Browsing Tag

saintala news

କେରମେଲି ଗ୍ରାମ ପଞ୍ଚାୟତରେ ଭତ୍ତା ବଣ୍ଟନ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ କେରମେଲି ଗ୍ରାମ ପଞ୍ଚାୟତର ସରପଞ୍ଚ ସ୍ଵର୍ଣ୍ଣଚମ୍ପା ସୁନାଙ୍କ ତତ୍ତ୍ଵାବଧାନରେ ଆଜି ୨୯ ଜଣ ବୃଦ୍ଧବୃଦ୍ଧା ଓ ବିକଳାଙ୍ଗମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଉକ୍ତ କାର୍ୟ୍ୟକ୍ରମ କେରମେଲି କାର୍ୟ୍ୟ
Read More...

କଅଁସର ଇଓଙ୍କ ବଦଳିକୁ ନେଇ ଗ୍ରାମବାସୀ ଅସନ୍ତୋଷ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ କଅଁସର କାର୍ୟ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁଙ୍କୁ ଅନ୍ୟ ପଂଚାୟତ ବଦଳି ହୋଇଥିବା ଗ୍ରାମବାସୀ ଜାଣିବା ପାଇଁ ଅସନ୍ତୋଷ ପ୍ରକାଶ ପାଇଛି । ତାଙ୍କ ପୂର୍ବରୁ ଦାୟିତ୍ୱରେ ଥିବା ଇଓ ରୁଦ୍ରାକ୍ଷ ଥପା ଲକ୍ଷାଧିକ
Read More...

ମୃତ ଦାଦନଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କଲେ ଜିଲ୍ଲା ଯାଦବ ସମାଜ କାର୍ଯ୍ୟକର୍ତ୍ତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ। ତେବେ ପ୍ରତ୍ୟେକ ବର୍ଷ ଦାଦନ ଖଟିବା ପାଇଁ ହଜାର ହଜାର ଲୋକ ବାହାର ରାଜ୍ୟକୁ ଯାଇ ଥାଆନ୍ତି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଅଧୀନ ନୂଆମୁଣ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ।
Read More...

ବେନିଆବ‌ନ୍ଧ ଗ୍ରାମରେ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ଅଭିଯାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେନିଆବନ୍ଧ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଲାେକ ଉନ୍ନତି ସଂଗଠନ ବଲାଙ୍ଗିର ଆନୁକୁଲ୍ୟରେ ସଂଗଠନର ବ୍ଳକ ସଂଯୋଜିକା ଗୀତାଞ୍ଜଳୀ କୁମ୍ଭାରଙ୍କ ନେତୃତ୍ବରେ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ୧୬ ଦିନିଆ
Read More...

କ୍ରେନ୍‌ ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ମୃତ : ଦୁଇ ଗୁରୁତର

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ତୁଷୁରା ରାସ୍ତାର ଡଙ୍ଗାପଥର ଗାଁ ନିକଟରେ ବାଇକକୁ ସାମ୍ନା ପଟରୁ ଧକ୍କାଦେଲା କ୍ରେନ୍‌ । ଯାହା ଫଳରେ ବାଇକରେ ଥିବା ତିନି ଯୁବକଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକମାନଙ୍କୁ ବଲାଙ୍ଗିର ଭୀମ
Read More...

ବେଲଖଣ୍ଡି ଶିବ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ର‌ଦ୍ଧାଳୁଙ୍କ ଭିଡ଼

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ଐତିହାସିକ ବେଲଖଣ୍ଡି ଶିବ ମନ୍ଦିର ଆଜି କାର୍ତ୍ତିକ ପୂର୍ଣ୍ଣିମା ଦିନରେ ଭଗବାନ ଶିବଙ୍କୁ ଦର୍ଶନ କରିବା ପାଇଁ ଦୂର ଦୁରନ୍ତରୁ ଲୋକମାନେ ଦର୍ଶନ କରିବା ପାଇଁ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି
Read More...

ଏକ ଦିବସୀୟ ଫ୍ରେଣ୍ଡ୍‌ସିବ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ସମା‌ପ୍ତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଫ୍ରେଣ୍ଡ୍‌ସିବ ଷ୍ଟାର ଆନୁକୁଲ୍ୟରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାବୁନ ବୁରେଇ ଖେଳପଡିଆରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ଆଠଟି ଦଳ
Read More...

ବେନିଆବ‌ନ୍ଧ ଗାଁକୁ ସଫାକଲେ ଯୁବ ଗୋଷ୍ଠୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେନିଆବ‌ନ୍ଧ ଗାଁରେ ସ୍ୱଚ୍ଛତା ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ଯୁବ ଗୋଷ୍ଠୀ । ଦିନକୁ ଦିନ ଗାଁରେ କୁଢ଼ କୁଢ଼ ମଇଳା ଆବର୍ଜନା ଭରପୁର ରହି ଆସୁଥିଲା । ଶେଷରେ ବାଧ୍ୟ ହୋଇ ନିଜ ଗ୍ରାମକୁ ସଫା କରିଛନ୍ତି ଯୁବ ଗୋଷ୍ଠୀ ।
Read More...

ସ୍କୁଲ ବନ୍ଦ ପରେ ଉପାନ୍ତ ଅଞ୍ଚଳର କରୁଣ ଚିତ୍ର : ଜଙ୍ଗଲରୁ କାଠ ସଂଗ୍ରହ କରୁଛନ୍ତି ପିଲା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦୀର୍ଘ ୮ ମାସରୁ ଅଧିକ ସମୟ ହେବ କରୋନା ଯୋଗୁଁ ସ୍କୁଲରେ ପଡ଼ିଛି ତାଲା । ତେବେ ସ୍କୁଲ ବନ୍ଦ ପରେ ବଦଳି ଯାଇଛି ଗ୍ରାମାଞ୍ଚଳର ଦୃଶ୍ୟ । ନା ପିଲା ମାନେ ଘରେ ବସି ପାଠ ପଢୁଛନ୍ତି ନା ପଢିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । କିନ୍ତୁ ଏବେ ବହି ପଢିବା
Read More...

କାର୍ତ୍ତିକ ମାସର ଆକାଶ ଛୁଆଁ ପରିବା ଦର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ ଗତ ୧୦ ମାସ ହେବ କରୋନା ତାର କାୟା ବିସ୍ତାର ବଢ଼େଇ ଚାଲିଥିବା ବେଳେ ଏବେ କମିବାରେ ମଧ୍ୟ ଲାଗିଛି । କିଛି ଲୋକ କରୋନା ମହାମାରୀରେ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଲୋକ ସୁସ୍ଥ ମଧ୍ୟ ହୋଇ ସାରିଛନ୍ତି । ଅନେକଙ୍କ କାମ ଧନ୍ଦା ବନ୍ଦ ହୋଇ ପଡିଛି
Read More...