ସଇଁନ୍ତଲାରେ ସାର୍ବଜନୀନ ନବରାତ୍ର ଦୁର୍ଗା ପୂଜା ଆରମ୍ଭ
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସହରରେ ଆଜି ଧରାପୁଷ୍ଟକୁ ଅବତରଣ କରିଛନ୍ତି ମା' ଜଗତ ଜନନୀ । ମା' ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଆଜି ସ୍ଥାନୀୟ ଜଳାଶୟଠାରୁ ୧୦୮ କଳସରେ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ଏଥିରେ କର୍ତା!-->…
Read More...
Read More...