Browsing Tag

saintala news

ବିକାଶ ମୋର ଏକମାତ୍ର ଲକ୍ଷ୍ୟ : ମନ୍ତ୍ରୀ ଟୁକୁନି ସାହୁ

ବିଭିନ୍ନ ପ୍ରକଳ୍ପ ଉଦଘାଟନକୃଷ୍ଠ ରୋଗୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନବୟସ୍କ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ ସଇଁନ୍ତଲା, (ଅଜିତ କୁମାର ସାହୁ), କରୋନା କାଳରେ ଲୋକେ ଘରରୁ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ଏଭଳି ଘଡି ସନ୍ଧି ମୁହୁର୍ତ୍ତରେ ଜଣେ ନାରୀ ନିଜ ଜୀବନକୁ ଖାତିରି ନ କରି ଦିନ…
Read More...

ତୈଳ ଦର ବୃଦ୍ଧି ନେଇ ସଇଁନ୍ତଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଧାରଣା : ସାମିଲ୍‌ ହେଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନାର ଦ୍ୱିତୀୟ ଲହର ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବାରେ ଲାଗିଛନ୍ତି । ଦିନକୁ ଦିନ ଅହେତୁକ ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣ ଖଟିଖିଆ ଲୋକଙ୍କ ଉପରେ ପ୍ରଭାବ ପଡିଛି । କେନ୍ଦ୍ର…
Read More...

ଆଗାମୀ ପଞ୍ଚାୟତ ସ୍ତରୀୟ ନିର୍ବାଚନ ପାଇଁ ସଇଁନ୍ତଲା ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭାରତୀୟ ଜନତା ପାର୍ଟି ପକ୍ଷରୁ ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ଆଜି ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ସଂଗଠନକୁ ସୁଦୃଢ଼ କରିବା ପାଇଁ ବିଜେପି ଦଳର କର୍ମୀ ମାନେ ଏକଜୁଟ…
Read More...

ଆସନ୍ତା କାଲି ସଇଁନ୍ତଲା କଂଗ୍ରେସ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ବିକ୍ଷୋଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନକୁ ଦିନ ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି ଯାହା ଫଳରେ ସାଧାରଣ ଲୋକେ ପ୍ରଭାବିତ ହେଉଛନ୍ତି ଏହାର ପ୍ରତିବାଦରେ ଆସନ୍ତା କାଲି କଂଗ୍ରେସ ଦଳର ରାଜ୍ୟ ସଭାପତି ନିରଞ୍ଜନ ପଟନାୟକଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ…
Read More...

ଟ୍ରାକ୍ଟରରୁ ଖସି ପଡି ଶ୍ରମିକ ମୃତ : ତଦନ୍ତ କରୁଛି ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରମିକ ଟ୍ରାକ୍ଟରରୁ ଖସି ପଡିଯିବାରୁ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣା ସ୍ଥାନରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମତେ ମୃତ୍ୟୁ ହୋଇଥିବା ଶ୍ରମିକ ଜଣକ…
Read More...

ଦେଓଗାଁ ସପ୍ତର୍ଷି ଗୁରୁକୁଳ ଆଶ୍ରମକୁ ମନ୍ତ୍ରୀ ଟୁକୁନିଙ୍କ ପରିଦର୍ଶନ : ବିକାଶ ପାଇଁ ପ୍ରତିଶ୍ରୁତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ସ୍ଥିତ ଦେଓଗାଁ ଗୁରୁକୁଳ ସପ୍ତର୍ଷି ସେବାଶ୍ରମ ଦୟାନନ୍ଦ ବିହାରକୁ ଆଜି ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ଉକ୍ତ ସେବାଶ୍ରମକୁ ପରିଦର୍ଶନ କରିଥିଲେ । ଆଶ୍ରମର ଛାତ୍ର ଓ…
Read More...

କରୋନାର ଦ୍ୱିତୀୟ ଲହରୀରେ ସାବିତ୍ରୀ ନିରାଶ : ବ୍ୟବସାୟୀ ହତାଶ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାତି ପାହିଲେ ସାବିତ୍ରୀ ବ୍ରତ । ଏହି ଦିନକୁ ସବୁ ବିବାହିତା ମହିଳା ଅପେକ୍ଷାରେ ରହିଥାନ୍ତି । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ଦିନ ଉପବାସରେ ରହି ସାବିତ୍ରୀ ବ୍ରତ କରିଥାନ୍ତି । ତେବେ ଚଳିତ ବର୍ଷ କରୋନାର ଦ୍ଵିତୀୟ ଲହରୀ ଯୋଗୁଁ ସାବିତ୍ରୀ ମାନେ…
Read More...

ଗୁରୁମୁନି ଗାଁରେ ପହଞ୍ଚିଲା ଓଡ଼ିଆ ଯବାନ ଥବିରଙ୍କ ମୃତ୍ୟୁଦେହ : ମନ୍ତ୍ରୀ ଟୁକୁନି ଜଣାଇଲେ ଶ୍ରଦ୍ଧାଞ୍ଜଳି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଗୁରମୁନି ଗ୍ରାମର ଥବିର ବୁଡେକ ଯବାନଙ୍କ କାର୍ୟ୍ୟରତ ଥିବା ସମୟରେ ତାଙ୍କ ଉପରେ ଗାଡି ଚଢି ଯାଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା ତେବେ ଆଜି ସକାଳୁ ୭ ଘଣ୍ଟା ସମୟରେ ନିଜ ଭିଟାମାଟିକୁ ପାର୍ଥିବ…
Read More...

କନ୍ଦକେଲଗାଁ ରେଲୱେ ଲାଇନ ନିକଟରେ ଯୁବକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେନ୍ଦକେଲଗା ରେଲୱେ ଲାଇନ ନିକଟରୁ ଜଣେ ଯୁବକଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ଯୁବକ ଜଣକଙ୍କ ପରିଚୟ ମିଳିପାରି ନଥିବା ବେଳେ କେଉଁ କାରଣରୁ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ…
Read More...

ଦେଓଗାଁ ସେବାଶ୍ରମ ଅନ୍ତେବାସୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପକରଣ ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ସ୍ଥିତ ଦେଓଗାଁ ଗୁରୁକୁଳ ସପ୍ତସି ସେବାଶ୍ରମ ଓ ଜିଲ୍ଲା ସ୍ଥିତ ଆଦ୍ରୁତ ଶିଶୁ ଗୃହର ଅନ୍ତୋବାସୀଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟର ଅଭିବୃଦ୍ଧି ସକାଶେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ…
Read More...