ପାଟଣାଗଡ଼ ଅମୃତ କଳସ ଅଳଙ୍କାର ଦୋକାନରୁ ସ୍ପଷ୍ଟ ଦିବାଲୋକରେ ଡକାୟତି ଅଭିଯୋଗ : ଦେଢ କେଜି ସୁନା ଓ ୬୦ ହଜାର ଟଙ୍କା…
ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ସହର ମଝିରେ ଦିନ ଦ୍ୱିପ୍ରହରରେ ତଥା ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଡକାୟତ କରି ଲୁଟି ନେଲେ ଦେଢ କେଜି ସୁନା ଏବଂ ୬୦ ହଜାର ଟଙ୍କା । ସୂଚନା ଅନୁସାରେ ଆଜି ଅପରାହ୍ନ ୪ଟା ସମୟରେ ୬ ଜଣ ଡକାୟତ ଅମୃତ କଳସ ସୁନା!-->…
Read More...
Read More...