Browsing Tag

saintala news

ବହୁ ଚର୍ଚ୍ଚିତ ମମିତାଙ୍କ ନିଖୋଜ ଘଟଣା : ସିବିଆଇ ତଦନ୍ତ ଦାବୀରେ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦବୀରୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଛି କୋଶଲ ଯୁବ ସମନ୍ୱୟ ସମିତି । ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ପୀଡ଼ିତ ପରିବାରର ଗାଁ ତୁରେକେଲାର ଝରନି ଗାଁ ଠାରୁ ବଲାଙ୍ଗିର ଏସପି କାର୍ଯ୍ୟାଳୟ ଯାଏଁ
Read More...

ଝିଙ୍କିଡୁଙ୍ଗୁରି ରାସ୍ତାଠାରେ ବାଇକ ମୁହାଁମୁହିଁ : ୧ ମୃତ, ୧ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଝିଙ୍କିଡୁଙ୍ଗୁରି ରାସ୍ତାଠାରେ ବାଇକ ମୁହାଁମୁହିଁ ହେବା ଫଳରେ ଜଣଙ୍କର ଘଟଣା ସ୍ଥାନରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ମତେ ବଲାଙ୍ଗିର ଜିଲ୍ଲା
Read More...

ଆୟୁଷ ଡାକ୍ତରଙ୍କ ଭରଷାରେ ସଇଁନ୍ତଲା ଡାକ୍ତରଖାନା : ରାତ୍ରୀ ସମୟରେ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ଫେଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ପ୍ରତ୍ୟେକ ଡାକ୍ତର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଡାକ୍ତରଖାନାର କିଛି ଅସାଧୁ କର୍ମଚାରୀଙ୍କ ସଲା ସୁତୁରାରେ ରୋଗୀ ସେବା ଯୋଗାଇ ଦେବାରେ ବିଫଳତା ସୃଷ୍ଟି ହୋଉଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ସାମ୍ନାକୁ
Read More...

ନାରୀକଟା ଅଞ୍ଚଳର ଭୂମିହୀନ ପରିବାରଙ୍କୁ ଜମି ପଟା ପାଇଁ ଅତିରିକ୍ତ ତହସିଲଦାରକୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଭୂମିହୀନ ପରିବାର ଲୋକଙ୍କ ପାଇଁ ଜମି ପଟା ପ୍ରଦାନ କରୁଥିବା ଡିମ୍‌ ଡିମ ପିଟୁଛନ୍ତି ହେଲେ ଦୀର୍ଘ ୨୫ ବର୍ଷରୁ ଅଧିକ ଦିନ ହେବ ବସବାସ କରୁଥିବା ଅଞ୍ଚଳବାସୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଜମି ଚିହ୍ନଟ କରି ପ୍ରମାଣ ପତ୍ର ମିଳିନ ଥିବା ଯୋଗୁଁ
Read More...

୨ ମାସ ହେବ ଅନ୍ଧାରରେ ଭୋଇରପଡ଼ା ଗ୍ରାମବାସୀ : ବିଭାଗୀୟ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଭୋଇରପରା ଗାଁର ଲୋକେ ୨ ମାସ ହେବ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଅନ୍ଧାରରେ ଦିନ କାଟୁଛନ୍ତି । ଅନେକ ଥର ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କ ଠାରେ ମଧ୍ୟ ଅଭିଯୋଗ କରିଛନ୍ତି ସ୍ଥାନୀୟ
Read More...

ମୁଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମ ତୀର୍ଥରେ ସେବାଶ୍ରମରେ ଜନ୍ମ ଦିନ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ସ୍ଥିତ ଦେଓଗାଁ ସେବାଶ୍ରମ ସପ୍ତର୍ଶି ଗୁରୁକୂଳକୁ ଗତକାଳଇ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମ ତିଥିରେ
Read More...

ମ୍ୟୁନିସନ୍ସ କମ୍ପାନୀ ହାତକୁ ଗଲା ବଡ଼ମାଲ ଗୋଳାବାରୁଦ କାରଖାନା : ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କଲେ ସାଂସଦ ସଂଗୀତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ ଗୋଳାବାରୁଦ କାରଖାନାକୁ କେନ୍ଦ୍ର ଦ୍ବାରା ପରିଚାଳିତ ହେବାକୁ ଥିବା ମ୍ୟୁନିସନ୍ସ କମ୍ପାନୀ ହାତକୁ ଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ
Read More...

ଘୁନସରରେ ଶାରଦୀୟ ଦୁର୍ଗାପୂଜା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗାଁର ସ୍ଥାନୀୟ ହାଟପଦା ନିକଟରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ନିଡାମ୍ବର ଭାବରେ ମା' ଦୁର୍ଗା ପୂଜା ପାଉଛନ୍ତି । ଧ୍ରୁବ ଚରଣ ବେହେରା ଓ ତାଙ୍କ ଧର୍ମ ପତ୍ନୀ
Read More...

ଭାଇ ହାତରେ ଭଉଣୀର ଜିଉଁନ୍ତିଆ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜଗତ ଜନନୀ ଦୁର୍ଗାଙ୍କର ମହା ସପ୍ତମୀ ନୀତି ପୂଜା ମଣ୍ଡପମାନଙ୍କରେ ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଗାଁ ଗାଁରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଭାଇ ଜିଉଁନ୍ତିଆ ଓଷା ଥିବାରୁ ଭାଇ ଭଉଣୀମାନଙ୍କର ମଧ୍ୟରେ ନୂତନ ଉତ୍ସାହ
Read More...

ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଭାଇ ଜିଉଁନ୍ତିଆ ଓଷା ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଗାଁ ଗାଁରେ ଭାଇ ଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ଆଜି ଭାଇ ଜିଉଁନ୍ତିଆ ଓଷା ଥିବାରୁ ଭାଇ ଭଉଣୀ ମାନଙ୍କର ମଧ୍ୟରେ ନୂତନ ଉତ୍ସାହ ପରିଲକ୍ଷିତ ହେଉଛି । ଅଶ୍ୱନି ସପ୍ତମୀ ତିଥି ସନ୍ଧ୍ୟା ସମୟରେ ଦେବୀ ଦୁର୍ଗାଙ୍କ
Read More...