ଚଲନାରେ ଗିରିଗୋବର୍ଦ୍ଧନ ଗୋଷ୍ଠା ଅଷ୍ଟମୀ ପୂଜା ଅନୁଷ୍ଠିତ
ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଚଲନା ଗ୍ରାମ ବଜାର ପଡିଆ ଠାରେ ଗିରିଗୋବର୍ଦ୍ଧନ ଓ ଗୋଷ୍ଠା ଅଷ୍ଟମୀ ପୂଜା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୁଧବାର ଏକ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମର ଶତାଧିକ ମହିଳା ଏଥିରେ ସାମିଲ ହୋଇ ସ୍ଥାନୀୟ!-->…
Read More...
Read More...