Browsing Tag

saintala news

ବ୍ଲକଛକ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା

ଝଲକିବ ମା' ଗଜଲକ୍ଷ୍ମୀଙ୍କ ତୋରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ମୁଖ୍ୟ ଆକର୍ଷଣ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକଛକ ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା' ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏଥିରେ
Read More...

ଟିଟିଲାଗଡ଼ ଏସଡିପିଓଙ୍କ ସାମ୍ବାଦିକ ସମ୍ବିଳନୀ : ଦୋକାନରୁ ଲକ୍ଷାଧିକ ଟଙ୍କା ସାଇକେଲ ସହ ସାମଗ୍ରୀ ଚୋରୀ ଘଟଣାର…

ପିକଅପ ଭ୍ୟାନ ସହ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣସଇଁତଲା, (ପ୍ରମୋଦ କୁମାର ସେଲମା) : ଗତ ୭ ତାରିଖ ଦିନ ଗୋଟିଏ ଦୋକାନ ଠାରୁ ଲକ୍ଷାଧିକ ଟଙ୍କା ସାଇକେଲ ସହ ସାମଗ୍ରୀ ଚୋରୀ ଘଟଣାର ପର୍ଦ୍ଦାଫାଶ କରିଛି ସଇଁତଲା ପୋଲିସ । ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ
Read More...

ଓଡିଶା ପ୍ରଶାସନିକ ସେବାରେ ସଇଁତଲାର ୨ ଜଣଙ୍କ ସଫଳତା, ସଇଁତଲା ଅଞ୍ଚଳରେ ଖୁସିର ଲହରୀ

ସଇଁତଲା, (ପ୍ରମୋଦ କୁମାର ସେଲମା) : ଓଡିଶା ପ୍ରଶାସନିକ ସେବା (୨୦୨୦) ଓସିଏସର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ସର୍ବମୋଟ ୩୯୨ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଥିବା ବେଳେ ୧୪୮ ଜଣ ଓଡ଼ିଆ ପାଇଛନ୍ତି । ତନ୍ମ ମଧ୍ୟରୁ ସଇଁତଲା ସହରର ଝିଅ ଐଶ୍ୱର୍ଯ୍ୟା ପୃଷେଠ୍ ମଧ୍ୟ ୫୭ ର‍୍ୟାଙ୍କରେ ରହି
Read More...

ଟିକ୍ରାପଡା ଓ ଛନଛଡାରେ ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ଛନଛଡା ଓ ଟିକ୍ରାପଡା ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଗଜଲକ୍ଷ୍ମୀ ପୂଜାରେ କର୍ତ୍ତା ଭାବରେ ଲିଙ୍ଗରାଜ ବେହେରା ତାଙ୍କ ଧର୍ମପତ୍ନୀ ଡୋଳେଶ୍ୱରୀ ବେହେରା ପୂଜା
Read More...

ଜୁରାବନ୍ଦ ପଞ୍ଚାୟତରେ ଗାଁ ସାଥୀ ଚୟନରେ ଅନିୟମିତତା ନେଇ ବିଡିଓଙ୍କଠାରେ ଗ୍ରାମବାସୀଙ୍କ ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଡୁକେରଚଚରା ଗ୍ରାମବାସୀ ଗାଁ ସାଥୀ ଚୟନରେ ଅନିୟମିତତା ହୋଇଥିବା ନେଇ ସଇଁତଲା ବିଡିଓଙ୍କଠାରେ ଅଭିଯୋଗ କରିଛନ୍ତି । ଗତ ୨୦୧୬ ମସିହାରେ ଅନିୟମିତତା ପୂର୍ବକ, ଗ୍ରାମବାସୀଙ୍କ ବିନା ଜାଣତରେ ଓ ବିନା
Read More...

ବିଶ୍ୱଜିତଙ୍କୁ ବନ ବିଭାଗ ତରଫରୁ ସମ୍ମାନିତ : ଫପସି ଗ୍ରାମରେ ଲୋକେ ବେଶ ଉତ୍ସାହିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ବନବିଭାଗ ଆନୁକୂଲ୍ୟରେ ବନ୍ୟଜନ୍ତୁ ସପ୍ତାହ ସ୍ଥାନୀୟ ମେଗା ନର୍ସରୀଠାରେ ଅନୁଷ୍ଠିତ ହୋଇଯାିଛି । ଏହି ଅବସରରେ ବଲାଙ୍ଗିର ଡିଏଫଓ ନୀତିଶ କୁମାର ମୁଖ୍ୟଅତିଥି ଭାବରେ ଯୋଗଦେଇ ସଇଁତଲା ବ୍ଲକ ଫପସି ଗ୍ରାମର ବିଶ୍ୱଜିତ ତାଣ୍ଡିଙ୍କୁ ସବଡ଼ିଭିଜନ
Read More...

ଯାତ୍ରୀବାହୀ ବସ୍‌ ଓ ବାଇକ ମୁହାଁମୁହିଁ ଧକ୍କା : ୧ ମୃତ ଓ ୨ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବିଳମ୍ବିତ ରାତ୍ରିରେ ନବୀନ ଛକ ୨୬ ନମ୍ବର ଜାତୀୟ ରାଜପଥଠାରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମାମୁଁ ଘରକୁ ଆସି ରାତ୍ରିରେ ଫେରୁଥିବା ସମୟରେ ଯାତ୍ରୀବାହୀ ବସ୍‌ ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ
Read More...

ସଇଁନ୍ତଲାରେ ବନ୍ୟପ୍ରାଣୀ ସପ୍ତାହ ପାଳିତ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ବନାଞ୍ଚଳ ପକ୍ଷରୁ ୬୮ତମ ବନ୍ୟପ୍ରାଣୀ ସପ୍ତାହ ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ସଂଘମିତ୍ରା ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ବନପାଳ ଆଶୁତୋଷ ମହାକୁର, ସୁଶୀଲ ପୁଟା,
Read More...

ଛନଛଡାରେ କ୍ଷତ୍ରୀୟ ସମାଜର ଖଣ୍ତାଯାତ୍ରା ଓ ଦଶହରା ପର୍ବ ପାଳିତ

ମନ୍ତ୍ରୀ ଟୁକୁନି ସାହୁ ଓ ସାଂସଦ ସୁଲତା ଦେଓଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଛନଛଡା ଗ୍ରାମ ଠାରେ ଛନଛଡା, ତୁଷ୍ଟାପାଲି ଓ ଗୁରମୁନି ଗ୍ରାମକୁ ନେଇ କ୍ଷତ୍ରୀୟ ସମାଜ ଆନୁକୂଲ୍ୟରେ ଖଣ୍ତାଯାତ୍ରା ଓ ଦଶହରା ପର୍ବ
Read More...

ସଇଁତଲାରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଓ ରାବଣ ପୋଡି ସମ୍ପର୍ଣ୍ଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସଇଁତଲା ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଓ ରାବଣ ପୋଡି ମହାଆଡ଼ମ୍ବର ସହ ସମ୍ପର୍ଣ୍ଣ ହୋଇଯାଇଛି । ଏହି ନବରାତ୍ର ଦୁର୍ଗାପୂଜା ଓ ରାବଣ ପୋଡିକୁ ୨୪ ବର୍ଷରେ ପଦାର୍ପଣ କରିଛି । ଏହି ପୂଜା
Read More...