Browsing Tag

special

ପଦ୍ମପୁର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ

ଜୟ ପ୍ରଭୁ ନୃସିଂହନାଥପ୍ରିୟ ଭାଇ ଓ ଭଉଣୀମାନେଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର । ଆଜି ପୁଣି ଥରେ ଝାରବନ୍ଧ/ପଦ୍ମପୁର/ପାଇକମାଲ ଆସି ମୁଁ ବହୁତ ଖୁସି । ଗତବର୍ଷ ଡିସେମ୍ବର ମାସରେ ମୁଁ ଆପଣମାନଙ୍କୁ ଭେଟିଥିଲି । ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି
Read More...

ପବିତ୍ର ମହାଶିବରାତ୍ରିର ତତ୍ତ୍ୱ କଥା

ଆଜି ପବିତ୍ର ମହାଶିବରାତ୍ରି ଦେବ ଦେବ ମହାଦେବଙ୍କ ବିଶେଷ ପୂଜନ ଉତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ମହାଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହି ଦିନ ମହାଦେବଙ୍କ ଆରାଧନା କରାଯାଏ । ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି
Read More...

କବିତା : ବଜେଟ

ଜ୍ୟୋତିର୍ମୟ ବଜେଟରେ କ’ଣ ଶସ୍ତା ହେଲାହେଲା କ’ଣ ମହଙ୍ଗାକିଛି ଫରକ୍‌ ପଡେନି ମାଗି ବେହେରାକୁ । ସରକାର କହିଲେ ସେ ଚିହ୍ନିଛିଗାଁ ମହାଜନକୁଯାହାଠୁ ସେବିହନ, ସାର,ଲଟା ଓ ପୋକ ମରା ଔଷଧ ନିଏବାକିରେ, ସୁଧରେ….. ବର୍ଷ ଶେଷରେ ହିସାବ ବରାବରଯଦିଓ ବି ସବସିଡି, ଋଣଛାଡରେତାର ନାଁ
Read More...

ପୌରାଣିକ ତଥ୍ୟ ଅନୁସାରେ ମା’ ସରସ୍ୱତୀ ଦେବୀଙ୍କ ବିଷୟରେ କିଛି….

ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶ ରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ । ପଶ୍ଚିମ ଓ ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ ଓ ବୌଦ୍ଧ ଧର୍ମାବଲମ୍ବୀମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା
Read More...

ଯଦି ଟିକିଏ ସମୟ ମିଳୁଛି

ସୁଶ୍ରୀ ସ୍ନେହଲତା ଯଦି ଟିକିଏ ସମୟ ମିଳୁଛି, ତେବେ ନିଜର ଯତ୍ନ ନେବାକୁ ଭୁଲନ୍ତୁ ନାହିଁ । ଅନେକ ସ୍ଥାନରେ ଘର କାମରେ ଗୃହିଣୀମାନେ ଏତେ ମଜ୍ଜି ଯାଆନ୍ତି ଯେ, ନିଜ ପ୍ରତି ସାମାନ୍ୟ ବି ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ସବୁ କାମ ଯେପରି ଜରୁରୀ, ସେପରି ନିଜ ପ୍ରତି ଧ୍ୟାନ ଦେବା ମଧ୍ୟ
Read More...

ବିଦ୍ରୋହୀ ଲୋକଦେବତା ଶୁଲିଆ ବୁଢ଼ା

ନବୀନ ବିଶ୍ୱବନ୍ଧୁ କ୍ଷେତ୍ରପାଳ ଚୁଡ଼ଙ୍ଗ ଦେଓ ସୁବର୍ଣ୍ଣଗିରିରେ ଦେବତାମାନଙ୍କ ସଭା ଡାକିଲେ । ସମବେତ ହେଲେ ଲକ୍ଷେକୋଟି ଦେବାଦେବୀ । ଶୁଲିଆ ବୁଢ଼ା ଓ ଜଗନ୍ନାଥ ବି ସେ ସଭାରେ ଉପସ୍ଥିତ ଥିଲେ । କ୍ଷେତ୍ରପାଳ କହିଲେ- 'ତମେ ଦେବାଦେବୀମାନେ ସମସ୍ତେ ମୋର ପ୍ରିୟ ଓ ଆରାଧ୍ୟ । ମାତ୍ର,
Read More...

କବିତା : ସମୁଦ୍ର ପହଁରା

ତ୍ରିନାଥ ସିଂହ ବେଳାଭୂମି ସାରା ଝଲଝଲ ଭାଙ୍ଗି ପଡ଼ିଥିବାଜହ୍ନର ଟୁକୁରା ଆଖିରେ କଳାପଟିଟିଏ ଭିଡ଼ିଦେଇତମେ ଗୋଟାଉଥାଅ ସ୍ୱପ୍ନଓ ଝିଣ୍ଟି ପଡ଼ୁଥାଅ ବାରମ୍ବାର …. ଏଣେମୋ’ ଭିତରେ କିଏ ଜଣେ ଥରକୁ ଥରଚିହିଁକି ଉଠୁଥାଏ । ଝାଉଁଳି ପଡ଼ିଥିବା ସମୟର ଦେହରୁଗତାୟୁର ଧୂଳିମଳି ସବୁକୁ
Read More...

ଓଜନ ବଢ଼ିଲେ କରିବେ କ’ଣ ?

ଥରେ ଜଣେ ମହିଳା ଭକ୍ତ ତାଙ୍କ ପରମପୂଜ୍ୟ ସନ୍ନ୍ୟାସୀ ଧର୍ମଗୁରୁଙ୍କ ପାଖରେ ପହଂଚି ତାଙ୍କ ମନ ମଧ୍ୟରେ ଆନ୍ଦୋଳିତ କରୁଥିବା ପ୍ରଶ୍ନ ପଚାରିଲେ । “ହେ ଗୁରୁଦେବ, ଓଜନ ବଢ଼ିଲେ କ’ଣ କରିବାକୁ ପଡ଼ିବ ।” ଗମ୍ଭୀତାର ସହ ଧର୍ମଗୁରୁ ଉତ୍ତର ଦେଲେ - ତନ(ଶରୀର) ବଢ଼ିଲେ ବ୍ୟାୟାମ, ମନ ବଢ଼ିଲେ ଧ୍ୟାନ
Read More...

ଶ୍ରୀମନ୍ଦିରରେ ପାରମ୍ପରିକ ପହିଲି ଭୋଗ ଏକ ସ୍ୱତନ୍ତ୍ର ନୀତି ଅନନ୍ୟ ନିଆରା

ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ ଧନୁ ସଂକ୍ରାନ୍ତି ବା ମୁଆଁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ଯାଏଁ ଶ୍ରୀମନ୍ଦିରରେ ଆରମ୍ଭ ହୁଏ ପହିଲି ଭୋଗ ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୁଏ । ଆସ ମୁଆଁ ଖାଇବା, ପହିଲି ଭୋଗରେ ମନ
Read More...