କରୋନା ନେଲା ମହିଳାଙ୍କ ଜୀବନ : ପ୍ରଶାସନର ଉପସ୍ଥିତରେ ଶବ ସତ୍କାର
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ପଞ୍ଚାୟତ ଦେଢେଲ ଗ୍ରାମର ଫୁଲ ତୋଳା ନାଗ(୫୫)ଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଖବର ପାଇବା ପରେ ଘୁନସର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ସନ୍ତୋଷ ବେହେରା, ବିଡିଓ ଦେବାଶିଷ ସାମଲ,!-->…
Read More...
Read More...