Browsing Tag

saintala news

ରକ୍ତ ରଞ୍ଜିତ ହେଲା ଘୁନସର ଚଣ୍ଡୀ ପୀଠ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଗାଁରେ ପାରମ୍ପାରିକ ରୀତିନୀତି ଅନୁସାରେ ରକ୍ତ ରଞ୍ଜିତ ହେଲା ଚଣ୍ଡୀ ପୀଠ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ଯାତ୍ରା ପାଳନ କରାଯାଇଥିଲା । ମାନସିକଧାରୀ ମାନେ ବୋଦା,
Read More...

ତାତିରେ ରୋଜଗାର ଦେଉଛି ଆଖୁରସ : ପିଇବା ପାଇଁ ଲୋକଙ୍କ ଭିଡ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବାଲଙ୍ଗିର ଜିଲ୍ଲାରେ ତାତି ବଢିବାରେ ଲାଗୁଥିବା ବେଳେ ଲୋକେ ଘରୁ ପଦାକୁ ବାହାରିବା ଭାରି କଷ୍ଟ କରି ହୋଇପଡୁଛି । ତେବେ ଲୋକେ କାମ ଧନ୍ଦା ନ ପାଇବା ପରେ ଅନ୍ୟ ରାଜ୍ୟକୁ ଦାଦାନ ଖଟିବା ପାଇଁ ଯାଉଥିବା ବେଳେ ବର୍ତ୍ତମାନ ସମୟରେ ରୋଜଗାର ଦେଉଛି ଆଖୁରସ ।
Read More...

ପାଣି ପାଇଁ ହାହାକାର ଲୋକେ : ୩ ବର୍ଷ ହେଲାଣି ଅଧାପନ୍ତରିଆ ଅବସ୍ଥାରେ ପ୍ରକଳ୍ପ

ସଇଁନ୍ତଲା, (ଅଜିତ କୁମାର ସାହୁ) ; ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କେରମେଲି ଅନ୍ତର୍ଗତ କରେଲଧୁଆ ଗ୍ରାମରେ ପାନୀୟ ଜଳ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ୬୯ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ
Read More...

ବରଗାଁରେ ୧୩୦ ତମ ଡ଼ ବାବା ସାହେବଙ୍କ ଜୟନ୍ତୀ ପାଳନ

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବରଗାଁ ଆମ୍ବେଦର କ୍ଳବ ପରିସରରେ ଆଜି ଭାରତ ରତ୍ନ ଡ଼. ବାବାସାହେବ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳନ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ତପିଧର କୁମାରଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଡେଙ୍ଗ ହାଇସ୍କୁଲ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଡେଙ୍ଗ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡକ୍ରସ ତରଫରୁ କଲୋନୀପଡା ଓ ବିଦ୍ୟାଳୟ ପରିସରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଉଇଛି । ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶଙ୍କ
Read More...

ଗୁଣ ସାଗର ମାଝୀ ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଭାବେ ମନୋନୀତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଲୋକଙ୍କ ସୁଖର ଦୁଃଖର ସାଥୀ ଓ ଜନ ସାଧାରଣଙ୍କ ସମର୍ଥନ କ୍ରମେ ପୁଣି ଥରେ ସଇଁନ୍ତଲା ବ୍ଳକ କଂଗ୍ରେସ ଦଳର ସଭାପତି ଭାବରେ ଗୁଣ ସାଗର ମାଝୀ ମନୋନୀତ ହୋଇଥିବା ବେଳେ କଂଗ୍ରେସ କର୍ମୀଙ୍କ ମହଲରେ ଉତ୍ସାହ ମଧ୍ୟ ଦେଖିବାକୁ
Read More...

ସଇତାନ ପାଲଟିଲା ସର୍ଦ୍ଦାର : ଦୁଇ ଜଣ ନାବାଳକଙ୍କୁ ମାଡ ମାରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କଲା

ସଇଁନ୍ତଳା, (ଅଜିତ କୁମାର ସାହୁ) : ଦେହ ଖରାପ ହେବାକୁ ନିର୍ଦ୍ଧୁମ ମାଡ଼ ମାରିଲା ସୈତାନ୍ । ଦାନା ପାଇଁ ଦାଦନ ଯିବା, ଆଉ ଇଟାଭାଟିରେ ନିର୍ୟାତନା ପାଇବା ବଲାଙ୍ଗିର ଶ୍ରମିକ ମାନଙ୍କ ପାଇଁ ସାଧାରଣ କଥା ହୋଇ ସାରିଛି। ପ୍ରତିଦିନ ସାମ୍ନାକୁ ଆସୁଛି ଦାରିଦ୍ର୍ୟର କରୁଣ କାହାଣୀ । କେତେବେଳେ
Read More...

ତୈଳିକ ବୈଶ୍ୟ ସମାଜର ନୂଆ କର୍ମକର୍ତ୍ତା ମନୋନୀତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ କୁମ୍ଭାରୀ ପଞ୍ଚାୟତ ଅନ୍ତର୍ଗତ କାନ୍ଦୁଲସର ଠାରେ ବ୍ଲକ ସ୍ତରୀୟ ତୈଳିକ ବୈଶ୍ୟ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଳକ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଉମାକାନ୍ତ ସାହୁ
Read More...

ବିଜେପିର ପ୍ରତିଷ୍ଠା ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବୁଡ଼ାବାହାଲ ପଞ୍ଚା ୟତ ସର୍ଗିପାଳି ଓ ଧରପଗଡ଼ ଠାରେ ଆଜି ବଲାଙ୍ଗିର ସଂସାଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।
Read More...

କଅଁସର ଗ୍ରାମ ପଞ୍ଚାୟତରେ ବୟସ୍କ ବ୍ୟକ୍ତିଙ୍କୁ କରୋନା ଟୀକାକରଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଅଁସର ଗ୍ରାମ ପଞ୍ଚାୟତରେ ଆଜି କରୋନା ଟୀକାଦାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଚଣ୍ଡ ଖରାରେ ଲୋକେ ସୁଦୂର ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥିତ ଟୀକାଦାନ କେନ୍ଦ୍ରକୁ ଯିବା ପାଇଁ ଅସମର୍ଥ ହେଉଥିବା ବେଳେ
Read More...