ସର୍ଟ ସାର୍କିଟରେ ଦୋକାନରେ ଲାଗିଲା ନିଆଁ : ଅଳ୍ପେକ ବର୍ତ୍ତିଲେ ଦୋକାନୀ
ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡ ଗ୍ରାମ ପଞ୍ଚାୟତର ରେଙ୍ଗାଲି ଗ୍ରାମର ସାମନ୍ତ ବାଗ ନାମକ ଜଣେ ଦୋକାନୀଙ୍କ ଦୋକାନରେ ସଟସାର୍କିଟ ହୋଇ ଦୋକାନ ଜଳି ଯାଇଛି । ଦୋକାନୀ ଜଣକ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ସହିତ କିଛି ପାନ ମସଲା ସାମଗ୍ରୀ ବିକ୍ରି!-->…
Read More...
Read More...