ମା’ ପାଟଣେଶ୍ୱରୀ କ୍ଲବ ଏବଂ ନେହେରୁ ଯୁବକ କେନ୍ଦ୍ର ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର କଶୃପାଲି ଗାଁ ମା' ପାଟଣେଶ୍ୱରୀ କ୍ଲବ କଶୃପାଲି ଏବଂ ନେହେରୁ ଯୁବକ କେନ୍ଦ୍ରର ମିଳିତ ଉଦ୍ୟମରେ ଗତକାଲି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୫୦ରୁ ଅଧିକ ଚାରା ରୋପଣ କରାଯାଇଥିବା ବେଳେ ଏହି!-->…
Read More...
Read More...