Browsing Tag

rourakela news

ଓଏଏସ୍ ପରୀକ୍ଷାରେ ରାଉରକେଲାର ସ୍ଥିତପ୍ରଜ୍ଞ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ୪୩ତମ ସ୍ଥାନ ହାସଲ କରିଛନ୍ତି ରାଉରକେଲାର ପୁଅ ସ୍ଥିତପ୍ରଜ୍ଞ ପତି । ରାଉରକେଲା ବାସନ୍ତୀ କଲୋନୀର ବାସିନ୍ଦା ଶରତ କୁମାର ପତି ଓ ମଞ୍ଜୁଲତା ପତିଙ୍କ ଏକମାତ୍ର ପୁତ୍ର ସ୍ଥିତପ୍ରଜ୍ଞ
Read More...

ହାପି ମୋମେଣ୍ଟସ ପକ୍ଷରୁ ସମ୍ବଲପୁରୀ ଦିନ୍‌ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ରାଉରକେଲା କ୍ଲବଠାରେ ସମ୍ବଲପୁରୀ ଦିନ ପାଳନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କୃଷ୍ଣଚନ୍ଦ୍ର ତ୍ରିପାଠୀ,
Read More...

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ପକ୍ଷରୁ ସମ୍ବଲପୁରୀ ଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସମ୍ବଲପୁରୀ ଦିନ ପାଳନ ତଥା ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅବସରରେ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ
Read More...

ବାଳସୁଧାର ଗୃହରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ବାଳସୁଧାର ଗୃହଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଅନ୍ତେବାସୀଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହା ସହିତ ଦୁଇଟି ସିଲେଇ ମେସିନ ପ୍ରଦାନ କରାଯାଇ ତଥା ଷ୍ଟିଲ ସିଟି ତରଫରୁ ଏକ ସିଲେଇ
Read More...

ହମ୍ ନିଶାଦର ୨୬ତମ ‘ଶାମ୍‌ ଇ ରଫି’ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କିମ୍ବଦନ୍ତୀ ଗାୟକ ମହମ୍ମଦ ରଫିଙ୍କୁ ସମ୍ମାନ ଜଣାଇ ତାଙ୍କ ଉଦ୍ଦେଶ୍ୟରେ ସଂଗୀତ ଅନୁଷ୍ଠାନ ହମ୍ ନିଶାଦ ତରଫରୁ ୨୬ତମ ସ୍ୱତନ୍ତ୍ର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ହମ୍ ନିଶାଦର ନିର୍ଦ୍ଦେଶକ ଡଃ ସଂଚିତା ଚୌଧୁରୀ ଓ
Read More...

ବଂଧୁତ୍ୱର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଓ ୧୯୭୭ ବ୍ୟାଚର ବଂଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୪ ଇସ୍ପାତ ଉଚ୍ଚ ବିଦ୍ୟାଳୟ ଓ ଇସ୍ପାତ ଶିକ୍ଷା ସଦନରେ ୧୯୭୭ ବ୍ୟାଚ ମାଟ୍ରିକ ପଢୁଥିବା ଛାତ୍ରଛାତ୍ରୀଙ୍କ ବଂଧୁତ୍ୱର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବଂଧୁମିଳନ ଓ ଭାବ ବିନିମୟ କାର୍ଯ୍ୟକ୍ରମ ସଂପ୍ରତି ସେକ୍ଟର ୧୪ ଦିଲ୍ଲୀ ପବ୍ଲିକ୍ ସ୍କୁଲର
Read More...

ପ୍ରୋ ସିଜିନ ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଲଦାର ୟୁନାଇଟେଡ ସ୍ପୋର୍ଟସ କ୍ଲବ ଦ୍ୱାରା ପ୍ରୋ ସିଜିନ ନକ୍‌ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜଲଦା ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସମାଇ ସୋରେନଙ୍କ ସଭାପତିତ୍ୱ ତଥା ମଂଚ ସଂଯୋଜନାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ
Read More...

୧୯୮୩ ବରିଷ୍ଠ ବ୍ୟାଚର ଭାବ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ହାଇସ୍କୁଲରେ ପାଠ ପଢିଥିବା ୧୯୮୩ ବ୍ୟାଚ (ବରିଷ୍ଠ ବିଭାଗ)ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ବଂଧୁ ନିଜ ନିଜର ପୁରୁଣା ସ୍ମୃତିକୁ ରୋମନ୍ଥନ କରିବା ସହ ପରସ୍ପର ମଧ୍ୟରେ
Read More...

ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ପଥପ୍ରାନ୍ତ କବିତା ପାଠୋତ୍ସବ, ଅଗଷ୍ଟ ୨୦ ମହାକନଭେନସନକୁ ସଫଳ କରିବାକୁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରଗତିଶୀଳ କବିମାନଙ୍କୁ ନେଇ ଏକ ପଥପ୍ରାନ୍ତ କବିତା ପାଠୋତ୍ସବ ଭଞ୍ଜ ଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ନାଗରିକ ସୁରକ୍ଷା କମିଟି ଉପସ୍ଥାପିତ କରିଥିବା ସୁନ୍ଦରଗଡ଼
Read More...

ଅନ୍ୱେଷାର ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ କଳ୍ପତରୁ ଆଶ୍ରମଠାରେ ସାମୁହିକ ଜନ୍ମ ଦିବସ ପାଳନ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବନମାଳି କର, ସାମ୍ବାଦିକ ତଥା
Read More...