ଅଲ୍ ଓଡ଼ିଶା ମହିଳା ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : ରାମପୁର ବିଜୟୀ
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଖେଳ ପଡିଆଠାରେ ଆଜି ଦ୍ବିତୀୟ ଦିବସରେ ମା' ଘଣ୍ଟାଶୁଣି ଅଲ୍ ଓଡ଼ିଶା ମହିଳାମାନଙ୍କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ରାମପୁର ଓ ଚିତଲପଡ଼ା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ୧-୧!-->…
Read More...
Read More...