ପାଟଣାଗଡ଼ ପାଇଁ ସରୋଜଙ୍କୁ ମିଳିଲା ବିଜେଡ଼ି ବିଧାୟକ ଟିକେଟ୍
ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ହେଲେ ବିଧାୟକ ସରୋଜ କୁମାର ମେହେର । ଗତ ନିର୍ବାଚନରେ ଦୀର୍ଘ ଦିନରୁ ବିଜେପିର ଗଡ଼ ଭାବେ ପରିଚିତ ପାଟଣାଗଡ଼ ଆସନରେ ବିଜେଡ଼ି ପକ୍ଷରୁ ନିର୍ବାଚନ ମଇଦାନକୁ ଓହ୍ଲାଇ ବାଜିମାତ୍ କରିଥିଲେ ସରୋଜ । ବିଜେପିର ଛାମୁଆ!-->…
Read More...
Read More...