Browsing Tag

rourakela news

ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂପ୍ରତି ରାଉରକେଲାଠାରେ ରେଳ ଡିଭିଜନ କରିବା ପାଇଁ ବିଭିନ୍ନ ସାମାଜିକ ଓ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବୀ କରିଆସୁଛନ୍ତି । ଏହି ଦାବୀ ସହ ଅନ୍ୟାନ୍ୟ ଦାବୀ ନେଇ ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟିର ଆବାହକ ସୁମନ
Read More...

ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ବାର୍ଷିକୋତ୍ସବ ଓ ଯଜ୍ଞକାର୍ଯ୍ୟ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ମିଶ୍ର ଖଟାଲ ନିକଟସ୍ଥ ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ବାର୍ଷିକୋତ୍ସବ ସହ ଯଜ୍ଞକାର୍ଯ୍ୟ ସଂପନ୍ନ ହୋଇଯାଇଛି । ଏହି ଉତ୍ସବ ଗତ ୯ ତାରିଖରୁ ଆରମ୍ଭ ହୋଇ ଏହା ୪ଦିନ ଧରି ଚାଲିଥିଲା । ରାମେଶ୍ୱର ମହାଦେବ ମନ୍ଦିର କମିଟିର ସଭାପତି ଜଗନ୍ନାଥ
Read More...

ରାଉରକେଲାରେ ରେଳ ଡିଭିଜନ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଝାରସୁଗୁଡା ଗ୍ରସ୍ତ ଅବସରରେ ଉତ୍ତର ଓଡିଶା ରେଳ ସମନ୍ବୟ ସମିତି ଓ ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟି ତରଫରୁ ଝାରସୁଗୁଡା ସର୍କିଟ ହାଉସ୍‌ଠାରେ ବିଭିନ୍ନ ଦାବୀ ନେଇ ସ୍ମାରକପତ୍ର ମାନ ପ୍ରଦାନ କରାଯାଇଛି ।
Read More...

ରାଉରକେଲାର ସମ୍ବର୍ଦ୍ଧନା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ନାଟ୍ୟକଳା ପ୍ରତି ସମର୍ପିତ ୨୪ଗୋଟି ନାଟ୍ୟସଂସ୍ଥା (ରଂଗମଂଚ, ପ୍ରୟାସ, ସ୍ପନ୍ଦନ, ସଂପର୍କ, ସଂ କଳ୍ପ, ମହୁମାଛି, ପ୍ରତିଧ୍ବନି, ସ୍ବସ୍ତି ଝଙ୍କୃତ, ନ୍ୟୁ କ୍ବେଷ୍ଟ ରିପୋର୍ଟରୀ, କଳାକାର ଏକତା ମଂଚ, ବିଲିଭର, ଆମେ ନାଟୁଆ, ସାରନା ନବଯୁବକ ସଂଘ, କଲଚରାଲ
Read More...

ଛେଣ୍ଡ ପବ୍ଲିକ୍ ସ୍କୁଲରେ ଆତ୍ମରକ୍ଷା ଶିବିର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ପବ୍ଲିକ୍ ସ୍କୁଲ ଓ ଲାୟନ୍ସ କ୍ଲବ ରାଉରକେଲାର ମିଳିତ ଆନୁକୂଲ୍ୟରେ ଏକ ସପ୍ତାହ ବ୍ୟାପି ଆତ୍ମରକ୍ଷା କୌଶଳ ଶିବିର ବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଶିବିର ଆସନ୍ତା ୧୪ତାରିଖ ପର୍ୟ୍ୟନ୍ତ ଚାଲିବ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ରାଉରକେଲା ଷ୍ଟିଲ ମଜଦୁର ୟୁନିୟନର ନିର୍ବାଚନୀ ଇସ୍ତାହାର ଘୋଷଣା

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ନଭେମ୍ବର ୧୫ ତାରିଖରେ ହେବାକୁ ଥିବା ଇସ୍ପାତ କାରଖାନାର ସ୍ବୀକୃତି ନିର୍ବାଚନରେ ଏଆଇଟିୟୁସି ସହ ବନ୍ଧିତ ରାଉରକେଲା ଷ୍ଟିଲ ମଜଦୁର ୟୁନିୟନ ହାତୁଡି ଚିହ୍ନରେ ନିର୍ବାଚନ ଲଢୁଛି । ଏଥିପାଇଁ ତାର ନିଜସ୍ୱ କାର୍ୟ୍ୟାଳୟ ସେକ୍ଟର ୫ଠାରେ ତାର ନିର୍ବାଚନୀ
Read More...

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ସମ୍ବର୍ଦ୍ଧନା ଓ ବଂଧୁ ମିଳନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟି ତରଫରୁ ସେକ୍ଟର ୩ଖଡ୍ଗ ଭବନଠାରେ ସମ୍ବର୍ଦ୍ଧନା ଓ ବଂଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଯଦୁମଣି ସ୍ବାଇଁଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ଶଶଧର
Read More...

ସହିତ୍ୟ ସର୍ବଦା ଜନମାନସରେ ହିତ ସାଧନ କରିଥାଏ

ରାଉରକେଲା, (କେପିଏନ୍‌ଏସ୍‌) : ବେଦବ୍ୟାସ ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସାରନଗରୀ ସ୍ଥିତ ଗୋପବନ୍ଧୁ ପ୍ରଗତି ପରିଷଦ ସଭାଗୃହ ପରିସରରେ ଅନୁଷ୍ଠାନର ସଭାପତି ହରିହର ବେହେରାଙ୍କ ଅଧ୍ୟକ୍ଷତାରେ 'ବେଦବ୍ୟାସ ପାର୍ବଣ ସଂଖ୍ୟା' ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ବରିଷ୍ଟ
Read More...

ଉତ୍କଳ ସାଂସ୍କୃତିକ ପରିଷଦର ବୋଇତବନ୍ଦାଣ ପାଇଁ ପ୍ରସ୍ତୁତ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦର ଆନୁକୂଲ୍ୟରେ ୩୧ତମ ବୋଇତବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସେକ୍ଟର ୨ କମ୍ୟୁନିଟି ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କରୋନାକୁ ଦୃଷ୍ଟିରେ ରଖି ବୋଇତବନ୍ଦାଣ ଉତ୍ସବକୁ ପ୍ରତିକାତ୍ମକ ଭାବେ ଓ ନିରାଡମ୍ବର ରୂପେ
Read More...

‘ଦୀପାବଳିର ଦୀପଟିଏ ସହିଦଙ୍କ ପାଇଁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହାପି ମୋମେନ୍ଟସ୍ ଇଣ୍ଡିଆ ଓ ସେକ୍ଟର ୧୬ ଡିଏଭି ପବ୍ଲିକ୍ ସ୍କୁଲର ମିଳିତ ଆନୁକୂଲ୍ୟରେ 'ଦୀପାବଳିର ଦୀପଟିଏ ସହିଦଙ୍କ ପାଇଁ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଯଶବିନ୍ଦର କୌରଙ୍କ ଅଧ୍ୟକ୍ଷତା ଓ ହାପି ମୋମେନ୍ଟସ୍ ଇଣ୍ଡିଆର
Read More...