Browsing Tag

rourakela news

ସୁବର୍ଣ୍ଣରେଖାର ରଜତ ଜୟନ୍ତୀ ଆସନ୍ତା ଜାନୁଆରୀ ୧୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାର ଅନ୍ୟତମ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ 'ସୁବର୍ଣ୍ଣରେଖା'ର ରଜତ ଜୟନ୍ତୀ ଉପଲକ୍ଷେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ବ୍ୟାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣରେଖାର ସଭାପତି ମନୋରଞ୍ଜନ ଦାସଙ୍କ ସଭାପତିତ୍ୱ ଓ
Read More...

ସହରସେବା ସମିତିର ୧୦ମ ବାର୍ଷିକୋତ୍ସବ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହର ସେବା ସମିତିର ୧୦ମ ବାର୍ଷିକୋତ୍ସବ ହୋଟେଲ୍ ସୋଲାସଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱ ଓ ଶୈଳେନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ହମିରପୁରରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ "ଲଭ ଅଲ ସର୍ଭ ଅଲ"ର ପ୍ରତିଷ୍ଠାତା ଦୀପ୍ତିମୟୀ ଦାସଙ୍କ ଆବାହକତ୍ୱରେ ତଥା ପିଟରଲାର୍କ ଫାଉଣ୍ଡେସନର ସହଯୋଗରେ ହମିରପୁର ସ୍ଥିତ ବିବେକାନନ୍ଦ ଯୁବକ ସଂଘ କାର୍ଯ୍ୟାଳୟଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା
Read More...

ସ୍ୱରବ୍ରହ୍ମର ଗଜଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱରବ୍ରହ୍ମ ମ୍ୟୁଜିକ ଏକାଡେମୀ ତରଫରୁ ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଗଜଲ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ଭୁୟାଁ ଓ ପ୍ରିତିରାଣୀ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ ମଧୁସୂଦନ ଚୌଧୁରୀ ଓ ସମାଜସେବୀ ଝରଣା
Read More...

ବରିଷ୍ଠ ନାଗରିକ ସଂଘ ତରଫରୁ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ନବକୃଷ୍ଣ ନଗରର ବରିଷ୍ଠ ନାଗରିକ ସେବା ମଞ୍ଚ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଏକଶହ ବାଇଶିତମ ଜୟନ୍ତୀ ପୂର୍ବତନ ରାଉରକେଲା ଶିକ୍ଷା ସୋସାଇଟି, ନବକୃଷ୍ଣ ନଗରଠାରେ ପାଳନ କରାଯାଇଛି । ସଭାରେ ସଂଗଠନର ସାଧାରଣ
Read More...

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ନଦୀ ଘାଟ ସଫେଇ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗରକୁ କୋଏଲ ଓ ବ୍ରାହ୍ମଣୀ ନଦୀର ବରଦାନ ସ୍ୱରୂପ ଏଠାକାର ବାସିନ୍ଦାମାନଙ୍କୁ ଅନେକ ସୁନ୍ଦର ସୁନ୍ଦର ନଦୀତୁଠ ମିଳିଛି । ସେଥିରୁ ପ୍ରମୁଖ ନଦୀ ତୁଠ ବା ଘାଟ ଭାବରେ 'ପାନପୋଷ ଓ ବୈକୁଣ୍ଠ' ଘାଟ ଦ୍ୱୟ ଅନ୍ୟତମ । ଏହାର ଉପଯୋଗୀତା ପ୍ରାୟ ସମସ୍ତ
Read More...

ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜନୀତି ବିଷାରଦ, ସାମ୍ବାଦିକ ଓ ସାହିତ୍ୟ ତ୍ରିବେଣୀଧାରା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ ସେକ୍ଟର ୫ ଗୁଣ୍ଡିଚା ମନ୍ଦିରଠାରେ ପାଳିତ ହୋଇଯାଇଛି । ସୁନ୍ଦରଗଡ ସାଂସଦ ତଥା
Read More...

ଲେଖାଲେଖିର ୧୦ମ ସାହିତ୍ୟ ମେଳା ଅନୁଷ୍ଠିତ

ଆତ୍ମାର ସ୍ୱଚ୍ଛତା କବିତାର ଚରିତ୍ର : ଅପର୍ଣ୍ଣା ମହାନ୍ତି ରାଉରକେଲା, (ସସ୍ମିତା ପ୍ରଧାନ) : ଆତ୍ମାର ସ୍ୱଚ୍ଛତା କବିତାର ଚରିତ୍ର । ଯେଉଁ ସୃଷ୍ଟି କିଛି ସମୟ ପାଇଁ ମନକୁ ଆନ୍ଦୋଳିତ କରେ ସେ ଭଲ କବିତା ବୋଲି ଲେଖାଲେଖି ୧୦ମ ସାହିତ୍ୟ ମେଳାରେ ଅତିଥିମାନେ ମତପ୍ରକାଶ କରିଥିଲେ ।
Read More...

ହନୁମାନ ମନ୍ଦିରରେ ପ୍ରସାଦ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ କୋଏଲନଗର ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିରଠାରେ ପ୍ରସାଦ ବିତରଣ କରାଯାଇଥିଲା । ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁ ମନ୍ଦିର ପରିସରରେ ମୁରୁଜ ପକାଇବା ସହ ଉଭୟ ପୁରୁଷ ଓ ମହିଳା ଭକ୍ତମାନେ ଭଜନ କୀର୍ତ୍ତନରେ
Read More...

ଓଡିଶା ସାଂସ୍କୃତିକ ପରିଷଦ ପୁନେ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ବାହାରେ ରହୁଥିବା ଓଡିଆମାନଙ୍କ ମଧ୍ୟରେ ଓଡିଆ ସଂସ୍କୃତିର ଜାଗରଣ, ପ୍ରୋତ୍ସାହନ, ପ୍ରଚାର ପ୍ରସାର ଓ ବନ୍ଧୁତ୍ୱର ବିକାଶ ଓ ନିଃସ୍ବାର୍ଥପର ସେବା ପାଇଁ ସୃଷ୍ଟି ହୋଇଥିବା ଓଡିଶା ସାଂସ୍କୃତିକ ପରିଷଦ ପୁନେ(ପୂର୍ବ) ପକ୍ଷରୁ ବୋଇତବନ୍ଦାଣ ଉତ୍ସବ
Read More...