Browsing Tag

patanagarh news

ତମିଆଁରେ ବନମହୋତ୍ସବ

ପାଟଣାଗଡ, (ଗୋରେଖନାଥ ବରିହା) : ଗଛ ମଣିଷ ତ୍ରିଲୋଚନ ସାହୁଙ୍କ ଅଧ୍ୟକ୍ଷତାରେ ସରସ୍ଵତୀ ଶିଶୁ ମନ୍ଦିର, ତମିଆଁ ପରିସରରେ ୭୩ ତମ ବନ ମହୋତ୍ସବ ପାଳନ ହୋଇ ଯାଇଛି । ଭାଇ ଭଉଣୀ, ଗୁରୁଜୀ ଗୁରୁମାଙ୍କ ସହ ବନ ବିଭାଗ ଅଧିକାରୀ ମିଶି ବିଭିନ୍ନ ପ୍ରକାର କାଜୁ, ଛତିଆନା, ବଉଳ, ଚାକୁଣ୍ଡା, ଅଁଳା ଏହି
Read More...

କୃଷି ବୀମା ରାଶି ପ୍ରଦାନ ଓ ଖପ୍ରାଖୋଲ ପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ପାଇଁ ଖପ୍ରାଖୋଲ ପଞ୍ଚାୟତ…

ପାଟଣାଗଡ, (ଗୋରେଖ ନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତର କୃଷି ବୀମା ରାଶିକୁ ବୀମା କମ୍ପାନୀ ସ୍ଥଗିତ ରଖିଛି । ଏହାକୁ ପଞ୍ଚାୟତର ଚାଷୀ ବିରୋଧ କରି ସୋମବାର ଦିନ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ୫ ଦଫା ସମ୍ବଳିତ ଏକ ଦାବୀପତ୍ର
Read More...

ଫଟାମୁଣ୍ଡାରେ ବନମହୋତ୍ସବ ପାଳନ

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : ପାଟଣାଗଡ ବନବିଭାଗ ଓ କୋସଲି ଡେରା ପାଟଣାଗଡ ତରଫରୁ ଫଟାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବନମହୋତ୍ସବ ପାଳିତ ହୋଇଯାଇଛି । ପାଟଣାଗଡ ବନାଞ୍ଚଳ ରେଞ୍ଜ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶି ଓ ଫଟାମୁଣ୍ଡା ସରପଞ୍ଚ ଶ୍ରୀମତି ଋତୁମ୍ଭରା ନାଏକ ଅତିଥି ଭାବେ ଯୋଗ
Read More...

ପାଟଣାଗଡ ବନବିଭାଗ ପକ୍ଷରୁ ୭୩ତମ ବନ ମହୋତ୍ସବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବନବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ୭୩ତମ ବନ ମହୋତ୍ସବ ପାଟଣାଗଡ଼ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ସୋମବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୁପେ ରେଞ୍ଜ ଅଧିକାରୀ ଆନନ୍ଦ
Read More...

ପାଟଣାଗଡ ଉପଜିଲ୍ଲାପାଳ ସାଜିଲେ ଶିକ୍ଷକ

ଗୁଣାତ୍ମକ ଶିକ୍ଷା ଆରୋହଣ ସାଙ୍ଗକୁ ଗୁଣାତ୍ମକ ଆଚରଣ ଆବଶ୍ୟକ : ଉପଜିଲ୍ଲାପାଳ ଶ୍ରୀ ସେଠୀ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ନୋଡାଲ ବିଦ୍ୟାଳୟର ଏକ ସଭାକୁ ଶନିବାର ଦିନ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ
Read More...

ଖପ୍ରାଖୋଲ ନୋଡାଲ ବିଦ୍ୟାଳୟଠାରେ ଗୋପବନ୍ଧୁ ଦାସଙ୍କ ୯୪ ତମ ପୁଣ୍ୟତିଥି ଅବସରରେ ସେବା ଓ ସେବକ ସପ୍ତାହ ପାଳନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ନୋଡାଲ ବିଦ୍ୟାଳୟଠାରେ ଗୋପବନ୍ଧୁ ଦାସଙ୍କ ୯୪ ତମ ପୁଣ୍ୟତିଥି ଅବସରରେ ସେବା ଓ ସେବକ ସପ୍ତାହ ପାଳନ ହୋଇ ଯାଇଛି । ସମାଜ ଖବର କାଗଜ ବ୍ଲକ ପ୍ରତିନିଧି ଇଂରାଜୀ ଅଧ୍ୟାପକ ବଳଭଦ୍ର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ
Read More...

ଦୁଇ ବର୍ଷ ପରେ ସହସ୍ରାଧିକ ଭକ୍ତଙ୍କ ମେଳରେ ହର୍ଷୋଲ୍ଲାସରେ ପାଳିତ ହେଲା ପାଟଣାଗଡ଼ ରଥଯାତ୍ରା

ପାଟଣାଗଡ଼, (ଗୋରେଖନାଥ ବରିହା) : ମହାମାରୀ କରୋନା ଯୋଗୁଁ ଦୁଇବର୍ଷ ପର୍ଯ୍ୟନ୍ତ ବିନା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ରଥଯାତ୍ରା ହୋଇଥିଲା । ତେବେ ଦୁଇବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି ।
Read More...

ଖପ୍ରାଖୋଲ ବନବିଭାଗ ପକ୍ଷରୁ ୭୩ ତମ ବନ ମହୋତ୍ସବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସଦର ମହକୁମାଠାରେ ବନବିଭାଗ ଓ ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମରେ ୭୩ତମ ବନ ମହୋତ୍ସବର ପ୍ରଥମ ଦିବସରେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ହରିଶଙ୍କର ଉଦ୍ୟାନ କୃଷି ଫାର୍ମ ଠାରେ କୃଷି ମେଳା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଉଦ୍ୟାନ କୃଷି ଫାର୍ମ ହରିଶଙ୍କର ଠାରେ ବଲାଙ୍ଗିର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ଉଦ୍ୟମରେ ତୃତୀୟ ପର୍ଯ୍ୟାୟ କୃଷି ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ
Read More...

ଲାୟନ ଭୋକେସନାଲ ପବ୍ଲିକ ସ୍କୁଲଠାରେ ବଜ୍ରପାତରେ ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଏନ୍‌ଏସି ଅନ୍ତର୍ଗତ ଲାୟନ ଭୋକେସନାଲ ପବ୍ଲିକ ସ୍କୁଲଠାରେ ସ୍କୁଲ କୋଠା ନିର୍ମାଣ କରୁଥିବା ସମୟରେ ବଜ୍ରପାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତ ଶ୍ରମିକ ଜଣକ ୭ ନମ୍ବର ୱାର୍ଡ ବଡପଡାର ଲିଙ୍କନ
Read More...