Browsing Tag

sinapali news

ଖାଦ୍ୟ ସୁରକ୍ଷା ଯୋଜନାରେ ଅନିୟମିତତା ଅଭିଯୋଗ

ସିନାପାଲି, (ନିରାକାର ମେହେର) : ଦେଶର ପ୍ରତି ଗରିବଙ୍କୁ ଆହାର ଦେବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଚାଉଳ, ଗହମ ଆଦି ଯୋଗାଇ ଦେବାର ନିୟମ ରହିଛି । ସିନାପାଲି ବ୍ଲକ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତରେ ଏହି ଯୋଜନାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସାମଗ୍ରୀ ଯୋଗାଇ ଦେଉଥିବା…
Read More...

ମନରେଗା ଯୋଜନାରେ ପାତର ଅନ୍ତର ଅଭିଯୋଗ : ପଛୁଆବର୍ଗର ଲୋକଙ୍କୁ ଟଙ୍କା ମିଳିବାରେ ବିଳମ୍ୱ

ସିନାପାଲି, (ନିରାକାର ମେହେର) : ସରକାର ଶ୍ରମିକମାନଙ୍କୁ କାମ ଯୋଗାଇ ଶ୍ରମ ଦିବସ ସୃଷ୍ଟି କରିବା ଲକ୍ଷ୍ୟ ନେଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କରିଛନ୍ତି । ଏହି ଯୋଜନାରେ ସମସ୍ତ ବର୍ଗର ଶ୍ରମିକ ସାମିଲ ହୋଇ କାମ କରୁଛନ୍ତି । ହେଲେ ଶ୍ରମିକ ପାଉଣା ଦେବା…
Read More...

୧୫୦ ବୋତଲ କଫ ସିରଫ ଜବତ ସହ ଜଣେ ଗିରଫ

ସିନାପାଲି, (ନିରାକାର ମେହେର) : ପଶ୍ଚିମ ଓଡ଼ିଶାରେ ବେଧଢକ ଚାଲିଛି ବେଆଇନ କଫ୍‌ ସିରପ କାରବାର । ଏହି ବେଆଇନ କଫ୍ ସିରଫ୍ କାରବାରରେ ଗତକାଲି ନୂଆପଡା ଜିଲ୍ଲା ସିନାପାଲି ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିବା ସହିତ ପ୍ରାୟ ୧୫୦ ବୋତଲ କଫ ସିରଫ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ…
Read More...

ସ୍ୱର୍ଗତ ଘାସିରାମ ସୁନାରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : କରଙ୍ଗାମାଲ ଦଳ ବିଜୟୀ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମ ପଞ୍ଚାୟତ ପଡିଆ ଠାରେ ସ୍ୱର୍ଗତ ଘାସିରାମ ସୁନାରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମା' ଗଢିଆଣି ଯୁବକ ସଂଘ ବରଗାଁ ଆନୁକୂଲ୍ୟରେ କମିଟି ସଭାପତି ପ୍ରଦୀପ କୁମାର ସୁନାରିଙ୍କ…
Read More...

ବରଗାଁ ଠାରେ ବିଜେଡ଼ିର ସ୍ୱଚ୍ଛ ମିଶନ ଅଭିଯାନ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ବରଗାଁ ଗ୍ରାମ ଠାରେ ବିଜେଡି ତରଫରୁ ସ୍ବଚ୍ଛ ମିଶନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟର ସମସ୍ତ…
Read More...

ସିନାପାଲିରେ ବିଜେପିର ଜନ ଆଶୀର୍ବାଦ ଯାତ୍ରା

ସିନାପାଲି, (ନିରାକାର ମେହରେ) : ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏଁ ବିଜେପିର ସେବା ଓ ସମର୍ପଣ ପକ୍ଷକୁ ନେଇ ଚାଲୁଥିବା ଜନ ଆଶୀର୍ବାଦ ଯାତ୍ରା ଆଜି ସିନାପାଲିରେ ପହଞ୍ଚିଛି । କଳାହାଣ୍ଡି ସାଂସଦ ବସନ୍ତ…
Read More...

ସରକାରୀ ଯୋଜନା କାହା ପାଇଁ ?

ସିନାପାଲି, (ନିରାକାର ମେହେର) : ରାଜ୍ୟ ସରକାର ଅସହାୟ ଲୋକଙ୍କୁ କେତେ ପ୍ରକାର ଯୋଜନାରେ ସାମିଲ କରିଛନ୍ତି । ଯେମିତି କି ଯାହାର ସ୍ୱାମୀ ମୃତ୍ୟୁ ବରଣ କଲେ ତାଙ୍କ ସ୍ତ୍ରୀଙ୍କୁ ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଏହି ପରି ଯୋଜନା ଗଢିଥିଲେ ମଧ୍ୟ ଏହି ଯୋଜନାରୁ ବାଦ…
Read More...

ଓଡିଶା କ୍ରାଇମବ୍ରାଞ୍ଚର ଚଢାଉ : ଅଧିକାରୀଙ୍କୁ ଆକ୍ରମଣ, ଡାଇମଣ୍ଡ ଜବତ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଓ ବୋଡେନ ଥାନା ଅନ୍ତର୍ଗତ ବରଗାଁ ଗ୍ରାମର ଆକବର ମେହେରଙ୍କ ଘରେ ଦୀର୍ଘଦିନ ଧରି ଚାଲୁଥିବା ବାଘନଖ, ହାତୀଦାନ୍ତ, ହାତିନଖ, ଡାଇମଣ୍ଡ ପଥର ସମେତ ଅନ୍ୟାନ୍ୟ ବେଆଇନ ସାମଗ୍ରୀର ବ୍ୟାପାର ଚାଲିଥିବା ନେଇ ବିଷେଶ ସୁତ୍ରରୁ ସୂଚନା…
Read More...

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଘୁଚାଗୁଡା ଗ୍ରାମର ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କାରି ଛୁରାମାଡ ମାରିଥିବା ସିନାପାଲି ଥାନାରେ ଅଭିଯୋଗ ହୋଇଛି । ଯୁବକ ଜଣକ ହେଲେ ଘୁଚାଗୁଡା ଗ୍ରାମର ଜୁଲେଶ୍ୱର ପ୍ରଧାନ (୨୨) ବୋଲି ଜଣାପଡିଛି । ଅଭିଯୋଗ…
Read More...

ସିନାପାଲି ଗୋଷ୍ଠୀ ଶିକ୍ଷା ବିଭାଗର ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗର ନିଷ୍ପତ୍ତି ଓ ଜିଲ୍ଲା ରେଡ଼କ୍ରସ ଏବଂ ସ୍କାଉଟର ସହଯୋଗ କ୍ରମେ ସିନାପାଲି ଗୋଷ୍ଠୀ ଶିକ୍ଷାବିଭାଗ ତରଫରୁ ଏକ ରକ୍ତଦାନ ଶିବିରର ଆୟୋଜନ ନିମନ୍ତେ ଗୁରୁବାର ମହଗାଁ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି…
Read More...