Browsing Tag

rourkela news

ରାଉରକେଲାରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ଜୁନ୍ ୧୪ରୁ ୧୮ ତାରିଖ ପର୍ୟ୍ୟନ୍ତ ମୁମ୍ବାଇ ସହରର ଜାତୀୟ ବିଧାୟକ କନକ୍ଳେଭ (ଏନ୍‌ଏଲ୍‌ସି) ୨୦୨୩ ସମାପନ ହୋଇଥିଲା ବେଳେ ସମଗ୍ର ଦେଶରୁ ୭୫ ଜଣ ଶ୍ରେଷ୍ଠ ବିଧାୟକଙ୍କୁ ଏବଂ ଓଡ଼ିଶାରୁ ୫ ଜଣ ଶ୍ରେଷ୍ଠ ବିଧାୟକ ଭାବେ ମନୋନୀତ କରାଯିବା ସହ ସମ୍ମାନିତ
Read More...

ଲେଡି ଲାୟନ ତରଫରୁ ଗ୍ରୀଷ୍ମ ସୃଜନଶୀଳତା ଶିବିର ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଝିରପାଣି ଅଂଚଳର ମହିଳା ସାମାଜିକ ଅନୁଷ୍ଠାନ ଲେଡି ଲାୟନ ତରଫରୁ ଗ୍ରୀଷ୍ମ ସୃଜନଶୀଳତା ଶିବିର ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ବନ୍ଦିତା ମାହତୋଙ୍କ ସଭାପତିତ୍ୱ ଓ କବିତା ମାହତୋଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିର ଗତ ୧ ତାରିଖରୁ
Read More...

ରାଉରକେଲା ଏନ୍‌ଆଇଟି ପୁରାତନ ଛାତ୍ରସଂଘ(ନିଟ୍ରା)ର ଆଲୋଚନାଚକ୍ର ଓ ବଂଧୁମିଳନ କାର୍ୟ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍‌ଆଇଟି ପୁରାତନ ଛାତ୍ରସଂଘ(ନିଟ୍ରା) ରାଉରକେଲା ଶାଖା ଆନୁକୂଲ୍ୟରେ ଦୀପ୍ତି ହୋଟେଲ ଠାରେ ଆଲୋଚନାଚକ୍ର ଓ ବଂଧୁମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିଟ୍ରାର ଅଧ୍ୟକ୍ଷ ଇଂ. ବିମଳ କୁମାର ବିଶିଙ୍କ ସଭାପତିତ୍ୱ, ମାଗଦର୍ଶକ ଭାରତ ଭୂଷଣ ମହାନ୍ତିଙ୍କ
Read More...

ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଏକଦା ରାଉରକେଲା ସହରରେ ପିଲାଦିନ କାଟିଥିବା ପରେ ଓକିଲାତି କରିଥିବା ହାଇକୋର୍ଟର ବିଚାରପତି ଚିତ୍ତରଞ୍ଜନ ଦାଶ ଓ ତାଙ୍କ ପତ୍ନୀ ଅଭିପ୍ସା ଦାଶ ରାଉରକେଲା ଗସ୍ତ ଅବସରରେ ହୋଟେଲ ରାଧିକା ରିଜେନ୍ସିଠାରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ସେଣ୍ଟ୍ରାଲ ତରଫରୁ ବିପୁଳ
Read More...

ରାଉରକେଲା ନାଗରିକ ସୁରକ୍ଷା କମିଟିର ଜରୁରୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ନାଗରିକ ସୁରକ୍ଷା କମିଟିର ଏକ ଜରୁରୀ ସାଧାରଣ ପରିଷଦ ବୈଠକ କମିଟିର ପ୍ରମୁଖ ସଦସ୍ୟ ଅଭୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲାର ବିଭିନ୍ନ ଦାବୀ ଉପରେ ଯୁବ ଛାତ୍ର ମହିଳା ସଂଗଠନମାନଙ୍କୁ ଏକତ୍ରିତ କରିବା ସହ
Read More...

‘ଦି ପିଙ୍କ୍‌’ର ରଜ ମହୋତ୍ସବ ଆସନ୍ତା ୧୪ରୁ ୧୬

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ସଂସ୍କୃତି ଓ ପରମ୍ପରା ପ୍ରତି ପ୍ରତିବଦ୍ଧତା ରଖି ରାଉରକେଲା ସ୍ପୋର୍ଟସ ଆସୋସିଏସନ୍‌ର ମହିଳା ସଂଗଠନ 'ଦି ପିଙ୍କ୍' ପକ୍ଷରୁ ଆସନ୍ତା ଜୁନ୍‌ ମାସ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରଜ ମହୋତ୍ସବ ଜଗଦା କମ୍ୟୁନିଟି ସେଣ୍ଟର୍ ପଡିଆଠାରେ ପାଳନ
Read More...

ବାସନ୍ତୀ ପାଠାଗାରର ଆଧ୍ୟାତ୍ମିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ
Read More...

ସିଆଇଟିୟୁର ଜିଲ୍ଲାସ୍ତରୀୟ ଆଲୋଚନା ସଭା

ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଦେଶବାସୀ ଐତିହାସିକ ଭୂମିକା ପାଳନ କରିବାକୁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : ସିଆଇଟିୟୁ ରାଜ୍ୟ କମିଟି ଡାକରାରେ ମେ' ପହିଲା ଆନ୍ତର୍ଜାତିକ ଶ୍ରମିକ ଦିବସ ଠାରୁ ମେ' ୩୦ ସଂଗଠନର ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ଏକ ମାସବ୍ୟାପୀ
Read More...

ଗୋପବନ୍ଧୁ ପାଠାଗାରରେ ‘ଅନ୍ତିମ ଜୀବନର ଆତ୍ମ ଚିନ୍ତନ ଓ ଶ୍ରୀମଦ୍ ଭାଗବତ’ ଆଲୋଚନାଚକ୍ର

ଶ୍ରୀମଦ୍ ଭାଗବତରେ ଭାରତୀୟ ଦର୍ଶନର ସାରମର୍ମ ନିହତ ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁ ପାଠାଗାର, ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ, ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ରୋଟାରୀ କ୍ଲବ୍ ରିଭରସାଇଡ୍‌ର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ
Read More...

‘ଏକତ୍ର’ର ନାଟ୍ୟ ଆଲୋଚନାଚକ୍ର

କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ : ନବୀନ ପରିଡା ରାଉରକେଲା, (ସସ୍ମିତା ପ୍ରଧାନ) : କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ । ନାଟକର ସ୍ୱରୂପ ପ୍ରତିଦିନ ମୃତ୍ୟୁ ଘଟେ ପୁଣି ପରଦିନ ଜନ୍ମନିଏ । ତେଣୁ ନାଟକ ଶତରୂପା ବୋଲି ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ନାଟ୍ୟକାର ନବୀନ ପରିଡା ମତବ୍ୟକ୍ତ
Read More...