Browsing Tag

sinapali news

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ସିନାପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା

ସିନାପାଲି, (ନିରାକାର ମେହେର) : ସାରା ଓଡିଶାରେ ନିର୍ବାଚନ ମାହୁଲ ସରଗରମ ରହିଥିବା ବେଳେ ନୂଆପଡା ଜିଲ୍ଲାରେ ମଧ୍ୟ ନିର୍ବାଚନୀ ମାହୁଲ କିଛି କମ ନୁହେଁ । ଆଜି ସରକାରଙ୍କ ସୂଚନା ମୁତାବକ ତ୍ରିସ୍ତରୀୟ ନିର୍ବାଚନର ପଞ୍ଚାୟତ ସମିତି ଅଧ୍ୟକ୍ଷ /ଅଦ୍ୟକ୍ଷା ପଦ ପାଇଁ ଗତକାଲି ସିନାପାଲି ପଞ୍ଚାୟତ…
Read More...

ସିନାପାଲି ପ୍ରିମିୟମ ଲିକ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ହନୁମାନକୁ ହରାଇ ଆଦର୍ଶ ବିଜୟୀ

ସିନାପାଲି, (ନିରାକାର ମେହେର) : ସିନାପାଲି ପ୍ରେମିୟମ ଲିକ୍ ୨୦୨୨ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ସିନାପାଲି ମର୍ନିଙ୍ଗ କ୍ରିକେଟ କ୍ଲବ୍ କମିଟି ଆନୁକୂଲ୍ୟରେ ସିନାପାଲି ମର୍ନିଙ୍ଗ କ୍ରିକେଟ କ୍ଲବ୍ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ଗତ ୫ ତାରିଖ ଦିନ ଆରମ୍ଭ…
Read More...

ସିନାପାଲି ଜଗନ୍ନାଥ ମନ୍ଦିର ବାର୍ଷିକ ଉତ୍ସବ

ସିନାପାଲି, (ନିରାକାର ମେହେର) : ସିନାପାଲି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ନବମ ବାର୍ଷିକ ଉତ୍ସବ ସୋମବାରଠାରୁ ମନ୍ଦିର ପରିସରରେ ଆରମ୍ଭ ହୋଇଯାଇଛି । ପାଂଚ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ସ୍ୱତଂତ୍ର ପୂଜାଅର୍ଚ୍ଚନା ସହ ପ୍ରତ୍ୟହ ପୂର୍ବାହ୍ନରେ ପାଂଚ କୁଣ୍ତୀୟ ଘୃତଯଜ୍ଞ ଓ…
Read More...

ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ

ସିନାପାଲି, (ନିରାକାର ମେହେର) : ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ସିନାପାଲି ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ କୃମି ନାଶକ ଦିବସ ଏବଂ ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ ବୈଠକରେ ସିନାପାଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ…
Read More...

ସିନାପାଲିରେ ବିଶିଷ୍ଟ କବି ଚଣ୍ଡୀଚରଣ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି

ସିନାପାଲି, (ନିରାକାର ମେହେର) : ଓଡ଼ିଆ ସାହିତ୍ୟ ଜଗତର ଉଜ୍ଜଳ ଜ୍ୟୋତିଷ୍କ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କବି ଚଣ୍ତୀଚରଣ ବିଶିଙ୍କ ପରଲୋକରେ ସିନାପାଲିଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତିର ଆହ୍ୱାନରେ ଅନୁଷ୍ଠିତ ସଭାରେ…
Read More...

ନିଖୋଜ ବାଳକକୁ ଉଦ୍ଧାର କଲା ଉଦନ୍ତୀ ୟୁଥ୍‌ କ୍ଲବ

ସିନାପାଲି, (ନିରାକାର ମେହେର) : ସିନାପାଲି ସ୍ଥିତ ଉଦନ୍ତୀ ୟୁଥ୍‌ କ୍ଲବର ଉଦ୍ୟମରେ ଜଣେ ନିଖୋଜ ନାବାଳକକୁ ଉଦ୍ଧାର କରି ତାକୁ ପରିବାର ପାଖରେ ପହଞ୍ଚାଇ ଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୮ ଟାରେ ଜଣେ ମୁଖବଧିର ନାବାଳକ ଶାନ୍ତି ନଗରଠାରେ ଉପାୟ ଶୂନ୍ୟ ହୋଇ ବେସାହାରା…
Read More...

ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଆମ୍ବୁଲେନ୍ସ ଉଦ୍‌ଘାଟିତ

ସିନାପାଲି, (ନିରାକାର ମେହେର) : ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ନୂତନ ଆମ୍ବୁଲେନ୍ସକୁ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ପୂର୍ବାହ୍ନରେ ଶୁଭ ଉଦ୍‌ଘାଟନ କରିଛନ୍ତି । ବିଧାୟକ ପାଣ୍ଠିରୁ ଏହି ଆମ୍ବୁଲେନ୍ସ ପ୍ରଦାନ କରାଯାଇଥିବା ବେଳେ ସ୍ଥାନୀୟ ରୋଗୀ କଲ୍ୟାଣ…
Read More...

ଟିମନପୁର ବ୍ୟବସାୟୀ ସଂଘର ନୂତନ କର୍ମକର୍ତ୍ତା ଚୟନ

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁରଠାରେ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ନେଇ ଏକ ସଂଘ ଗଠନ କରି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏହି ବ୍ୟବସାୟୀ ସଂଘକୁ ମା' ସମଲେଶ୍ୱରୀ ବଣିକ ସଂଘରେ ନାମିତ କରିଛନ୍ତି । ସ୍ଥାନୀୟ ସମସ୍ତ ବ୍ୟବସାୟୀଙ୍କ ଉଦ୍ୟମରେ…
Read More...

ସିନାପାଲି ପ୍ରାଥମିକ ଶିକ୍ଷକ ସଂଘ ବୈଠକ

ସିନାପାଲି, (ନିରାକାର ମେହେର) : ସିନାପାଲି ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ସ୍ଥାନୀୟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟଠାରେ ସଂଘର ସଭାପତି ପ୍ରସନ୍ନ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ସଭା ପ୍ରାରମ୍ଭରେ ସଂଘର ସଂପାଦକ ବୈଷ୍ଣବ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିଲେ ।…
Read More...

ସିନାପାଲିରେ ଦାଦନ ସମସ୍ୟା : ପାରିଶ୍ରମିକ ନ ପାଇ ଠକାମିର ଶିକାର ହେଲେ ୧୭ ଶ୍ରମିକ

ସିନାପାଲି, (ନିରାକାର ମେହେର) : ରାଜ୍ୟରେ ନୂଆପଡା ଏକ ଦାଦନ ପ୍ରବଣ ଜିଲ୍ଲା ଭାବରେ ପରିଚିତ । ପ୍ରତି ବର୍ଷ ହଜାର ହଜାର ଲୋକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଥାନ୍ତି । ପ୍ରଶାସନର ଅନେକ ପ୍ରଚେଷ୍ଟା ସତ୍ତ୍ୱେ ଦାଦନ ରୋକିବାରେ ସଫଳ ହୋଇ ପାରୁନାହିଁ । ପ୍ରତିବର୍ଷ ବର୍ଷ ଲୋକେ ଦାଦନ…
Read More...