Browsing Tag

sinapali news

ସରକାରୀ ସହାୟତା ଅପେକ୍ଷାରେ ମା’ ଭଗବତୀ ମହିଳା ଆଶ୍ରମ

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧାଠାରେ ଦୁଇ ଉଦଯୋଗୀ ମହିଳାଙ୍କ ଉଦ୍ୟମରେ ଅଞ୍ଚଳର ଗରିବ ତଥା ଅସହାୟ ମହିଳାଙ୍କ ସୁବିଧା ଓ ସୁରକ୍ଷା ପାଇଁ ମା' ଭଗବତୀ ମହିଳା ସ୍ୱାବଲମ୍ବନ ଆଶ୍ରମ ପ୍ରତିଷ୍ଠା କରାଯାଇଛି । ଏଠାରେ ଗରିବ ଅସହାୟ ମହିଳା ମାନଙ୍କୁ ବିଭିନ୍ନ
Read More...

ମାଗଣା ସ୍ୱାସ୍ଥ୍ୟ ସେବା କାହା ପାଇଁ : ଅଜଣା ରୋଗରେ ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପଦ୍ମିନୀ

ସିନାପାଲି, (ନିରାକାର ମେହେର) : ଗରିବ ଅସହାୟ ତଥା ଅଭାବ ଗ୍ରସ୍ତ ଲୋକଙ୍କ ଚିକିତ୍ସା ସେବା ପାଇଁ ସରକାର ଅନେକ ପ୍ରକାର ମାଗଣା ଚିକିତ୍ସା ସେବା ଯୋଗାଇ ଦେବାର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀ କର୍ମଚାରୀ ତଥା ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଏବଂ ଲୋକଙ୍କ
Read More...

ମମିତାଙ୍କ ପାଇଁ ୭ ଦଫା ଦେବୀ ନେଇ ରାସ୍ତାକୁ ଓହ୍ଲାଇଲା ସିନାପାଲି ବ୍ଲକ ମେହେର ସମାଜ

ସିନାପାଲି, (ନିରାକାର ମେହେର) : ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅମାନୁଷିକ ହତ୍ୟାକାଣ୍ତର ଘୋର ନିନ୍ଦା କରିବା ସହ ପିଡିତ ପରିବାରକୁ ନ୍ୟାୟ ପ୍ରଦାନ ଦାବୀରେ ଶୁକ୍ରବାର ସିନାପାଲିଠାରେ ଏକ ବିଶାଳ ପ୍ରତିବାଦ ଯାତ୍ରା
Read More...

ଉଦନ୍ତୀ ନଦୀରେ ବ୍ରିଜ ନିର୍ମାଣ ଜାଗାକୁ ନେଇ ଦ୍ଵନ୍ଦରେ ପ୍ରଶାସନ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ଖଇରପଦରର ପତିଏଲପଡା ନିକଟରେ ନିର୍ମାଣ ହେବାକୁ ଥିବା ବିଜୁ ସେତୁ ଜାଗାକୁ ନେଇ ପ୍ରଶାସନ ଦ୍ଵନ୍ଦରେ ପଡ଼ିଯାଇଛି । ସୂଚନା ଅନୁସାରେ ପ୍ରଶାସନ ତରଫରୁ ଗତ ୮ ତାରିଖ ଦିନ କଳାହାଣ୍ଡି ଅଧିକ୍ଷଣ ଯନ୍ତ୍ରୀ କେ. ଭି. ପି
Read More...

ସିନାପାଲିରେ ୨୧ ଦିନର ଶିଶୁ କରୋନାରେ ଆକ୍ରାନ୍ତ : ସମ୍ପୃକ୍ତ ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଦ ପଞ୍ଚାୟତ ମାଲପଡା ଗ୍ରାମର ଜଣେ ୨୧ ଦିନର ଶିଶୁ କରୋନାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅଞ୍ଚଳରେ କରୋନାର ପୁନଃ ପ୍ରବେଶକୁ ନେଇ ଆତଙ୍କ ଦେଖାଦେଇଛି । ଏନେଇ ଶୁକ୍ରବାର ଏକ ଡାକ୍ତରୀ ଦଳ ସମ୍ପୃକ୍ତ ଗାଁକୁ ଯାଇ ଲୋକଙ୍କ
Read More...

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ କ୍ୟାଣ୍ଡେଲ ଶୋଭାଯାତ୍ରା

ସିନାପାଲି, (ନିରାକାର ମେହେର) : ବହୁ ଚର୍ଚ୍ଚିତ ମହାଳିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟାକୁ ସିନାପାଲି ଅଞ୍ଚଳରେ ଘୋରନିନ୍ଦା କରାଯିବା ସହ ପୀଡିତା ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଦାବୀ କରାଯାଇଛି । ଏ ନେଇ ସିନାପାଲି, ହାତିବନ୍ଧା ସହ ଆଖପାଖ
Read More...

ଖାଦ୍ୟ ସୁରକ୍ଷା ଯୋଜନାରେ ଅନିୟମିତତା ଅଭିଯୋଗ

ସିନାପାଲି, (ନିରାକାର ମେହେର) : ଦେଶର ପ୍ରତି ଗରିବଙ୍କୁ ଆହାର ଦେବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଚାଉଳ, ଗହମ ଆଦି ଯୋଗାଇ ଦେବାର ନିୟମ ରହିଛି । ସିନାପାଲି ବ୍ଲକ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତରେ ଏହି ଯୋଜନାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସାମଗ୍ରୀ ଯୋଗାଇ ଦେଉଥିବା
Read More...

ମନରେଗା ଯୋଜନାରେ ପାତର ଅନ୍ତର ଅଭିଯୋଗ : ପଛୁଆବର୍ଗର ଲୋକଙ୍କୁ ଟଙ୍କା ମିଳିବାରେ ବିଳମ୍ୱ

ସିନାପାଲି, (ନିରାକାର ମେହେର) : ସରକାର ଶ୍ରମିକମାନଙ୍କୁ କାମ ଯୋଗାଇ ଶ୍ରମ ଦିବସ ସୃଷ୍ଟି କରିବା ଲକ୍ଷ୍ୟ ନେଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କରିଛନ୍ତି । ଏହି ଯୋଜନାରେ ସମସ୍ତ ବର୍ଗର ଶ୍ରମିକ ସାମିଲ ହୋଇ କାମ କରୁଛନ୍ତି । ହେଲେ ଶ୍ରମିକ ପାଉଣା ଦେବା
Read More...

୧୫୦ ବୋତଲ କଫ ସିରଫ ଜବତ ସହ ଜଣେ ଗିରଫ

ସିନାପାଲି, (ନିରାକାର ମେହେର) : ପଶ୍ଚିମ ଓଡ଼ିଶାରେ ବେଧଢକ ଚାଲିଛି ବେଆଇନ କଫ୍‌ ସିରପ କାରବାର । ଏହି ବେଆଇନ କଫ୍ ସିରଫ୍ କାରବାରରେ ଗତକାଲି ନୂଆପଡା ଜିଲ୍ଲା ସିନାପାଲି ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିବା ସହିତ ପ୍ରାୟ ୧୫୦ ବୋତଲ କଫ ସିରଫ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ
Read More...

ସ୍ୱର୍ଗତ ଘାସିରାମ ସୁନାରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : କରଙ୍ଗାମାଲ ଦଳ ବିଜୟୀ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମ ପଞ୍ଚାୟତ ପଡିଆ ଠାରେ ସ୍ୱର୍ଗତ ଘାସିରାମ ସୁନାରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମା' ଗଢିଆଣି ଯୁବକ ସଂଘ ବରଗାଁ ଆନୁକୂଲ୍ୟରେ କମିଟି ସଭାପତି ପ୍ରଦୀପ କୁମାର ସୁନାରିଙ୍କ
Read More...