Browsing Tag

patanagarh news

ସିହିନୀଠାରେ ନବନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ସିହିନୀ ଗ୍ରାମରେ ନବନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନଦୀରୁ ପାଣି ଆଣି ଶୁଭ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରତିଷ୍ଠା ମହୋତ୍ସବରେ ପାଟଣାଗଡ଼ ବିଧାୟକ
Read More...

ଜଲିଆ ପବିତ୍ର ପୀଠ ଖପରାଡୁଙ୍ଗୁରୀ ସ୍ଥିତ ସପ୍ତର୍ଷି ମଠଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ବୈଠକ

ମଦକୁ ଛାଡ଼ି ଶିକ୍ଷା ହିଁ ଆମ ଦିକ୍ଷା ଗ୍ରହଣ କରି ପୁଅଝିଅମାନଙ୍କୁ ଉଚ୍ଚ ଶିକ୍ଷିତ କରିବାକୁ ଆହ୍ୱାନ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଧୂମାଭଟା ପଞ୍ଚାୟତ ଜଲିଆ ଗ୍ରାମର ପବିତ୍ର ଖପରାଡୁଙ୍ଗୁରୀ ସପ୍ତର୍ଷି ମଠ ପରିସରରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର
Read More...

ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣାର ୩ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଦିବାସୀ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାର ୩ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଖପ୍ରାଖୋଲ ଥାନା ବେଳକେରା ଗ୍ରାମର ରାଜିବ ରଞ୍ଜନ ବରିହା ନିଜ ଘରକୁ ଯିବା ସମୟରେ ସଂପୃକ୍ତ ଅଭିଯୁକ୍ତମାନେ ରାଜିବଙ୍କୁ ଅଟକାଇ ଠେଙ୍ଗା ଓ
Read More...

ଗଙ୍ଗାଧର ପାର୍କଠାରେ ୨୦ତମ ସାର୍ବଜନୀନ ଶାରଦୀୟ ନବରାତ୍ର ଦୂର୍ଗାପୂଜା ଆରମ୍ଭ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଐତିହ୍ୟ ଶକ୍ତି ପୀଠ କଲେଜ ଛକ ସ୍ଥିତ ଗଙ୍ଗାଧର ପାର୍କ ପରିସରରେ ନବରାତ୍ର ଶାରଦୀୟ ଦୁର୍ଗାପୂଜା ଭବ୍ୟ ପୂର୍ଣ୍ଣ କଳସ ଶୋଭାଯାତ୍ରା ଓ କଳସ ସ୍ଥାପନ ସହ ସାର୍ବଜନୀନ ଶାରଦୀୟ ୨୦ ତମ ନବରାତ୍ର ଦୂର୍ଗାପୂଜା ଆରମ୍ଭ ହୋଇଯାଇଛି । ନବରାତ୍ର ଦୂର୍ଗାପୂଜା
Read More...

ଉପଖଣ୍ଡ ସ୍ତରୀୟ ହଳଦିଆ ତେଲି ସମାଜ ପକ୍ଷରୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରଖନାଥ ବରିହା) : ଉପଖଣ୍ଡ ସ୍ତରୀୟ ହଳଦିଆ ତେଲି ସମାଜ, ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ହଳଦିଆ ତେଲି ଜାତିକୁ ଅନ୍ୟାନ୍ୟ ପଛୁଆ ବର୍ଗ ଓ ସାମାଜିକ, ଶିକ୍ଷା ତଥା ଆର୍ଥିକ ଅନଗ୍ରସର ଶ୍ରେଣୀ ଭୁକ୍ତ କରିବା ପାଇଁ ଉପଜିଲ୍ଲାପାଳ, ପାଟଣାଗଡ଼ଙ୍କ ଜରିଆରେ ଓଡିଶା ଅନଗ୍ରସର
Read More...

ହରିଶଙ୍କର ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ବ୍ଳକ ସ୍ତରୀୟ ନୂଆଁଖାଇ ଭେଟଘାଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତିର୍ଥ ସ୍ଥଳୀ ହରିଶଙ୍କର ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ବ୍ଳକ ସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ମା' ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହାଙ୍କ
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆଜି ଝୁଲେନବର ଗ୍ରାମର ଧବଳେଶ୍ଵର କ୍ଳବର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଗ୍ରାମର ମଝିପଡା ଠାରୁ ଶିବ ମନ୍ଦିର ରାସ୍ତାର କାମ ବୁଢ଼ା ମନ୍ଦିର ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ କରାଯାଇଥିଲା । ଏଥିରେ କ୍ଳବର
Read More...

ମନରେଗା ଯୋଜନାରେ ପାରିଶ୍ରମିକ ମିଳିବା ଦାବୀରେ ଶ୍ରମିକମାନଙ୍କ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାରୀ ଦାଦନ ଶ୍ରମିକ ପ୍ରଥା ରୋକିବା ପାଇଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ ଶ୍ରମିକମାନଙ୍କୁ ଶହେ ଦିନର କାମ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଶ୍ରମିକ ମାନଙ୍କୁ ଠିକ୍ ସମୟରେ ପାରିଶ୍ରମିକ ଯୋଗାଇ ଦେବାର ନିୟମ
Read More...

ତେଲି ସମାଜ ପକ୍ଷରୁ କବିଙ୍କ ଜନ୍ମ ମାଟିରେ କୋଶଲୀ ସଂସ୍କୃତି ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କବିଙ୍କ ଜନ୍ମ ମାଟି ସାନକଲାଙ୍ଗାପାଲି ଗ୍ରାମରେ କବି ଅର୍ଜୁନ ସାହୁ ଆହ୍ଵାନରେ କୋଶଲୀ ସଂସ୍କୃତି ଦିନ କୋଶଳ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ପ୍ରଥମେ କବିଙ୍କ ବାସଗୃହରେ ପାଣ୍ଡୁଲିପିକୁ ପୂଜାକରି
Read More...

କୋଶଲ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ

ପାଟଣାଗଡ, (ଗୋରେଖନାଥ ବରିହା) : ତମିଆଁ ପଞ୍ଚାୟତ ଅଏଳାତୁଙ୍ଗା ଗାଁରେ କୋଶଳି ସଂସ୍କୃତି ଦିନ କୋଶଲ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଭୀଷ୍ମ ସାହୁ ପୂଜା କରିଥିଲେ, ଉପେନ୍ଦ୍ର ସାହୁ କବିଙ୍କ ଗୁଣଗାନ କରିବା ସହ କୋଶଲୀ ଭାଷାର ସରକାରୀ ମାନ୍ୟତା ପାଇଁ
Read More...