Browsing Tag

rourakela news

ଓଡିଶା ନାଟ୍ୟ ସଂଘର ୩୫ତମ ସ୍ୱନକ୍ଷତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ନାଟ୍ୟ ସଂଘର ୩୫ତମ ସ୍ୱନକ୍ଷତ୍ର ଦିବସ ଭଞ୍ଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସୁନ୍ଦରଗଡ ଜିଲ୍ଲା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ଭାସ୍କର ଚନ୍ଦ୍ର ମହାପାତ୍ର
Read More...

ସହୀଦ ପରିବାରକୁ ଉଦାହରଣ ତରଫରୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ନବଗଠିତ ସାମାଜିକ ଅନୁଷ୍ଠାନ ଉଦାହରଣ ତରଫରୁ ଭଞ୍ଜଭବନ ଠାରେ ସହୀଦ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉଦାହରଣ ଅନୁଷ୍ଠାନର ସଭାପତି ସିଆରପିଏଫ ଡିଆଇଜି ଦୟାନିଧି ତନ୍ତିଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିମଳ ବିଶିଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ଜଗନ୍ନାଥ ଜାଗରଣ ମଂଚର ସହିଦ ପ୍ରଦୀପ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଫର୍ଟିଲାଇଜର ଓ ସହୀଦ ପ୍ରଦୀପ ପଣ୍ଡାଙ୍କ ପରିବାର ତରଫରୁ ସହୀଦ ପଣ୍ଡାଙ୍କ ଜନ୍ମଦିନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତି ଯୋଗ
Read More...

କିସାନ ସମାଜର ପ୍ରତିଷ୍ଠାତାଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକର ବଲଣ୍ଡା ନିବାସୀ ପାଣୁ ମାଝୀ(୮୫)ଙ୍କ ଆଜି ବିୟୋଗ ଘଟିଛି । କିସାନ ସମାଜ ସଂଗଠନର ସେ ଅନ୍ୟତମ ପ୍ରତିଷ୍ଠାତା ତଥା ବନବାସୀ କଲ୍ୟାଣ ଆଶ୍ରମର ପୂର୍ବତନ ସଭାପତି ଥିଲେ । ଆଜି ବୁର୍ଲା ମେଡିକାଲ୍‌ରେ ତାଙ୍କର ଦେହାନ୍ତ ହେବା ପରେ ତାଙ୍କ ପାର୍ଥିବ
Read More...

ଜାତୀୟ ‘ହୋ’ ଯୁବକ ସମ୍ମିଳନୀ ୨୦୨୨ ନଭେମ୍ବର ୫ ଏବଂ ୬ରେ ହେବା ନେଇ କେନ୍ଦ୍ରୀୟ କମିଟିର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ 'ହୋ' ଯୁବ ସମ୍ମିଳନୀ (ଦିସୁମ୍ ହୋ ଯୁଏନ୍ ଯୁମୁର-ଏନଏଚୱାଇଏନ) ଆସନ୍ତା ନଭେମ୍ବର ମାସ ୫ ଓ ୬ ତାରିଖରେ ରାଉରକେଲା ହୋ ଯୁବ ଗୋଷ୍ଠୀ ପକ୍ଷରୁ ଆୟୋଜନ ହେବ ବୋଲି ନିଷ୍ପତ୍ତି ହୋଇଛି । ରାଉରକେଲାର ସେକ୍ଟର-୨ ଠାରେ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ
Read More...

ରାଉରକେଲା ମହାବିଦ୍ୟାଳୟରେ ପଞ୍ଚସୂତ୍ରୀ ସ୍ୱଚ୍ଛତା କାର୍ଯ୍ୟ ଯୋଜନା ସଂପର୍କିତ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ 'ରାଉରକେଲା କଲେଜ'ରେ ସ୍ୱାସ୍ଥ୍ୟ ସ୍ୱଚ୍ଛତା ଏବଂ ପାନୀୟ ଜଳ ବିଭାଗ ତରଫରୁ ଅଧ୍ୟାପକ ଅଜିତ ବେକ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାତ୍ମାଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ଶିକ୍ଷା ପରିଷଦ ସହଯୋଗରେ 'ପଞ୍ଚସୂତ୍ରୀ ସ୍ୱଚ୍ଛତା କାର୍ଯ୍ୟ
Read More...

ସମ୍ପର୍କର ‘ନାଟ୍ୟ ପ୍ରବନ୍ଧ ମାନସ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସମ୍ପର୍କ ସପ୍ତାହକ ଭିତରେ ଦୁଇ ଦୁଇଟି ଅପୂର୍ବ ସଫଳତାର ସିଢି ଆରୋହଣ କରିବା ସହିତ ରାଉରକେଲାକୁ ଗୌରବାନ୍ୱିତ କରିଛି । ସମ୍ପର୍କର ପ୍ରାଣ ପ୍ରତିଷ୍ଠାତା ନାଟ୍ୟକାର, ନିର୍ଦ୍ଦେଶକ, ଅଭିନେତା ତଥା ନାଟ୍ୟଚର୍ଚ୍ଚା
Read More...

ଗୁଣ୍ଡୁଚି ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସ୍ୱେଚ୍ଛାସେବୀ ସେବାଧର୍ମୀ ଅନୁଷ୍ଠାନ ଗୁଣ୍ଡୁଚି ପକ୍ଷରୁ ଗରିବ ଲୋକଙ୍କ ପାଇଁ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ବାସନ୍ତୀ କଲୋନୀ ସ୍ଥିତ ଅତିଥି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରକ୍ତଚାପ, ମଧୁମେହ, ଇସିଜି ଆଦି ପରୀକ୍ଷାମାନ
Read More...

ପ୍ଲାନେଟ୍ ଆର୍ଥ ସୌରଶକ୍ତି ଆଧାରିତ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ୟୟବହୁଳ ବିଦ୍ୟୁତ ଶକ୍ତି ବ୍ୟବହାରକୁ ନିୟନ୍ତ୍ରଣ କରି ପରିବେଶ ସୁରକ୍ଷା ପାଇଁ ବିକଳ୍ପ ରୂପେ ସୌରଶକ୍ତି ପ୍ରକୃତିର ଆଶୀର୍ବାଦ ବୋଲି ଅବହିତ କରାଯାଇଛି । ସୂର୍ଯ୍ୟାଲୋକରୁ ବିଭିନ୍ନ ଉପାୟରେ ସୌରଶକ୍ତି ସଂଗ୍ରହ କରି ଦୈନନ୍ଦିନ ବ୍ୟବହାର ପାଇଁ ସ୍ୱଳ୍ପ
Read More...

ଫା ଫାଉଣ୍ଡେସନର ଉଦ୍‌ଘାଟନ ଓ ସେବା ପାଇଁ ମାରୁତି ଭ୍ୟାନ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଫା ଫାଉଣ୍ଡେସନ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ଶୁଭ ଉଦ୍‌ଘାଟନ ସହିତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଜନ ସଚେତନତା ସୃଷ୍ଟି ପାଇଁ ଫା ଫାଉଣ୍ଡେସନ ତରଫରୁ ଏକ ନୂତନ ମାରୁତି ଭ୍ୟାନକୁ ଲୋକାର୍ପିତ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା
Read More...