Browsing Tag

sonepure news

ତରଭା ବ୍ଲକର ଆଭ୍ୟନ୍ତରୀଣ ଅଂଚଳର ସମସ୍ତ ସମସ୍ୟା ସମାଧାନ ପାଇଁ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଦାବୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଜିତେନ୍ଦ୍ର ବାରିକ ଓ ରାହୁଲ ବାରିକଙ୍କ ନେତୃତ୍ୱରେ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ, ତରଭା ପକ୍ଷରୁ ୭ଦଫା ଦାବୀକୁ ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ତରଭା ବ୍ଲକର
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଚାରି କ୍ୱିଣ୍ଟାଲ ୮୦ କେଜି ଗଂଜେଇ ସହ ୯ ଲକ୍ଷ ୭୭ ହଜାର ନଗଦ ଟଙ୍କା ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଂଚଳରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଏକ ନୂଆ ଟାଟା ପିକଅପରେ ୪ କୁଇଣ୍ଟାଲ ୮୦ କେଜି ଓଜନର ଗଞ୍ଜେଇ ଚାଲାଣ ହେଉଥିବାର ଏସଟିଏଫ ଖବର ପାଇଥିଲା । ଖବର ଅନୁସାରେ ସଂପୃକ୍ତ ବ୍ୟବସାୟୀଙ୍କ ଘରେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ, ୧ ଆହତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବାଗବର ପୋଲ ଉପରେ ଘଟିଛି ମର୍ମନ୍ତୁତ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହୋଇଛି ଜଣଙ୍କର ମୃତ୍ୟୁ । ମୃତକ ଜଣକ ହେଲେ ବାଗବର ଗାଁର ସତ୍ୟନାରାୟଣ ବିଶ୍ବାଳ ।
Read More...

ସୁବର୍ଣ୍ଣପୁରର ଶତାଧିକ ଦେବୀପୀଠରେ ଶାକ୍ତ ପରମ୍ପରାର ଷୋହଳ ପୂଜା ଆରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ସଂସ୍କୃତିର ମାଟି ସୁବର୍ଣ୍ଣପୁର ଶତାଧିକ ଦେବୀପୀଠରେ ଶାକ୍ତ ପରମ୍ପରାର ଷୋହଳ ପୂଜା ଆରମ୍ଭ ହୋଇଯାଇଛି । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ସହ ଭଗବତୀ, ସମଲାଇ, ରାମଚଣ୍ଡୀ, ମେଟାକାନୀ, ଚରଦେଈ, ଶୀତଳା
Read More...

ବିନିକା ସହରରେ ଗତକାଲିଠାରୁ ହୋଇଥିବା ୭୨ଘଣ୍ଟିଆ ବନ୍ଦର ଆଜି ଦ୍ୱିତୀୟ ଦିନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଗତକାଲିଠାରୁ ହୋଇଥିବା ୭୨ଘଣ୍ଟିଆ ବନ୍ଦ ଆଜି ଦ୍ୱିତୀୟ ଦିନରେ ପହଂଚିଛି । ବିନିକା ସହର ତଥା ଆଖପାଖ ଅଂଚଳରେ କରୋନାର ସ୍ଥାନୀୟ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିନିକା ବଣିକ ସଂଘ ତରଫରୁ ଏହି ୭୨ ଘଂଟିଆ ବନ୍ଦ
Read More...

ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାରେ ପୁଅ ଜିଉନ୍ତିଆ ଓଷା ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ପୁଅ ଜିଉନ୍ତିଆ ଓଷା ପାଳିତ ହୋଇଯାଇଛି । ସନ୍ତାନ ସନ୍ତତିଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ହୋଇ ଆସୁଥିବା ଓଷାକୁ ପାରମ୍ପାରିକ ରୀତି ନୀତି ସହ ବ୍ରତଧାରୀ ମା'ମାନେ ଏଇ ସଂଧ୍ୟାରେ ଦ୍ବିତୀବାହାନଙ୍କ ପୂଜାର୍ଚ୍ଚନା
Read More...

ଫିଟିଲା ବହୁଚର୍ଚ୍ଚିତ ମୁଣ୍ଡ ବିହୀନ ମୃତଦେହର ରହସ୍ୟ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଫିଟିଲା ବହୁଚର୍ଚ୍ଚିତ ମୁଣ୍ଡ ବିହୀନ ମୃତଦେହର ରହସ୍ୟ । ଜଣାପଡ଼ିଲା ହତ୍ୟକାରୀ କିଏ । ଶାନ୍ତିରେ ନିଃଶ୍ୱାସ ମାରିଲେ ଜନତା ଓ ପୋଲିସ ।ଶନିବାର ଲୁତୁରପଙ୍କ ନିକଟରେ ଧାନବିଲ କଡ଼ରୁ ମିଳିଥିଲା ଏକ ହାତ, ଗୋଡ ଓ ମୁଣ୍ଡ ବିହୀନ ମୃତଦେହ । ଏହି ଘଟଣାର ତଦନ୍ତ
Read More...

ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ସମାବେଶ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ୟୁରିଆ ସାରର ଅଭାବ ସହ କଳାବଜାର ପ୍ରସଂଗକୁ ନେଇ ଆଜି ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ସମାବେଶ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର ସଭାପତି ରାଜେନ୍ଦ୍ର ନାୟକ ଓ ଜିଲ୍ଲା
Read More...

ଜିଲ୍ଲା ବିଜେପି ତଥା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୁବର୍ଣ୍ଣପୁରରେ ଅନୁଭବଙ୍କ କୁଶ ପୁତ୍ତଳିକା ଦାହ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବିଜେପି ତଥା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୁବର୍ଣ୍ଣପୁରର ବିଜୁ ପଟ୍ଟନାୟକ ଛକଠାରେ କେନ୍ଦ୍ରାପଡା ଲୋକସଭା ସାଂସଦ ଓ ଅଭିନେତା ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଜିଲ୍ଲା ବିଜେପି ସଭାପତି
Read More...

କରୋନା କଟକଣା ନାଁରେ ପୋଲିସର ଦବଂଗଗିରିକୁ ପ୍ରତିବାଦ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କରୋନା କଟକଣା ନାଁରେ ପୋଲିସର ଦବଂଗଗିରିକୁ ପ୍ରତିବାଦ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଲୋକେ । ଗତକାଲି ସଂଧ୍ୟା ସମୟରେ ବୀରମହାରାଜପୁର ଥାନାରୁ ପିସିଆର ଭେନ ବାହାରି ବୀରମହାରାଜପୁର ସାଂବାଦିକ ଭବନ ନିକଟରେ ଏକ ଜଳଖିଆ ଠେଲା ଦୋକାନ ଆଗରେ
Read More...