Browsing Tag

saintala news

ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅସର ପଞ୍ଚାୟତ କେଛୋମୁହାଣ ଗ୍ରାମରେ ନାବାଳିକା ଝିଅର ବିବାହ କରାଯାଉ ଥିବା ଏନେଇ ପ୍ରଶାସନ ପାଖରେ ଖବର ପହଞ୍ଚିଲା ପରେ ଉକ୍ତ ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ବୁଝାସୁଝା କରି ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛି…
Read More...

ବିଭିନ୍ନ ସମସ୍ୟା ନେଇ ତଦାରଖ କଲେ ସିଡିପିଓ ସବିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେଛୋମହାଣ ଗ୍ରାମରେ ଅନେକ ଲୋକଙ୍କ ଘରକୁ ଘର ବୁଲି ବିଭିନ୍ନ ସମସ୍ୟା ସମ୍ପର୍କରେ ତଦାରଖ କରିଛନ୍ତି ସିଡିପିଓ ସବିତା ଦାଶ । ସୂଚନା ମତେ ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ସିଡିପିଓ ଶ୍ରୀମତୀ ସବିତା ଦାଶ…
Read More...

ସିଲଭର ବଟନ ହାସଲ କଲେ ସମୀର

ସଇଁନ୍ତଲା, (ଅଜିତ କୁମାର ସାହୁ) : କଠିନ ପରିଶ୍ରମ ନିଶ୍ଚୟ ଫଳ ଆଣେ । ପଶ୍ଚିମ ଓଡ଼ିଶାର ବିଖ୍ୟାତ କଳାକାର ସମୀର କୁମାର ବେହେରାଙ୍କ ୟୁଟ୍ୟୁବ ଚେନାଲ୍ ଏକ ଲକ୍ଷରୁ ଅଧିକ ଗ୍ରାହକ ପାର ହେଇ ସାରିଛି । ଏଣୁ ସିଲଭର ବଟନ୍ ତାଙ୍କୁ ମିଳିଛି । ପଶ୍ଚିମ ଓଡ଼ିଶାରେ ପୁଣି ଏକ ୟୁଟ୍ୟୁବ ଚେନାଲ ଆଗେଇ…
Read More...

ବିଜେପି ପକ୍ଷରୁ ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ଅନେକ ଗରିବ ନୀରିହ ଲୋକ ଲକଡାଉନ ଓ ସଟଡାଉନ ଯୋଗୁଁ ଖାଇବା ପାଇଁ ଡହକ ବିକଳ ହେଉଛନ୍ତି । ଫଳରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଲୋକଙ୍କୁ ଖାଦ୍ୟ ମଧ୍ୟ ଯୋଗାଉଛନ୍ତି । ତେବେ ଏଭଳି…
Read More...

ଅସହାୟଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ସମାଜସେବୀ ଦେବେନ୍ଦ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଇଚ୍ଛା ଥିଲେ ସବୁ ସମ୍ଭବ । ଜଣେ ମଣିଷର ମଣିଷ ପଣିଆ ରହିବାର ଆବଶ୍ୟକତା ରହିଛି । ଏହି କରୋନାର ଦ୍ଵିତୀୟ ଲହାରୀରେ ଅନେକ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବିତ ପଡିଛି । ଅନେକ ଲୋକେ କରୋନା ମହାମାରୀକୁ ନେଇ ଭୟ କରୁଛନ୍ତି ତେବେ ଏଭଳି ଘଡିସନ୍ଦି…
Read More...

ସଇଁନ୍ତଲା ଡାକ୍ତରଖାନାକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନାକୁ ନେଇ ଏବେ ଲୋକେ ଚିନ୍ତାରେ ରହୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । ହେଲେ ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ନେଉ ନାହିଁ କରୋନା ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ମଧ୍ୟ…
Read More...

ଘୁନସରର ଘରକୁ ଘର ବୁଲି ସ୍କ୍ରିନିଂ ଆରମ୍ଭ କଲେ ଆଶା ଓ ଅଙ୍ଗବାଡି କର୍ମୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଘର ଘର ବୁଲି କରୋନା ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ । ବ୍ଳକର ଘୁନସର ଗ୍ରାମର ଆଶା ବାସମତି ବାଗ, ସ୍ୱାସ୍ଥ୍ୟ କର୍ମୀ ସୁନିତା ମହାନନ୍ଦ, ଅଙ୍ଗନବାଡି କର୍ମୀ ପଦ୍ମସିଲା କାଳସାଏ,…
Read More...

ଗୁଳିମାଡରେ ବନ କର୍ମଚାରୀ ମୃତ୍ୟୁ ଘଟଣା : ଦୁଇ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ରେଙ୍ଗାଳବାହାଲ ଛକ ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ବନ ବିଭାଗ ଫରେଷ୍ଟର ଗାର୍ଡ ଯୁଗେଶ୍ଵର ବୁଡେକ(୧୯)ଙ୍କୁ ଗୁଳି ବିନିମୟ କରି ହତ୍ୟା ଘଟଣାରେ ଦୁଇଜଣ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି…
Read More...

ଆଦର୍ଶ ଶିକ୍ଷକ କୈବଲ୍ୟ ତରିଆଙ୍କ ସ୍ମୃତିରେ ଶୋକସଭା

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଆଦର୍ଶ ଶିକ୍ଷକ କୈବଲ୍ୟ ତରିଆ (୫୨ ବର୍ଷ) ଅସୁସ୍ଥତା କାରଣରୁ ବରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଗତ ୧୭ ତାରିଖ ସନ୍ଧ୍ୟାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ଅମର…
Read More...

ସଇଁନ୍ତଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗରିବଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲେ ଥାନା ଅଧିକାରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ଦୋକାନ ବଜାର ବନ୍ଦ ଥିବା ଯୋଗୁଁ ଗରୀବ ନିରୀହ ଲୋକଙ୍କ ଜୀଵନ ଏବେ ଅସ୍ତବ୍ୟସ୍ତ ହୋଇ ପଡିଛି । ଅନେକ ଲୋକେ ଭୋକ ଉପାସରେ ମଧ୍ୟ ଦିନ ବିତାଉଛନ୍ତି ତେବେ ଏଭଳି ପରିସ୍ଥିତିରେ ଆଜି ସଇଁନ୍ତଲା ପଞ୍ଚାୟତ କାର୍ଯ୍ୟାଳୟ…
Read More...