ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିଲା ବୈଦେଶିକ ବ୍ୟାପାର…
● ଗତ କିଛି ମାସ ଧରି ନିଯୁକ୍ତିଦାତାଙ୍କ ଦ୍ୱାରା ଏହି ଶ୍ରମିକମାନେ ଅକଥନୀୟ ଯାତନାର ସମ୍ମୁଖିନ ହେଉଥିଲେ● ଏନଏଚଆରସି ୨୦ ଫେବୃଆରୀ ୨୦୨୬ରେ ମନ୍ତ୍ରଣାଳୟକୁ ପତ୍ର ଲେଖିବା ପରଦିନ ୪ ଜଣ ଶ୍ରମିକ ସ୍ୱଦେଶ ଫେରିଥିଲେ● ନିଯୁକ୍ତିଦାତା ସେମାନଙ୍କର ଭାରତ ପ୍ରତ୍ୟାବର୍ତ୍ତନ ଖର୍ଚ୍ଚ ବହନ କରିଥିଲା●!-->…
Read More...
Read More...