ବେଲପଡା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ନେଇ କିଷାନ ସଂଗଠନ ପକ୍ଷରୁ ତହସିଲ ଅଫିସ ଘେରାଉ
ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ବେଲପଡା ବ୍ଳକ ଏକ ଅନୁନ୍ନତ ଅବହେଳିତ ମରୁଡି ପ୍ରବଣ ବ୍ଳକ ହୋଇଥିବା ବେଳେ ଦାରିଦ୍ର୍ୟ, ଅନାହାର, ଅର୍ଧହାର, ବେରୋଜଗାର, ଦାଦନ ଶ୍ରମିକ ଆଦି ସମସ୍ୟା ବଢିବଢି ଚାଳିଛି । ୮୦% ଭାଗ ଲୋକେ କୃଷି ଉପରେ ନିର୍ଭର କରନ୍ତି । ବେଲପଡା ବ୍ଲକର ଜୟ କିଷାନ!-->…
Read More...
Read More...