Browsing Tag

rourakela news

ରୋହିତ ଯୋଶେଫ ତିର୍କିଙ୍କ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ବିଜେଡିର ରୋହିତ ଯୋଶେଫ ତିର୍କିଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ତିର୍କୀ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ମୋର ବିଜେଡ଼ିରେ ଯୋଗଦାନ ନେଇ ମୋ
Read More...

ଇନ୍‌ଫାଇନାଇଟ୍ ଲଭ୍ ଏକାଡେମୀର ସାମ୍ବାଦିକ ସମ୍ମିଳନୀ : ରେକିର କାର୍ଯ୍ୟକ୍ରମ ଆସନ୍ତା ୧୪ରେ ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାନସିକ ଶାନ୍ତି ଓ ସୁସ୍ଥ ଜୀବନ ପାଇଁ ଗଠିତ ହୋଇଥିବା ଇନ୍‌ଫାଇନାଇଟ୍ ଲଭ୍ ଏକାଡେମୀ ସମୂହ ଚେତନା ସଶକ୍ତିକରଣ ଆରୋଗ୍ୟ ଶକ୍ତିପାତ କାର୍ଯ୍ୟକ୍ରମ ଆସନ୍ତା ୧୪ତାରିଖ ଦିନ ସ୍ଥାନୀୟ ଭଞ୍ଜଭବନଠାରେ ଆୟୋଜନ କରିବାକୁଯାଉଛି । ଏ ସମ୍ପର୍କରେ ରାଉରକେଲା କ୍ଲବ୍‌ଠାରେ
Read More...

ରାଷ୍ଟ୍ରୀୟ ନବବର୍ଷ ପାଳନ ଆସନ୍ତା ୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ନବବର୍ଷ ଆୟୋଜନ ସମିତି ସେକ୍ଟର ୨ ଆନୁକୂଲ୍ୟରେ ଚଳିତ ବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦା ଆସନ୍ତା ୯ ତାରିଖ ଦିନ ଦ୍ୱିତୀୟ ଥର ପାଇଁ ହିନ୍ଦୁ ନବବର୍ଷ ପାଳନ କରିବାକୁ ଯାଉଛି । ଏନେଇ ସେକ୍ଟର ୨ ଏନ୍‌ଏସି ମାର୍କେଟ ସ୍ଥିତ ରାଧାକୃଷ୍ଣ ମନ୍ଦିର
Read More...

ଏକତ୍ର ଓ ଓଡ଼ିଶା ନାଟ୍ୟ ସଂଘର ଆଲୋଚନାଚକ୍ର : ନାଟକ ବାସ୍ତବଧର୍ମୀ ହେଲେ ତାହା ସମାଜର ସେତୁ ପାଲଟିଯାଇଥାଏ

ରାଉରକେଲା, (ସସ୍ମିତା ପ୍ରଧାନ) : ନାଟକ ବାସ୍ତବଧର୍ମୀ ହେଲେ ତାହା ସମାଜର ସେତୁ ପାଲଟିଯାଇଥାଏ । ନାଟକରେ ଆତ୍ମବୋଧ ରହିଲେ ନାଟକ ଗ୍ରହଣୀୟ ହୋଇଥାଏ ବୋଲି ଏକତ୍ର ଓ ଓଡ଼ିଶା ନାଟ୍ୟ ସଂଘର ଆଲୋଚନାଚକ୍ରରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ବିଶ୍ୱ ନାଟକ ଦିବସ ପରୀପ୍ରେକ୍ଷୀରେ ଓଡ଼ିଶା ନାଟ୍ୟ
Read More...

ଜିଏସ୍‌ଏଚ୍‌ଇଆର ଆଣିଛି ସ୍ୱୟଂ ସେବା କେନ୍ଦ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଗରୁ ଭଲ ହେବା ପାଇଁ ମଣିଷ ବିଭିନ୍ନ ଔଷଧ ଉପରେ ନିର୍ଭର କରୁଛି । ଶରୀର ସୁସ୍ଥ ରହିଲେ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ । ତେବେ ଜୀବନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ରାଉରକେଲାର ଜଣାଶୁଣା ପ୍ରତିଷ୍ଠିତ ଡାକ୍ତର ବିଶ୍ୱଜିତ ମହାପାତ୍ର ଏକ ଟ୍ରଷ୍ଟ
Read More...

ଦି ହ୍ୟୁମାନିଟି ଫାଉଣ୍ଡେସନର ଶ୍ରଦ୍ଧା ଆଶ୍ରମରେ ଉତ୍କଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦି ହ୍ୟୁମାନିଟି ଫାଉଣ୍ଡେସନର ଉତ୍କଳ ଦିବସ ସେକ୍ଟର ୧୬ ଶ୍ରଦ୍ଧା ଅନୁଷ୍ଠାନରେ ପାଳିତ ହୋଇଯାଇଛି । ଫାଉଣ୍ଡସନର ପ୍ରତିଷ୍ଠାତା ଦୀପ୍ତି ସୁନ୍ଦରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର
Read More...

ତିନି ଦିନିଆ ଜାତୀୟ କରାଟେ ଚାମ୍ପିୟାନ୍‌ସିପ୍‌ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଭଞ୍ଜଭବନଠାରେ ତିନି ଦିନିଆ ଜାତୀୟ ଫୁଲ୍ କଣ୍ଟାକ୍‌ଟ୍‌ କରାଟେ ଚାମ୍ପିୟାନ୍‌ସିପ୍‌ ୨୦୨୪ ଆରମ୍ଭ ହୋଇଯାଇଛି । ଏହି ଚାମ୍ପିୟାନ୍‌ସିପ୍‌ର ଆବାହକ ସନ୍ତୋଷ ତନ୍ତୀ ସେନସାଇଙ୍କ ଆବାହକତ୍ଵ ତିଳୋତ୍ତମା ମିତ୍ରଙ୍କ ସଂଯୋଜନା, ଅନୁଷ୍ଠାନର ସୁପ୍ରିମ ଜଜ୍
Read More...

ସଂପର୍କ ଆୟୋଜିତ ବିଶ୍ୱ ନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ୨୦୨୪ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ୍‌ ସର୍କଲଠାରେ ସଂପର୍କ ଆୟୋଜିତ ପାଞ୍ଚଦିନିଆ ଜାତୀୟ ନାଟକ ମହୋତ୍ସବ -୨୦୨୪ ଉଦ୍‌ଯାପିତ ହୋଇଯାଇଛି । ରିମ୍‌ସ ରାଉରକେଲାର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ ଏହି ଉଦ୍‌ଯାପନୀ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ
Read More...

ଗରିମା ପରିବାରର ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ମହିଳା ଅନୁଷ୍ଠାନ ଗରିମା ପରିବାର ତରଫରୁ ଷଷ୍ଠ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ମାସ ୨ତାରିଖ ଦିନ ସନ୍ଧ୍ୟା ୬ଟା ସମୟରେ ଭଞ୍ଜଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏନେଇ ସେକ୍ଟର୍‌ ୨ ସାହାନାଇ ମଣ୍ଡପଠାରେ ଆୟୋଜିତ ଏକ
Read More...

ମଧୁବୈଶ୍ୟ ସମାଜର ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ଗଣେଶ ମନ୍ଦିର ପରିସରରେ ମଧୁବୈଶ୍ୟ ସମାଜର ୪୫ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଇସ୍ପାତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଭବାନୀ ଶଙ୍କର ଚନ୍ଦେଲ ମୁଖ୍ୟଅତିଥି ଭାବେ ଯୋଗଦେଇ ମଧୁବୈଶ୍ୟ ସମାଜର ବିିଭିନ୍ନ ସମାଜ
Read More...