Browsing Tag

saintala news

ମୁଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମ ତୀର୍ଥରେ ସେବାଶ୍ରମରେ ଜନ୍ମ ଦିନ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ସ୍ଥିତ ଦେଓଗାଁ ସେବାଶ୍ରମ ସପ୍ତର୍ଶି ଗୁରୁକୂଳକୁ ଗତକାଳଇ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମ ତିଥିରେ…
Read More...

ମ୍ୟୁନିସନ୍ସ କମ୍ପାନୀ ହାତକୁ ଗଲା ବଡ଼ମାଲ ଗୋଳାବାରୁଦ କାରଖାନା : ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କଲେ ସାଂସଦ ସଂଗୀତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ ଗୋଳାବାରୁଦ କାରଖାନାକୁ କେନ୍ଦ୍ର ଦ୍ବାରା ପରିଚାଳିତ ହେବାକୁ ଥିବା ମ୍ୟୁନିସନ୍ସ କମ୍ପାନୀ ହାତକୁ ଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ…
Read More...

ଘୁନସରରେ ଶାରଦୀୟ ଦୁର୍ଗାପୂଜା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗାଁର ସ୍ଥାନୀୟ ହାଟପଦା ନିକଟରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ନିଡାମ୍ବର ଭାବରେ ମା' ଦୁର୍ଗା ପୂଜା ପାଉଛନ୍ତି । ଧ୍ରୁବ ଚରଣ ବେହେରା ଓ ତାଙ୍କ ଧର୍ମ ପତ୍ନୀ…
Read More...

ଭାଇ ହାତରେ ଭଉଣୀର ଜିଉଁନ୍ତିଆ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜଗତ ଜନନୀ ଦୁର୍ଗାଙ୍କର ମହା ସପ୍ତମୀ ନୀତି ପୂଜା ମଣ୍ଡପମାନଙ୍କରେ ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଗାଁ ଗାଁରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଭାଇ ଜିଉଁନ୍ତିଆ ଓଷା ଥିବାରୁ ଭାଇ ଭଉଣୀମାନଙ୍କର ମଧ୍ୟରେ ନୂତନ ଉତ୍ସାହ…
Read More...

ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଭାଇ ଜିଉଁନ୍ତିଆ ଓଷା ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଗାଁ ଗାଁରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଆଜି ଭାଇ ଜିଉଁନ୍ତିଆ ଓଷା ଥିବାରୁ ଭାଇ ଭଉଣୀ ମାନଙ୍କର ମଧ୍ୟରେ ନୂତନ ଉତ୍ସାହ ପରିଲକ୍ଷିତ ହେଉଛି । ଅଶ୍ୱନି ସପ୍ତମୀ ତିଥି ସନ୍ଧ୍ୟା ସମୟରେ ଦେବୀ ଦୁର୍ଗାଙ୍କ…
Read More...

କୋଶଲୀ ଚଳଚ୍ଚିତ୍ର ‘ସରଗପୁରେ ନୂଆଁଖାଇର ଚିନ୍ତା’ ମୁକ୍ତିଲାଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଲ୍ୟାଣ ମଣ୍ଡପ ଠାରେ ବୁଲୁ ବଗର୍ତ୍ତିଙ୍କ ନିର୍ଦ୍ଦେଶନାରେ ବିବେକାନନ୍ଦ ନାଟ୍ୟ ସଂସଦ (ଆମର କଳାକାର)ର କାର୍ଯ୍ୟକର୍ତା ମାନଙ୍କ ଦ୍ଵାରା 'ସରଗପୁରେ ନୂଆଁଖାଇର ଚିନ୍ତା' ଫିଲ୍ମର ଶୁଭ ମୁକ୍ତି ଲାଭ ହୋଇଯାଇଛି । ମୁଖ୍ୟ…
Read More...

କେରମେଲି ପଞ୍ଚାୟତରେ ସରପଞ୍ଚ ଆସନକୁ ସଂରକ୍ଷଣ ପଛୁଆ ବର୍ଗ କରିବା ପାଇଁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୨ ଟି ପଞ୍ଚାୟତରେ ସଂରକ୍ଷଣ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କେରମେଲି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପୂର୍ବରୁ ଅନୁସୂଚିତ ଜାତି ମହିଳା ଥିବା ବେଳେ ଏହାକୁ…
Read More...

ନିଆଁରେ ଜଳି ବିକଳାଙ୍ଗ ଯୁବକଙ୍କ ମୃତ୍ୟୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ନିଆଁରେ ପୋଡ଼ି ଜଣେ ବିକଳାଙ୍ଗ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସୂଚନା ମତେ ଘୁନସର ଗାଁର ଲେଖା ରଣାଙ୍କ ପୁଅ…
Read More...

ଜୁନିୟର ରେଡକ୍ରସ ୟୁନିଟ୍‌ ତରଫରୁ ନିଶାକୁ ନା’ କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରତିବର୍ଷ ନିଶାସେବନ ଯୋଗୁଁ ବିଶ୍ୱରେ ପ୍ରାୟ ସତୁରି ଲକ୍ଷ ମଣିଷଙ୍କ ଜୀବନ ଅକାଳେ ଯାଉଛି । ସେମାନଙ୍କ ମଧ୍ୟରୁ ପ୍ରାୟ ନଅ ଲକ୍ଷ ତମ୍ବାଖୁ ସେବନ ନ କରି ସୁଦ୍ଧା ପ୍ରାଣ ହରାଉଛନ୍ତି । ସେମାନେ ଅକାଳ ମୃତ୍ୟୁ ପାଇଁ ଦାୟୀ ଅନ୍ୟର ଧୁମ୍ରପାନ ବା ଇଂରାଜୀରେ…
Read More...

ରକ୍ତ ରଞ୍ଜିତ ହେଲା ଘୁନସର ଚଣ୍ଡୀ ପୀଠ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗାଁରେ ପାରମ୍ପରିକ ରୀତିନୀତି ଅନୁଯାୟୀ ରକ୍ତରେ ରଞ୍ଜିତ ହୋଇଛି ଚଣ୍ଡୀ ପୀଠ । ଛେଲି, କୁକୁଡ଼ା, ବୁଦା, ନଡ଼ିଆ ଆଦି ମାନସିକ ଧାରୀ ମାନେ ମାଙ୍କ ଠାରେ ସମର୍ପିତ କରିଥିଲେ । ଗାଁର ଇଷ୍ଟ ଦେବୀ ମା' ଚଣ୍ଡୀଙ୍କ…
Read More...