳ୍ପକୁ ବଂଚାଇ ରଖିବାର ପ୍ରକୃଷ୍ଟ ଲୋକପର୍ବ ଦୀପାବଳି

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ପରମ୍ପରା ସହ ପାରମ୍ପାରିକ ମାଟିଶିଳ୍ପ ଓ ବୃତ୍ତି ପାଇଁ ସ୍ମରଣୀୟ ପର୍ବ ଦୀପାବଳି । ଦୀପାବଳି ପରି ପର୍ବରେ ମାଟି ଦୀପର ଚାହିଦା ରହିଥିବାବେଳେ ସଂସ୍କୃତିର ମାଟି ସୁବର୍ଣ୍ଣପୁରର କୁମ୍ଭକାରମାନେ ଏବେ ଖୁବ ବ୍ୟସ୍ତ ମାଟି ଦୀପ ଓ ଜାଗର ତିଆରିରେ । କରୋନା
Read More...

ଜନମୁରା ଗ୍ରାମପଞ୍ଚାୟତର ନୂତନ କୋଠା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ସଦର ବ୍ଲକର ଜନମୁରା ଗ୍ରାମପଞ୍ଚାୟତର ନୂତନ କୋଠା ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉଦଘାଟନ ପରେ ଜିଲ୍ଲାପାଳ ନୂତନ ପଞ୍ଚାୟତର କୋଠା ନିର୍ମାଣ ଠିକ୍ ‌ସମୟରେ ହୋଇପାରିଥିବା ଯୋଗୁଁ ଖୁସି ପ୍ରକଟ
Read More...

ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ “ଦିଶା” ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତ ସରକାରଙ୍କ ଆର୍ଥିକ ଅନୁଦାନରେ ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ଉନ୍ନୟନ କାର୍ୟ୍ୟର ସ୍ଥିତି ଓ ଗତିକୁ ନେଇ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ "ଦିଶା" ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଲୋକସଭା ସାଂସଦ ସଂଗୀତା କୁମାରୀ
Read More...

କୁନ୍ଦୁରୁ କୁଶଲଙ୍କ ୧୩ତମ ବାର୍ଷିକ ଦିବସ ପାଳିତ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ଟାଣୁଆ ନେତା ତଥା ସୋନପୁର ନିର୍ବାଚନମଣ୍ଡଳୀରେ ୩ଥର ବିଜୟୀ ବିଧାୟକ ବିଜେଡି ନେତା ସ୍ଵର୍ଗତ କୁନ୍ଦୁରୁ କୁଶଲଙ୍କ ୧୩ତମ ବାର୍ଷିକୀ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସୋନପୁର ସହରର କୁଞ୍ଜ ହୋଟେଲ ଛକ ନିକଟରେ ଥିବା ତାଙ୍କର
Read More...