Browsing Tag

special

ଯଦି ଟିକିଏ ସମୟ ମିଳୁଛି

ସୁଶ୍ରୀ ସ୍ନେହଲତା ଯଦି ଟିକିଏ ସମୟ ମିଳୁଛି, ତେବେ ନିଜର ଯତ୍ନ ନେବାକୁ ଭୁଲନ୍ତୁ ନାହିଁ । ଅନେକ ସ୍ଥାନରେ ଘର କାମରେ ଗୃହିଣୀମାନେ ଏତେ ମଜ୍ଜି ଯାଆନ୍ତି ଯେ, ନିଜ ପ୍ରତି ସାମାନ୍ୟ ବି ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ସବୁ କାମ ଯେପରି ଜରୁରୀ, ସେପରି ନିଜ ପ୍ରତି ଧ୍ୟାନ ଦେବା ମଧ୍ୟ
Read More...

ବିଦ୍ରୋହୀ ଲୋକଦେବତା ଶୁଲିଆ ବୁଢ଼ା

ନବୀନ ବିଶ୍ୱବନ୍ଧୁ କ୍ଷେତ୍ରପାଳ ଚୁଡ଼ଙ୍ଗ ଦେଓ ସୁବର୍ଣ୍ଣଗିରିରେ ଦେବତାମାନଙ୍କ ସଭା ଡାକିଲେ । ସମବେତ ହେଲେ ଲକ୍ଷେକୋଟି ଦେବାଦେବୀ । ଶୁଲିଆ ବୁଢ଼ା ଓ ଜଗନ୍ନାଥ ବି ସେ ସଭାରେ ଉପସ୍ଥିତ ଥିଲେ । କ୍ଷେତ୍ରପାଳ କହିଲେ- 'ତମେ ଦେବାଦେବୀମାନେ ସମସ୍ତେ ମୋର ପ୍ରିୟ ଓ ଆରାଧ୍ୟ । ମାତ୍ର,
Read More...

କବିତା : ସମୁଦ୍ର ପହଁରା

ତ୍ରିନାଥ ସିଂହ ବେଳାଭୂମି ସାରା ଝଲଝଲ ଭାଙ୍ଗି ପଡ଼ିଥିବାଜହ୍ନର ଟୁକୁରା ଆଖିରେ କଳାପଟିଟିଏ ଭିଡ଼ିଦେଇତମେ ଗୋଟାଉଥାଅ ସ୍ୱପ୍ନଓ ଝିଣ୍ଟି ପଡ଼ୁଥାଅ ବାରମ୍ବାର …. ଏଣେମୋ’ ଭିତରେ କିଏ ଜଣେ ଥରକୁ ଥରଚିହିଁକି ଉଠୁଥାଏ । ଝାଉଁଳି ପଡ଼ିଥିବା ସମୟର ଦେହରୁଗତାୟୁର ଧୂଳିମଳି ସବୁକୁ
Read More...

ଓଜନ ବଢ଼ିଲେ କରିବେ କ’ଣ ?

ଥରେ ଜଣେ ମହିଳା ଭକ୍ତ ତାଙ୍କ ପରମପୂଜ୍ୟ ସନ୍ନ୍ୟାସୀ ଧର୍ମଗୁରୁଙ୍କ ପାଖରେ ପହଂଚି ତାଙ୍କ ମନ ମଧ୍ୟରେ ଆନ୍ଦୋଳିତ କରୁଥିବା ପ୍ରଶ୍ନ ପଚାରିଲେ । “ହେ ଗୁରୁଦେବ, ଓଜନ ବଢ଼ିଲେ କ’ଣ କରିବାକୁ ପଡ଼ିବ ।” ଗମ୍ଭୀତାର ସହ ଧର୍ମଗୁରୁ ଉତ୍ତର ଦେଲେ - ତନ(ଶରୀର) ବଢ଼ିଲେ ବ୍ୟାୟାମ, ମନ ବଢ଼ିଲେ ଧ୍ୟାନ
Read More...

ଶ୍ରୀମନ୍ଦିରରେ ପାରମ୍ପରିକ ପହିଲି ଭୋଗ ଏକ ସ୍ୱତନ୍ତ୍ର ନୀତି ଅନନ୍ୟ ନିଆରା

ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ ଧନୁ ସଂକ୍ରାନ୍ତି ବା ମୁଆଁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ଯାଏଁ ଶ୍ରୀମନ୍ଦିରରେ ଆରମ୍ଭ ହୁଏ ପହିଲି ଭୋଗ ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୁଏ । ଆସ ମୁଆଁ ଖାଇବା, ପହିଲି ଭୋଗରେ ମନ
Read More...

କବିତା : ମୁଁ ସକାଳମୁହାଁ ଏବେ

ପ୍ରହଲ୍ଲାଦ ଶତପଥୀ ମୁଁ ସକାଳମୁହାଁ ଏବେମୋତେ ଡେଇଁବାକୁ ହେବ ଅନେକ ରାତିଗୋଟାଏ ରାତିରେଅନେକଟା ସମୁଦ୍ରର ଢେ଼ଉ ଡେଇଁବାକୁ ହେବ ।ଢେ଼ଉ ସବୁର ମୃତ୍ୟୁରେ ହିଁ ନୂଆଁ ଢେ଼ଉସବୁ ପାଆନ୍ତି ଜୀବନ୍ୟାସ,ଜୀବକୋଷର ମୃତ୍ୟୁ ହିଁ ସୃଷ୍ଟି କରେ ନୂତନ ଜୀବକୋଷମାନଙ୍କୁ । ମୁଁ ଜାଣେ ଏଇ ରାତିକୁ
Read More...

କବିତା – ମୁଇଁ ରେଣ୍ଡୋ କହୁଛେଁ

କୌତୁକ ପନ୍ଦର ଝିଁକାର୍‌ ମାରୁଥିଲା,ଖାଲି ଚେରେ ଚିରଙ୍ଗୁଲ୍‌କେ ଛାଡ଼ିଚାରିକୁତି ଡଙ୍ଗର୍‌, ପରବତ୍‌, ଝାର୍‌, ଝର୍‌ନାପତ୍‌ରାମାରି କୁରିଆ କନୁକାଙ୍ଗ୍‌, କୁଶ୍‌ଲା, ବିରି, କୁଲୁଥ୍‌, ମଡ଼ିଆ ରୁଇଲୁଁ । ଟୁରି ଆର୍‌ ରାଏ ସୁର୍‌ଶୋତିଲ୍‌, ମେକା, ରାଏସ୍‌ କେତ୍‌ନିକେତେବୁଗ୍‌ବୁଗାନୁ
Read More...

ବ୍ୟଙ୍ଗ କବିତା : ବୁଡ଼୍‌ବକ୍‌ ବଲୁଛେ…

ରସରାଜ ଅଚ୍ୟୁତ ପୁରୋହିତ ଚାକରିଆ ଯଦି ଦୁଇ ଦିନ୍‌ ରହେଲାନିଲମ୍ବନ୍‌ ହେବାର୍‌ଟା ସାର୍‌ମନ୍ତ୍ରୀ ମାସ୍‌ ମାସ୍‌ ଭିତ୍‌ରେ ରହେଲେ ବିବାଲ୍‌ ବାଁକ୍‌ ନିହୁଏ ତାର୍‌ ।ମନ୍ତ୍ରୀ ଆରୁ ଚାକରିଆ ଭିତ୍‌ରେଇଟା ଫରକ୍‌ ରହୁଛେ,ବୁଡ଼୍‌ବକ୍‌ ବଲୁଛେନେତା କହୁଥିଲେଦେଶ ପରେ ଆଘ୍‌କେ ଯଉଛେ । ।
Read More...

କବିତା : ଈର୍ଷା

ଦେବେନ୍ଦ୍ର ଲାଲ ଗୋଲାପ ଗଛରେ ଫୁଟି ଥିଲେଗୋଲାପି ରଙ୍ଗରଅନେକ ଗୋଲାପ ଫୁଲ ତା'ର ଅତି ନିକଟକୁଫୁଟି ଥିଲେକିଛି ଲାଲ୍ ମନ୍ଦାର ତା' ଠୁ କିଛି ହାତ ଦୂରେଫୁଟି ଖୁସି ଥିଲେହଳଦୀ ରଙ୍ଗରକିଛି ଗେଣ୍ଡୁ ଫୁଲ ପୁଣି, ସେଇ ଗେଣ୍ଡୁ ଗଛ ମୂଳେଫୁଟି ଥିଲେକିଛି ଈଷତ୍ ନୀଳ ରଙ୍ଗରଛୋଟ ଛୋଟ
Read More...