Browsing Tag

saintala news

ବାପୁଜୀ ନୋଡାଲ ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନର କର୍ମଶାଳା ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି କନ୍ଧକେଲଗାଁ ବାପୁଜୀ ନୋଡାଲ ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୁଢାବାହାଲ ଓ କନ୍ଧକେଲଗାଁ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଭାଗ ନେଇଥିବା ବେଳେ କାର୍ଯ୍ୟକ୍ରମକୁ ପ୍ରକାଶ ଚନ୍ଦ୍ର
Read More...

ଘୁନସର ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସରିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗାଁର ଉନ୍ନତି ଦିଗରେ ପଦକ୍ଷେପ ନେବା ସହ ଲୋକଙ୍କ ବିକାଶ ପାଇଁ ପ୍ରତିଜ୍ଞା କରି ଆଜି ଘୁନସର ସରପଞ୍ଚ ପଦବୀ ପାଇଁ ଆଜି ସ୍ଥାନୀୟ ସରିତା ସେଠ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଅନ୍ୟପଟେ ଲୋକଙ୍କ ଆଶୀର୍ବାଦ ଓ ଭଲ
Read More...

ଘୁନସର ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଯୁବନେତା ରବି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ବିକାଶ ସ୍ୱପ୍ନ ନେଇ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ପାଦ ଦେଇଛନ୍ତି ଜଣେ ଯୁବକ । ଘୁନସର ପଞ୍ଚାୟତରେ ସମିତି ସଭ୍ୟ ପଦବୀ ଆସନ ପାଇଁ ଆଜି ଯୁବନେତା ରବି ଚନ୍ଦ୍ର ନାଏକ ସ୍ଥାନୀୟ ବିଡ଼ିଓ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର
Read More...

ସଇଁନ୍ତଲା ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୁଷ୍ପାଞ୍ଜଳି

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଚଳଚଞ୍ଚଳ ଗ୍ରାମାଞ୍ଚଳ । ବିଭିନ୍ନ ପଦବୀ ହାସଲ ପାଇଁ ଆରମ୍ଭ ହୋଇଯାଇଛି ରାଜନୀତି ମଇଦାନର ପ୍ରଥମ ପର୍ଯ୍ୟାୟ । ଆଜି ତେବେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷଦିନ । ତେବେ ସଇଁନ୍ତଲା ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ
Read More...

କେରମେଲି ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସରୋଜିନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ସମିତି ସଭ୍ୟ ପଦବୀ ହାସଲ କରିବା ପାଇଁ ଅନେକ ମହିଳା ଆଶାୟୀ ରହିଥିବା ବେଳେ ଶତାଧିକ ମହିଳା ପଂଚାୟତ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଆଜି ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ପୂର୍ବତନ
Read More...

ବିବିନା ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଶୈଳେଶ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ସମିତି ସଭ୍ୟ ପଦବୀ ହାସଲ କରିବା ପାଇଁ ଅନେକ ମହିଳା ଆଶାୟୀ ରହିଛନ୍ତି । ତେବେ ଆଜି ସଇଁନ୍ତଳା ବ୍ଳକ ବିବିନା ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ଶୈଳେଶ୍ରୀ ବେହେରାସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ନାମାଙ୍କନ ପତ୍ର ଦାଖଲ
Read More...

ସମିତି ସଭ୍ୟ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ସରପଞ୍ଚ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଆଜି ଅନେକ ଆଶାୟୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଆଜି ଡେଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜେମାମଣି ମଲ୍ଲିକ ଡେଙ୍ଗ ପଞ୍ଚାୟତର ସମିତି ସଭ୍ୟା ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Read More...

ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ସରପଞ୍ଚ ଦେବରାଜ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କୁଇକେଡା ପୂର୍ବତନ ସରପଞ୍ଚ ଦେବରାଜ ମହାନନ୍ଦ ।୧୯୮୪ ମସିହାରେ ଗୋଳାବାରୁଦ କାରଖାନା ନିର୍ମାଣ କରିବା ପାଇଁ ସଇଁନ୍ତଲା ବ୍ଲକ ରେଙ୍ଗାଲି,
Read More...

ଡେଙ୍ଗ ପଞ୍ଚାୟତ ସରପଞ୍ଚ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଇତିଶ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ଅନେକ ସରପଞ୍ଚ ପଦବୀ ହାସଲ କରିବା ପାଇଁ ଅନେକ ମହିଳା ଆଶାୟୀ ରହିଛନ୍ତି । ତେବେ ଆଜି ସଇଁନ୍ତଲା ବ୍ଳକ ଡେଙ୍ଗ ପଞ୍ଚାୟତ ଆସନ ପାଇଁ ଇତିଶ୍ରୀ ସାହୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Read More...

ପ୍ରମୋଦ, ରୀତା, ଦ୍ରୋପଦୀ, ଉର୍ମିଲା କଲେ ପ୍ରାର୍ଥୀପତ୍ର ଦାଖଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଜୋର ସୋର ପ୍ରଚାର ପ୍ରସାର ଚାଲିଛି । ତେବେ ବ୍ଳକର ଚଳିତ ନିର୍ବାଚନରେ ୧ ଲକ୍ଷ ୧୪ ହଜାର ୭୭୫ ମତଦାତା ପ୍ରାର୍ଥୀ ଚୟନ କରିବେ ବୋଲି ଜଣାପଡିଛି । ବ୍ଳକ ଅଧିନସ୍ଥ ୩୦
Read More...