Browsing Tag

sambalpur news

କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୧୦ଟି ଗେଟ୍ ବନ୍ଦ କଲେ କର୍ତ୍ତୃପକ୍ଷ

ସମ୍ଵଲପୁର : କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦର ୧୦ଟି ଗେଟ୍ ବନ୍ଦ କଲେ ଜଳଭଣ୍ଡାର କର୍ତ୍ତୃପକ୍ଷ । ବର୍ତ୍ତମାନ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ସୂଚନାନୁଯାୟୀ, ମଙ୍ଗଳବାର ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୩୩ ଫୁଟ ରହିଥିଲା । ୨୦ଟି ଗେଟ୍
Read More...

୬୦୭.୬୧ ଫୁଟରେ ପହଞ୍ଚିଲା ହୀରାକୁଦ ଜଳସ୍ତର

ସମ୍ବଲପୁର : ଚଳିତ ବର୍ଷ ଅନିୟମିତ ବର୍ଷା ଯୋଗୁଁ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇପାରିନାହିଁ । ଏପଟେ, ଜଳସ୍ତର ବି ଆଶାନୁରୂପ ଭାବେ ବଢି ପାରିଥିଲା । ମଙ୍ଗଳବାର ବର୍ଷା ଯୋଗୁଁ ଜଳସ୍ତର ଦିନକ ମଧ୍ୟରେ ଗୋଟିଏ ଫୁଟ ବୃଦ୍ଧି ପାଇଛି । ସକାଳ ୯ଟା ସୁଦ୍ଧା ୬୦୭. ୬୧ ଫୁଟ ରହିଛି ।
Read More...

ଡାକ୍ତର ଦମ୍ପତ୍ତିଙ୍କ ମହନୀୟତା : ଖୋଲିଲେ ମାଗଣା କ୍ଲିନିକ

ସମ୍ବଲପୁର : ସେବା ଲକ୍ଷ୍ୟ ନେଇ ଗରିବଙ୍କ ପାଇଁ ମାଗଣା କ୍ଲିନିକ ଆରମ୍ଭ କଲେ ଡାକ୍ତର ଦମ୍ପତ୍ତି । ସପ୍ତାହକୁ ୬ଦିନ ୨ଘଣ୍ଟା ସେବା ଯୋଗାଇବା ଲକ୍ଷ୍ୟ ରଖିଛନ୍ତି ଦମ୍ପତ୍ତି । ସମ୍ବଲପୁର ମହାନଗର ନିଗମ ସର୍ଲାକାନୀ ସମଲେଇପଦରରେ ରହୁଥିବା ବୁର୍ଲା ଭିମସାରର ଡାକ୍ତର ଦମ୍ପତି ସଞ୍ଜୀବ ମିଶ୍ର ଓ
Read More...

ହରିଶଙ୍କର ମା’ ବିନ୍ଧ୍ୟବାସିନୀ ମନ୍ଦିରର ୫୬ ଡିସିମିଲ ପଡ଼ିଆର ସୁରକ୍ଷା ସହ ଦଖଲ ପାଇଁ ସର୍ବଭାରତୀୟ ବିଂଝାଲ…

ଦାବୀ ପୂରଣ ନ ହେଲେ ଭୟାବହ ଆନ୍ଦୋଳନ ଚେତାବନୀ ସମ୍ବଲପୁର : ବଲାଙ୍ଗିର ଜିଲ୍ଲା ହରିଶଙ୍କର ସ୍ଥିତ ମା' ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ଥିବା ୫୬ ଡିସିମିଲ ପଡ଼ିଆର ସୁରକ୍ଷା କରିବା ନେଇ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ସମ୍ବଲପୁର ରେଭେନ୍ୟୁ ଡିଭିଜନାଲ କମିଶନର (ଆର୍‌ଡିସି)
Read More...

ଟ୍ରକକୁ ପଛ ପଟୁ ପିଟିଲା ଓଏସ୍‌ଆର୍‌ଟିସି ବସ୍ : ବସ୍ ଚାଳକଙ୍କ ସହ ୫ ଆହତ

ସମ୍ବଲପୁର : ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ଧକ୍କା ଦେଲା ଓଏସ୍‌ଆର୍‌ଟିସି ବସ୍ । ସମ୍ବଲପୁର ଜମନକିରା ଥାନା ବାଇପାସ ରାସ୍ତାରେ କେନ୍ଦୁଝର-ବଲାଙ୍ଗିର ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ଚାଳକଙ୍କ ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ବୁର୍ଲା
Read More...

ସମ୍ବଲପୁର ଗସ୍ତରେ ୫ଟି ସଚିବ

ସମ୍ବଲପୁର : ସମ୍ବଲପୁର ଗସ୍ତରେ ୫ଟି ସଚିବ । ସମ୍ବଲପୁରରେ ପହଞ୍ଚିବା ପରେ ପ୍ରଥମେ ସମଲେଶ୍ୱରୀ ମନ୍ଦିର ଗସ୍ତ କରି ମା' ସମଲେଇଙ୍କୁ ଦର୍ଶନ କରିଥିଲେ । ସେଠାରେ ସମଲେଇ ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ସମୀକ୍ଷା କରିଛନ୍ତି । ତେବେ ଏହି ଗସ୍ତ ସମୟରେ ସମ୍ବଲପୁର ସହରର ହଜାର ହଜାର
Read More...

ପରିବା ଦୋକାନରେ ଅଗ୍ନିକାଣ୍ଡ

ସମ୍ବଲପୁର : ବରଗଡ ଡେଲି ମାର୍କେଟ ପରିବା ଦୋକାନରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୮ଟି ପରିବା ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ଅଗ୍ନିକାଣ୍ଡରେ
Read More...

ସଂକୀର୍ତ୍ତନରେ ବିଶୃଙ୍ଖଳ ଆଚରଣକୁ ନିନ୍ଦା

ସମ୍ବଲପୁର, (ନିରୋଜ କୁମାର ପାଣୀ) : ନିକଟରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବିଜାଗୁଡା ଗ୍ରାମରେ ସୁବର୍ଣ୍ଣପୁର ଜିଲ୍ଲାର ହୁତମା ଓ ପଣ୍ଡକିଟାଲ କୀର୍ତ୍ତନ ଦଳର ବୈଠକି ଚାଲୁଥିବା ବେଳେ ପରସ୍ପର ମଧ୍ୟରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ଓ ମାଡପିଟ ଘଟଣାକୁ ପଶ୍ଚିମ ଓଡିଶା
Read More...

ଚଳିତ ବର୍ଷ ମାଟ୍ରିକ୍‌ ଫଳାଫଳରେ ପଶ୍ଚିମ ଓଡିଶାରେ ପାସ୍‌ ହାର ଅଧିକ

ସମ୍ବଲପୁର : ମାଟ୍ରିକ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଥିବା ବେଳେ ପଶ୍ଚିମ ଓଡିଶାରେ ଚଳିତ ବର୍ଷ ସମସ୍ତ ଜିଲ୍ଲାର ପାସ୍‌ ହାର ୯୫ ପ୍ରତିଶତରୁ ଅଧିକ ରହିଛି । ୯୭.୩୯ ପ୍ରତିଶତ ପାସ୍‌ ହାର ସହ ସୁନ୍ଦରଗଡ ଜିଲ୍ଲା ଏବର୍ଷ ପଶ୍ଚିମ ଓଡିଶାର ଶୀର୍ଷରେ ରହିଥିବା ବେଳେ ୯୫.୬୭% ସହ ନୂଆପଡା ଶେଷରେ
Read More...

ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ସମ୍ବଲପୁର : ସମ୍ବଲପୁର ସର୍କଲ ଜେଲ୍‌ରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ସିନ୍ଦୁରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ । ଘରୋଇ କଳି ଓ ସ୍ତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ଶନିବାର ସେ ଗିରଫ ହୋଇ ଜେଲ୍‌କୁ ଆସିଥିଲେ । ଆଜି ଭୋର ସକାଳୁ ବେକରେ ଗାମୁଛା
Read More...