Browsing Tag

patanagarh news

ପାଟଣାଗଡ଼ରେ ଗନ୍ଧମାଳୀ ସମାଜର ଜିଲ୍ଲା ସ୍ତରୀୟ ଦ୍ଵିତୀୟ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ

ଗନ୍ଧମାଳୀ ସମାଜକୁ ଓବିସି ଭୁକ୍ତ କରିବାକୁ ଦାବୀଆଗାମୀ ଦିନରେ ଦାବୀ ପୂରଣ ନ ହେଲେ ଦୁର୍ବାର ଆନ୍ଦୋଳନ କରିବାକୁ ଚେତାବନୀ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ରାମପୁର ସ୍ଥିତ ରାମେଶ୍ଵର ବାବା ମନ୍ଦିର ପ୍ରାଙ୍ଗଣଠାରେ ଗନ୍ଧମାଳୀ ସମାଜର ଜିଲ୍ଲା ସ୍ତରୀୟ ଦ୍ଵିତୀୟ କାର୍ଯ୍ୟକାରଣୀ
Read More...

ଚଙ୍ଗରିଆରେ ସୁନ୍ଦରାକାଣ୍ଡ ପାରାୟଣ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଚଙ୍ଗରିଆ ଗ୍ରାମରେ ଗଣେଶ ପୂଜା କମିଟିଙ୍କ ଆନୁକୂଲ୍ୟରେ ଏକ ଦିବସୀୟ ସୁନ୍ଦରାକାଣ୍ଡ ପାରାୟଣ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କଳସ ପାରାୟଣ ମଣ୍ଡପ ସ୍ଥାପନ ସହ
Read More...

କୋଶଳ ରାଜ୍ୟ ଗଠନ ଦାବୀରେ ପାଟଣାଗଡ଼ଠାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଭାରତ ସ୍ୱାଧୀନତା ପରେ କଲିଙ୍ଗ ରାଜ୍ୟରୁ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ନୀତି ଯୋଗୁଁ ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ମଧ୍ୟରେ ପାର୍ଥକ୍ୟ ଦେଖା ଦେଇଛି । ସବୁ କ୍ଷେତ୍ରରେ ପୂର୍ବାଞ୍ଚଳକୁ ସୁବିଧା ସୁଯୋଗ ଯୋଗାଇ
Read More...

ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ପାଟଣା : ଘଟଗାଁ ବ୍ଲକ ପିପିଳିଆ ସ୍ଥିତ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପାସ କରିଥିବା କଳା, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ସମସ୍ତ ପାସ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଅଧ୍ୟକ୍ଷ ନିରାକାର
Read More...

ଖପ୍ରାଖୋଲ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର : ପ୍ରସାର ପ୍ରଚାର ଅଭାବ ହେତୁ ଅସନ୍ତୋଷ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିରୁପମା
Read More...

ଧୂମାଭଟା ସାର୍ବଜନୀନ ଦୂର୍ଗାପୂଜାନୋତ୍ସବ ପାଇଁ ପ୍ରସ୍ତୁତି ବୈଠକ : ନୂତନ ପରିଚାଳନା କମିଟି ଗଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଧୂମାଭଟା ଗ୍ରାମରେ ଚଳିତ ବର୍ଷ ସାର୍ବଜନୀନ ଦୂର୍ଗାପୂଜାନୋତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୟାସାଗର ବୁଡେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୂର୍ଗାପୂଜା ମହୋତ୍ସବ ପାଇଁ କିପରି
Read More...

ବଡଉଡେନ ଗାଁରେ ମହାତ୍ମାଗାନ୍ଧୀ ଜାତୀୟ ସୁନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମରେ ଦୁର୍ନୀତି ଅଭିଯୋଗ

ଶ୍ରମିକ ଭାବେ କାମ କରୁନଥିବା ଲୋକଙ୍କ ଏକାଉଣ୍ଟରେ ଟଙ୍କା ପଡ଼ୁଥିବା ଅଭିଯୋଗ ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଦମାଇପାଲି ପଞ୍ଚାୟତ ବଡଉଡେନ ଗାଁରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାମରେ ଦୁର୍ନୀତି ହୋଇଥିବା ନେଇ ଶ୍ରମିକ ମାନେ
Read More...

ନିଆଁରା ଭାବେ ଗୁରୁଦିବସ ପାଳନ କଲେ ଗଛ ମଣିଷ ତ୍ରିଲୋଚନ ସାହୁ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ତମିଆଁ ଗ୍ରାମରେ ନିଆଁରା ଭାବେ ଗୁରୁଦିବସ ପାଳନ କଲେ ଗଛ ମଣିଷ ତ୍ରିଲୋଚନ ସାହୁ । ଶ୍ରୀ ସାହୁ ନିଜକୁ ଶିକ୍ଷାଦାନ କରିଥିବା ଗୁରୁମାନଙ୍କୁ ଗଛ ଉପହାର ଦେଇ ଗୁରୁ ଦିବସ ପାଳନ କରିଛନ୍ତି । ସେ ସମାଜକୁ ଏକ ନବ ବାର୍ତ୍ତା ଦେବା
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା : ଜଣେ ମୃତ, ୨ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଥାନା ଖପ୍ରାଖୋଲ ରାସ୍ତାର ବାଲିପଟା ଗାଁ ନିକଟ କୁକୁରଚବା ବ୍ରିଜ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହେବା ସହ ଅନ୍ୟ ୨ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । ମୃତ ବ୍ୟକ୍ତି ହେଲେ
Read More...

ରାଜ୍ୟସଭା ସାଂସଦଙ୍କ ହଠାତ ଇନ୍ଦୁପୁର ଆଶ୍ରମକୁ ପରିଦର୍ଶନ : ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ନୂଆଁଖାଇ ଛୁଟିରେ,…

ପାଟଣାଗଡ, (ଗୋରେଖନାଥ ବରିହା) : ମଣିଷର ଭବିଷ୍ୟତ ନିର୍ମାଣରେ ଶିକ୍ଷା ହିଁ ଚାବିକାଠି ଏବଂ ମଣିଷ ଗଢା କାରଖାନା ହିଁ ବିଦ୍ୟାଳୟ । ଆଜି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଅଚାନକ ପାଟଣାଗଡ଼ ବ୍ଲକ ଖୁର୍ସେଲ ପଞ୍ଚାୟତ ଇନ୍ଦୁପୁର କନ୍ୟାଶ୍ରମକୁ ପରିଦର୍ଶନ କରିଛନ୍ତି । ଆଶ୍ରମର ଛାତ୍ରଛାତ୍ରୀମାନେ
Read More...